Browsing Category
ଦେଶ ବିଦେଶ
ଯବାନଙ୍କ ପ୍ରେମ ନିବେଦନ: ଯୁଦ୍ଧ କ୍ଷେତ୍ରରେ ପ୍ରେମିକାଙ୍କୁ ଏମିତି କଲେ ପ୍ରପୋଜ (See Video)
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବଢ଼ିବାରେ ଲାଗିଛି । ୟୁକ୍ରେନର କିଭ ଖାରକିଭ ଭଳି ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଯୁଦ୍ଧ ଭୟରେ ଅନେକ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି । ୧୩ ଦିନରେ ପହଞ୍ଚିଛି…
ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରିଛି ସାଧାରଣ ନିର୍ବାଚନ ପାଇଁ ମତଦାନ । ଏବେ ୧୦ ତାରିଖରେ ଆସିବାକୁ ଥିବା ଫଳାଫଳକୁ ନେଇ ଅପେକ୍ଷା କରି ରହିଛନ୍ତି ସମସ୍ତେ । ନିର୍ବାଚନକୁ ନେଇ କରାଯାଇଥିବା ଏଗ୍ଜିଟ୍ ପୋଲ୍ ରେ ଉତ୍ତର…
କାନ୍ଦି କାନ୍ଦି ୟୁକ୍ରେନ ଛାଡ଼ିଲେ ନାବାଳକ: ସୀମାରୁ ଆସିଲା ହୃଦୟ ବିଦାରକ ଚିତ୍ର (See Video)
ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧରେ ଅନେକ ୟୁକ୍ରେନ ସୈନିକଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ଅନେକ…
ୟୁକ୍ରେନରେ ଲଢିବେ ତାମିଲନାଡୁର ଛାତ୍ର: ଜାଣନ୍ତୁ ଯୁଦ୍ଧ କରିବା ପାଇଁ କ’ଣ ସବୁ ରହିଛି ନିୟମ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ସାମିଲ ହେବେ ବିଦେଶୀ ଖେଳାଳି । ଯେଉଁଥିରେ ଭାରତର ନାଁ ମଧ୍ୟ ରହିଛି । ଜଣେ ଭାରତୀୟ ଯୁବକ ୟୁକ୍ରେନ ପକ୍ଷରୁ ଯୁଦ୍ଧ କରିବା ପାଇଁ ପହଞ୍ଚିଥିବା ନେଇ ଦାବି କରାଯାଉଛି । ଋଷ…
କେନ୍ଦ୍ରରେ ବିଜେପି ସରକାରର ନାହିଁ ବିକଳ୍ପ, ସେଥିପାଇଁ ରହିଛି ଶାସନରେ: ମମତା ବାନାର୍ଜୀ
ମଙ୍ଗଳବାର ମମତା ବାନାର୍ଜୀ ଦଳର ସାଙ୍ଗଠନିକ ବୈଠକ ସମୟରେ କେନ୍ଦ୍ରରେ ବିଜେପି ସରକାରଙ୍କୁ ହଟାଇବା ସମ୍ପର୍କରେ ବୟାନ ରଖିଛନ୍ତି । ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ କହିଛନ୍ତି…
ଦେଶରେ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା
ନୂଆଦିଲ୍ଲୀ: ଦେଶରେ ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କୋଭିଡ ପାଇଁ ବନ୍ଦ ଥିବା ସିଡ୍ୟୁଲ ପାସେଞ୍ଜର ବିମାନ ସେବା ଚାଲୁ ହେବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍…
ସେନାରେ ହୋଇପାରିନଥିଲା ସିଲେକ୍ସନ, ଏବେ ଋଷ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଛନ୍ତି, ଏହାରି ମଧ୍ୟରେ ଭାରତୀୟ ଛାତ୍ର ଭାରତ ନଫେରି ସେନାରେ ଯୋଗଦେଇ ଋଷ ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି…
ଆତଙ୍କୀକୁ ଗୁଳି କରି ହତ୍ୟା: କନ୍ଧାର ପ୍ଲେନ ହାଇଜ୍ୟାକ କରିବାରେ ମୃତକ ଜହୁରର ଥିଲା ହାତ
କରାଚୀ: କନ୍ଧାର ପ୍ଲେନ ହାଇଜ୍ୟାକରେ ସାମିଲ ଥିବା ଆତଙ୍କୀ ଜହୁର ମିସ୍ତ୍ରୀକୁ ଗୁଳି କରି ହତ୍ୟା । ବେଶ ବଦଳାଇ ଜହୁର ଏକ ବେପାରୀ ରୂପରେ କରାଚୀରେ ରହୁଥିବା ଖବର ମିଳିଥିଲା । ୧୯୯୯ ମସିହା ଏୟାର ଇଣ୍ଡିଆର ବିମାନ…
ଜଙ୍କ ଫୁଡ୍ ବିଜ୍ଞାପନ ଉପରେ ଲାଗିବ ରୋକ୍, ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ର ସରକାର ଜାରି କରିପାରନ୍ତି ନିର୍ଦ୍ଦେଶନାମା
ନୂଆଦିଲ୍ଲୀ: ସାଧାରଣତଃ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ ଫୁଡର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଜଙ୍କ ଫୁଡ୍ ଖାଇବା ଦ୍ୱାରା ଅଧିକାଂଶ ଯୁବପୀଢି ମୋଟାପାର ଶିକାର ହୋଇଥାନ୍ତି । ତେଣୁ ଏଥିରେ ସୁଧାର…
୧୩ ଦିନର ଯୁଦ୍ଧରେ ୟୁକ୍ରେନର ୨୦୨ଟି ସ୍କୁଲ, ୩୪ଟି ହସ୍ପିଟାଲ ଧ୍ୱଂସ କରିଛି ରୁଷ- ରିପୋର୍ଟ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୧୩ ଦିନ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ଥମିବାର ନାଁ ଧରୁନାହିଁ । ଏହି ୧୩ ଦିନ ମଧ୍ୟରେ ୟୁକ୍ରେନର ବଡ଼ ବଡ଼ ସହର ଠାରୁ ଆରମ୍ଭ କରି ବିଶାଳକାୟ ବିଲ୍ଡିଂ, ଅନେକ ସରକାରୀ ଭବନ,…