Browsing Category
ଦେଶ ବିଦେଶ
ଏହି ଗାଁକୁ ରାସ୍ତା, ବିଜୁଳି ଓ ମୋବାଇଲ୍ ନେଟୱାର୍କ ନଥାଇ ମଧ୍ୟ ୧୦୦% ଲୋକଙ୍କ ଟିକାକରଣ କରି ଦେଶରେ ହୋଇଛି ପ୍ରଥମ
ଶ୍ରୀନଗର: ଘାତକ ମହାମାରୀ କରୋନାର ସବୁଠାରୁ ବଡ ହତିଆର ଭାବରେ ଟିକାକୁ ବର୍ତ୍ତମାନ ବିତରଣ କରାଯାଉଛି । ତେଣୁ ଏବେ ଦେଶ ତଥା ବିଶ୍ୱବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି । ସେହିପରି ଟିକାକରଣ ଅଭିଯାନ ଅଧୀନରେ ୪୫…
ସାଂସଦ ନବନୀତଙ୍କୁ ବମ୍ବେ ହାଇକୋର୍ଟରୁ ଜୋରଦାର ଝଟକା, ଜାତି ପ୍ରମାଣପତ୍ର ଖାରଜ, ଲାଗିଲା ୨ ଲକ୍ଷ ଜରିମାନା
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା । ଅଦାଲତ ନବନୀତଙ୍କ କାଷ୍ଟ ସାର୍ଟିଫିକେଟ୍ ବା ଜାତି ପ୍ରମାଣତ୍ର ଖାରଜ କରିଛନ୍ତି । ଏଥିସହ…
ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଏବେବି ଜାରି ରହିଛି । ପୂର୍ବ ଅପେକ୍ଷା ଏବେ ସଂକ୍ରମଣ ହାର କମ୍ ଆସୁଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି…
୪୫ ଡିଗ୍ରୀ ଖରାରେ ପାଦରେ ଚାଲି ଚାଲି ଗଲେ ୨୫ କିଲୋମିଟର, ତଥାପି ପାଣି ମିଳିଲା ନାହିଁ, ଆଈ ହେଲେ ବେହୋସ୍, କିନ୍ତୁ ୬ ବର୍ଷର ନାତୁଣୀ….
ଜୟପୁର: ଭାରତବର୍ଷରେ ଆଜି ବି ଲୋକମାନେ ପାଣି ବିନା ଛଟପଟ ହେଉଛନ୍ତି, ତାହାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଆଈ ଓ ନାତୁଣୀ ଦୁଇଜଣ ୨୫ କିଲୋମିଟର ପାଦରେ ଯାତ୍ରା କରିବା ପରେ ମଧ୍ୟ ପାଣି ମୁନ୍ଦିଏ ନ…
ବଦଳିଗଲା ସ୍ୱର, ଟିକା ଲଗାଇବେ ଅଖିଳେଶ ଯାଦବ, କହିଲେ- ଏହା ଭାରତ ସରକାରଙ୍କ ଭ୍ୟାକ୍ସିନ
ଲଖନଉ : ଏହା ବିଜେପି ଭ୍ୟାକ୍ସିନ । ତେଣୁ ମୁଁ ଟିକା ନେବି ନାହିଁ । କରୋନାର ପ୍ରଥମ ଲହର ସମୟରେ ଏହି ମନ୍ତବ୍ୟ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ହେଲେ ଦ୍ୱିତୀୟ ଲହରରେ ତାଙ୍କ ସ୍ୱର ବଦଳି ଯାଇଛି ।…
ଦଶ ସେକେଣ୍ଡ ବିଳମ୍ବ ହୋଇଥିଲେ ମୃତ୍ୟୁ ସୁନିଶ୍ଚିତ: ଆରପିଏଫ୍ କନଷ୍ଟେବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ, ଦେଖନ୍ତୁ…
ମୁମ୍ବାଇ: ଅଧିକାଂଶ ସମୟରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା ସମୟରେ ଧ୍ୟାନ ଦେଇ ନଥାନ୍ତି । ସାମାନ୍ୟ ଅସାବଧାନତା କାରଣରୁ ଅନେକ ଯାତ୍ରୀ ଟ୍ରେନରେ ଚାପି ହୋଇ ମୃତ୍ୟୁବରଣ କରିଥାନ୍ତି । ମହାରାଷ୍ଟ୍ରରେ ଜଣେ…
ଉହାନ ଲ୍ୟାବ ସମ୍ପର୍କରେ ଚକିତ କଲା ଭଳି ରିପୋର୍ଟ ଦେଲେ ବ୍ରିଟିଶ୍ ସାମ୍ବାଦିକ, ଜାଣନ୍ତୁ କଣ…
ନୂଆଦିଲ୍ଲୀ: ପ୍ରଥମେ ଆମେରିକା ଆଉ ପରେ ପରେ ବ୍ରିଟେନ୍ । ଉଭୟ ଦେଶର ସମାନ ଦାବି ଯେ ଚୀନର ଉହାନ ଲାବ୍ ରେ ହିଁ ତିଆରି କରାଯାଇଛି କରୋନା ଭୂତାଣୁ। କରୋନା ଆରମ୍ଭରୁ ସାରା ବିଶ୍ୱର ସନ୍ଦେହଘେରରେ ରହିଆସିଥିବା ସେହି…
ଚାଇନାର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍! ଏହି ଦାବି ଉପରେ ମୋହର ଲଗାଇଲା ଆମେରିକାର ଏହି ରିପୋର୍ଟ
ନୂଆଦିଲ୍ଲୀ: ଗତ ଦେଢ଼ ବର୍ଷ ମଧ୍ୟରେ ଚାଇନାରୁ ଆସିଥିବା କୋଭିଡ୍ ମହାମାରୀ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହା କବଳରୁ ବର୍ତ୍ତି ନ ପାରି ବିଶ୍ୱର କୋଟି କୋଟି ଲୋକ ପ୍ରାଣ ହରାଇସାରିଲେଣି । ପୃଥିବୀର ଜନସଂଖ୍ୟା ଉପରେ…
ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ କଲେ ମହିଳାଙ୍କ ଅପରେସନ୍: ଏହାପରେ କ’ଣ ଘଟିଲା, ଜାଣନ୍ତୁ….
ଲାହୋର: ପାକିସ୍ତାନର ଏକ ସରକାରୀ ହସ୍ପିଟାଲରେ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ମହିଳାଙ୍କ ଅପରେସନ୍ କରିବା ଭାରି ପଡ଼ିଛି । ଅପରେସନ୍ କରିବାର ଦୁଇ ସପ୍ତାହ ପରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି । ଲାହୋରର ଏକ…