Browsing Category
ଦେଶ ବିଦେଶ
ନା ରଙ୍ଗ ନା ବାଡ଼ି, ଏଠାରେ ଖେଳାଯାଉଛି ପଥର ମାଡ଼ର ହୋଲି: ଦେଖନ୍ତୁ ଅଜବ ପ୍ରଥାର ଭିଡିଓ
ଲୋହଦଦଗା: ଆଜି ଦେଶର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ ହେଉଛି । ଲୋକମାନେ ନିଜ ପସନ୍ଦରେ ରଙ୍ଗ ବୋଳି ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ଝାଡ଼ଖଣ୍ଡରେ ସବୁଠାରୁ ଅଲଗା ପଥର ମାଡ଼ ହୋଲିର ନିଆରା ପ୍ରଥା ରହିଛି…
ରଙ୍ଗ ନେଲା ଜୀବନ: ହୋଲିରେ ୪ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ହୋଲିର ମଜା କିଏ ନ ନେବାକୁ ଚାହେଁ । ତେବେ ଅନେକ ସମୟରେ ଏହି ମଜା ସଜ୍ଜାରେ ପରିଣତ ହୋଇଯାଇଥାଏ । ହୋଲିରେ ରଙ୍ଗ ବୋଳିବାକୁ ନେଇ ଗଣ୍ଡଗୋଳ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଉତ୍ତରପ୍ରଦେଶରେ…
୨୪ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ୧୪,୨୦୦ ସୈନିକ ମାରିଥିବା ୟୁକ୍ରେନର ଦାବି
କିଭ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗତ ୨୪ ଦିନ ହେବ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଏବେବି ଆକ୍ରମଣ କରୁଛନ୍ତି । ଲୁହାନସ୍କରେ ରୁଷ ଆକ୍ରମଣରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି…
ସାମ୍ନାକୁ ଆସିଲା ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣର ତାରିଖ, ଏହି ବ୍ୟକ୍ତିଙ୍କୁ କରାଯିବ ଆମନ୍ତ୍ରଣ
ନୂଆଦିଲ୍ଲୀ ୧୮।୦୩: ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମାର୍ଚ୍ଚ ୨୫ରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ମାର୍ଚ୍ଚ ୨୫ରେ ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ…
ଦୂର ହେବ କି କଂଗ୍ରେସର କଳହ ? ସୋନିଆ ଗାନ୍ଧୀଙ୍କୁ ଭେଟିଲେ ‘ଜି-୨୩’ର ନେତା ଗୁଲାମ ନବି ଆଜାଦ
ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଜାରି ଦଳୀୟ କଳହ ମଧ୍ୟରେ ଜି-୨୩ର ଅସନ୍ତୁଷ୍ଟ ନେତା ଗୁଲାମ ନବି ଆଜାଦ ଶୁକ୍ରବାର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ୧୦ ଜନପଥରେ ଭେଟିଛନ୍ତି।…
କମେଡିଆନରୁ ସାଜିଲେ ମୁଖ୍ୟମନ୍ତ୍ରୀ: ୧୦ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ତାରିଖରେ ନେବେ ଶପଥ
ନୂଆଦିଲ୍ଲୀ: ପଞ୍ଜାବରେ ଅଦ୍ଭୂତପୂର୍ବ ବିଜୟ ସହିତ ସରକାର ଗଠନ କରିବାକୁ ଯାଉଛି ଆପ୍ । ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି । ତେବେ କମେଡିଆନରୁ ମୁଖ୍ୟମନ୍ତ୍ରୀ ସାଜିଥିବା ମାନଙ୍କ…
ସରିଲା ଲୁଚକାଳି ଖେଳ: ପୋଲିସ ହାତରେ ଧରା ପଡିଲେ ଆତଙ୍କବାଦୀ ସଂଗଠନର ୬ ଜଣ ସହଯୋଗୀ
ନୂଆଦିଲ୍ଳୀ: ଆତଙ୍କବାଦୀ ସଂଗଠନ ଏସ୍କର-ଏ-ତୋଏବାର ପର୍ଦ୍ଦାଫାଶ କରିଛି ଜମ୍ମୁ-କଶ୍ମୀର ପୋଲିସ । ସଂଗଠନର ମୋଟ ୬ ଜଣ ସହଯୋଗୀଙ୍କୁ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ । ଦକ୍ଷିଣ କାଶ୍ମୀରର ପୁଲୱାମା…
୧୮ ବର୍ଷରୁ କମ୍ ଛୁଆଙ୍କୁ ମିଳିବ ପାନ୍ କାର୍ଡ: ଜାଣନ୍ତୁ କଣ ରହିଛି ଆବେଦନର ପ୍ରସେସ୍
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍ ପାଲଟିଛି । ଆଧାର କାର୍ଡ, ଭୋଟ କାର୍ଡ ପରି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ପ୍ରକାର ସରକାରୀ କାମ ଠାରୁ ଆରମ୍ଭ କରି ବ୍ୟାଙ୍କ ରେ…
ଚାଷ ଜମିର ଡିମାର୍କେସନ୍ କରିବ ଡ୍ରୋନ୍: ଏହି ସହରରେ ଆରମ୍ଭ ହେଲା ବ୍ୟବସ୍ଥା
ନୂଆଦିଲ୍ଳୀ: ଭାରତର ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହେଲେ କୃଷିରେ ଟେକ୍ନୋଲୋଜିର ବ୍ୟବହାର ଅତ୍ୟନ୍ତ ନଗଣ୍ୟ । ତେବେ ନିକଟରେ କେନ୍ଦ୍ରୀୟ ବଜେଟରେ କୃଷି ପାଇଁ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ…
ଅପରେଶନ ଗଙ୍ଗାରେ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କଲେ ଶିବାନୀ ଲାକ୍ରା: ସାହାସିକତା ପାଇଁ ଏମିତି ପ୍ରଶଂସା କରୁଛନ୍ତି ଦେଶବାସୀ
ନୂଆଦିଲ୍ଲୀ: ବର୍ତ୍ତମାନ ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ । ଏହାର ମଧ୍ୟରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଯିଏବି ଥରେ ଦେଖୁଛି ଭାରତର ପ୍ରଶଂସା ନକରି ରହିପାରୁନାହିଁ । ଏହି…