Browsing Category

ଦେଶ ବିଦେଶ

କେନ୍ଦ୍ରମନ୍ତ୍ରୀଙ୍କ ଅଞ୍ଚଳରେ ଚାରିଚକିଆ ଯାନ ଯିବାକୁ ରାସ୍ତା ନାହିଁ: ବାଧ୍ୟ ହୋଇ ବରକୁ କାନ୍ଧରେ ବସାଇ ବାହାରିଲା ଶୋଭାଯାତ୍ରା

ପାଟନା: ସ୍ୱାଧୀନତାର ୭୩ ବର୍ଷ ଅତକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଅନେକ ଅଞ୍ଚଳକୁ ଏବେ ବି ଭଲ ରାସ୍ତା ନାହିଁ । ବିହାରର ବକ୍ସର ଜିଲ୍ଲାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ଏହିପରି ଦୂରାବସ୍ଥା…

ଥାନାରେ ଚାଲିଥିଲା ସରାବ ପାର୍ଟି, ଭିଡିଓ ଭାଇରାଲ୍ ପରେ ଗିରଫ ହେଲେ ଏଏସଆଇ

ପାଟନା: ବିହାରର ଏକ ଥାନାରେ ସରାବ ପାର୍ଟି ଚାଲିଥିବାର ଭିଡିଓ ଭାଇରାଇ ହେଲା ପରେ ଗିରଫ ହୋଇଛନ୍ତି ଏଏସଆଇ । ଗୋଟିଏ ପଟେ ରାଜ୍ୟ ସରକାର ମଦ ଉପରେ ଅନେକ ଆଇନ ପ୍ରଣୟନ କରୁଛନ୍ତି । ଅନ୍ୟପଟେ ଆଇନର ରକ୍ଷାକର୍ତ୍ତା ହୋଇ ବି…

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସବୁ ସ୍କୁଲକୁ CBSEର ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ସିବିଏସଇ । ତେବେ କରୋନା ପାଇଁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି । ଯେଉଁମାନେ…

ଦେଶକୁ ମିଳିଲା ଆଶ୍ୱସ୍ତି, ୬୧ଦିନରେ ସବୁଠୁ କମ୍ ନୂଆ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦେଶ ନୟାନ୍ତ ହୋଇଗଲାଣି । ତେବେ ଗତ କିଛିଦିନ ହେବ ସଂକ୍ରମଣ ନିୟନ୍ତ୍ରଣ ହେବାକୁ ଲାଗିଛି । ଫଳରେ କରୋନା ସଂକ୍ରମଣ ଗ୍ରାଫ୍ ଖସିଛି ଏବଂ ଗତ ୬୧ ଦିନ ମଧ୍ୟରେ ଦେଶକୁ ମିଳିଛି ଏକ ବଡ଼…

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଧ୍ୟା ୫ଟା ସମୟରେ ସେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ମୃତକଙ୍କ…

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ' ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି…

ନୃଶଂସ ସ୍ୱାମୀର ଉନ୍ମତ୍ତ କାଣ୍ଡ: ସ୍ତ୍ରୀ ଓ ପିଲାଙ୍କୁ କୂଅକୁ ଠେଲିଦେଇ ଫେରାର୍

ଛତ୍ରପୁର(ଓଡ଼ିଶା ଭାସ୍କର): ପୁଅ ସନ୍ତାନ ଲୋଭରେ ସ୍ୱାମୀ ସାଜିଲା ରାକ୍ଷସ । ସ୍ତ୍ରୀର ପୁଅ ଜନ୍ମ ନହେବାରୁ ରାଗିଯାଇ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏଥିରେ ଜଣେ ଆଠ ବର୍ଷର ଝିଅର…

ଜରନୈଲ ସିଂ ଭିନ୍ଦ୍ରାନୱାଲେଙ୍କୁ ସହିଦ ଦର୍ଶାଇ ଫସିଲେ ହରଭଜନ ସିଂହ, ହେଲେ ଜୋରଦାର ଟ୍ରୋଲର ଶିକାର

ନୂଆଦିଲ୍ଲୀ : ଭାରତୀୟ ଦଳର ତାରକା ଅଫ ସ୍ପିନର ହରଭଜନ ସିଂହ ଏମିତି କିଛି ତ୍ରୁଟି କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ଏବେ ଟ୍ୱିଟରରେ ଟ୍ରୋଲ୍ କରାଯାଉଛି । ଭଜି ନିଜର ଇନଷ୍ଟାଗ୍ରାମ ପେଜରେ ଅପରେସନ ବ୍ଲୁ ଷ୍ଟାରର ୩୭ତମ…

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…

ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…