
Browsing Category
ଦେଶ ବିଦେଶ
କୁତବ ମୀନାର ସ୍ଥିତ ମସଜିଦରେ ନମାଜ ଉପରେ ଜାରି ରହିବ ରୋକ୍, ଶୀଘ୍ର ଶୁଣାଣି କରିବାକୁ ମନେ କଲେ HC
ନୂଆଦିଲ୍ଲୀ: କୁତବ ମୀନାର ପରିସରରେ ସ୍ଥିତ ମସଜିଦରେ ନମାଜ ପଢିବା ଉପରେ ରୋକ୍ ଲଗାଇବା ଏଏସଆଇର ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଏସଆଇର ଏହି ଆଦେଶ…
ପ୍ରାର୍ଥନା ସମୟରେ ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼: ୫୦ ଜଣଙ୍କର ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ: ନାଇଜେରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ ରବିବାର ଦିନ ହୋଇଛି ଭୟଙ୍କର ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଅନେକ…
କାନପୁର ପରେ ଆଗ୍ରାରେ ବିଗିଡିଲା ମାହୋଲ, ବାଇକ ଧକ୍କାକୁ ନେଇ ଦୁଇ ପକ୍ଷ ମଧ୍ୟରେ ପଥରମାଡ
କାନପୁର: କାନପୁର ହିଂସା ପରେ ଉପଦ୍ରବୀଙ୍କ ଧରପଗଡ ମଧ୍ୟରେ ରବିବାର ଆଗ୍ରାରେ ମଧ୍ୟ ମାହୋଲ ବିଗିଡିଛି। ଦୁଇ ଜଣଙ୍କ ମଧ୍ୟରେ ବାଇକ ଧକ୍କାକୁ ନେଇ ଝିମିଟି ଖେଳରୁ ମହାଭାରତ ପରି ସ୍ଥିତି ଉପୁଜିଛି। ପ୍ରଥମେ ଦୁଇ ଜଣଙ୍କ…
ପ୍ରଧାନମନ୍ତ୍ରୀ ମୋଦୀ ଜାରି କଲେ ୧, ୨, ୫, ୧୦ ଏବଂ ୨୦ ଟଙ୍କାର ସ୍ୱତନ୍ତ୍ର କଏନ୍ ସିରିଜ୍, ଦେଖନ୍ତୁ କଣ ରହିଛି ସ୍ୱତନ୍ତ୍ରତା
ନୂଆଦିଲ୍ଲୀ(ଓଡିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର 'ଆଇକନିକ୍ ସପ୍ତାହ ଉତ୍ସବ'ର ଉଦଘାଟନ କରିଛନ୍ତି।…
ଭାରତୀୟ ବୈଜ୍ଞାନିକଙ୍କ ଆବିଷ୍କାର, ୧୦୦ବର୍ଷ ପରେ ମିଳିଲା ଲିପ୍ଷ୍ଟିକ୍ ଗଛ
ନୂଆଦିଲ୍ଲୀ(ଓଡିଶା ଭାସ୍କର): ବଟାନିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ବିଏସ୍ଇ) ର ଅନୁସନ୍ଧାନକାରୀମାନେ ଅରୁଣାଚଳ ପ୍ରଦେଶର ଅଞ୍ଜୁ ଜିଲ୍ଲାରେ ଏକ ଶତାବ୍ଦୀରୁ ଅଧିକ ସମୟ ପରେ ଏକ ବିରଳ ଉଦ୍ଭିଦ ଆବିଷ୍କାର କରିଛନ୍ତି। ଏହାକୁ…
ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ED ରେଡ୍
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ହୋଇଛି ରେଡ୍ । କୋଲକାତା ଭିତ୍ତିକ କମ୍ପାନି ସହ ହାୱାଲା କାରବାର ମାମଲାରେ ଏହି ରେଡ୍ ହୋଇଥିବା ଜଣାପଡିଛି । ବେଆଇନ୍ ଅର୍ଥ କାରବାର ମାମଲାରେ…
ଅନେକ ଦେଶ ଭାରତର ଗହମକୁ କଲେ ପ୍ରତ୍ୟାଖ୍ୟାନ, ଏବେ ସରକାର ନେଲେ ଏହି ନିଷ୍ପତ୍ତି
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କିଛିଦିନ ତଳେ ଦେଶରେ ଗହମ ଦର ନିୟନ୍ତ୍ରଣ କରିବାକୁ ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପରେ କିଛି ଦେଶ ଭାରତ ସରକାରଙ୍କୁ ଗହମ ପାଇଁ ଅନୁରୋଧ କରିଥିଲେ। ତେବେ…
ଉତ୍ତର କୋରିଆକୁ ଜବାବ ଦେଲା ଦକ୍ଷିଣ କୋରିଆ, ଆମେରିକା ସହ ମିଶି କଲା ୮ କ୍ଷେପଣାସ୍ତ୍ର ପରୀକ୍ଷା
ସିଓଲ୍(ଓଡ଼ିଶା ଭାସ୍କର): ରବିବାର ଉତ୍ତର କୋରିଆ ଏକା ଥରକେ ୮ଟି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ପରୀକ୍ଷା କରିଥିଲା। ଏହାର ପ୍ରତି ଉତ୍ତରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ୮ଟି କ୍ଷେପଣାସ୍ତ୍ର ପରୀକ୍ଷା…
ଟାର୍ଗେଟ୍ କିଲିଂ ଉପରେ ଲାଗିବ ରୋକ୍, ଶାହା ଓ ଡୋଭାଲ୍ଙ୍କ ସୁଚିନ୍ତିତ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ
ଶ୍ରୀନଗର(ଓଡିଶା ଭାସ୍କର): କାଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣାକୁ ରୋକିବା ତଥା ସେଠାରେ ଶାନ୍ତି, ସୁରକ୍ଷା ଓ ବିଶ୍ୱାସର ମାହୋଲ ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ଏନ୍ଏସ୍ଏ ଅଜିତ୍…
ଆଠ ବର୍ଷ ଧରି ପୋଲିସ ଚଲାଉଥିଲା ଏକ ଚୋରୀ ବାଇକ୍, ଚାଲାଣ ଗଲା ଗାଡ଼ି ମାଲିକ ପାଖକୁ, ଏବେ ସତ ଆସିଲା ପଦାକୁ
ନୂଆଦିଲ୍ଲୀ: ଆଜିକାଲି ଯେତେ ନୀତି ନିୟମ ଲାଗୁ ହେଲେ ମଧ୍ୟ ବାଇକ୍ ପ୍ରବଳ ମାତ୍ରାରେ ଚୋରି ହେଉଥିବା ଦେଖାଯାଉଛି । ତେବେ ନିକଟରେ ଘଟିଥିବା ଏକ ବାଇକ୍ ଚୋରି ମାମଲା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ…