Browsing Category
ଦେଶ ବିଦେଶ
କଂଗ୍ରେସର ଯୁବରାଜ ରାହୁଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ: ଆଜି ହେଉଛି କଂଗ୍ରେସ ଦଳର ଯୁବରାଜ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଜନ୍ମଦିବସ । ଆଜି ରାହୁଲ ୫୧ ବର୍ଷରେ ପାଦ ଦେଇଛନ୍ତି । ଏହି ଅବସରରେ ଅଗଣିତ…
ନେପାଳ ବନ୍ୟା ଓ ଭୂ-ସ୍ଖଳନ ନେଲାଣି ୧୬ ଜୀବନ, ୨୨ ନିଖୋଜ
କାଠମାଣ୍ଡୁ: ନେପାଳରେ ଏକ ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ସେଠାରେ ଭୂ-ସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା କାରଣରୁ ନେପାଳରେ ଏପର୍ଯ୍ୟନ୍ତ ୧୬ଜଣ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ…
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରର ପ୍ରକୋପ ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଦେଶରେ ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ଏମ୍ସ…
ଅନଲକ୍ ପ୍ରକ୍ରିୟାରେ ଲାଗୁ ହେବ 3T+V, ଜାଣନ୍ତୁ କଣ ଏହି ଫର୍ମୁଲା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ସଙ୍କଟ ଥମିନଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ସରକାରଙ୍କୁ ଚେତାଇବା…
ଡ୍ରୋନରେ ଖାଦ୍ୟ ବିତରଣ କରିବ Swiggy ; ମିଳିଲା ଅନୁମତି
ନୂଆଦିଲ୍ଲୀ: ଫୁଡ୍ ଟେକ୍ ଷ୍ଟାର୍ଟଅପ୍ ସ୍ୱିଗି ଖୁବ୍ ଶୀଘ୍ର ଡ୍ରୋନ ସାହାଯ୍ୟରେ ଆପଣଙ୍କ ଘରକୁ ପହଞ୍ଚାଇବ ଖାଦ୍ୟ । ଏଥିପାଇଁ କମ୍ପାନି ଆବଶ୍ୟକୀୟ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ କିଛି ସପ୍ତାହ ପାଇଁ ଏହି ଏଟା ଏବଂ…
ଡେଲଟା ଭାରିଆଣ୍ଟର ଶିକାର ହେଲେ ଚିଡ଼ିଆଖାନାର ୪ ସିଂହ
ତାମିଲନାଡୁ: କରୋନାର ଭାରତୀୟ ପ୍ରଜାତି ଡେଲଟା ଭାରିଆଣ୍ଟ ଦେଶରେ ଭୟଙ୍କର ରୂପ ନେଇଥିବା ବେଳେ ଅନେକ ପଶୁ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ତାମିଲନାଡୁର ସିଂହଙ୍କୁ ମଧ୍ୟ ଡେଲଟା…
ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଲୋକଙ୍କୁ ମାଗିଲେ କ୍ଷମା,ଜାଣନ୍ତୁ କାହିଁକି..
ନୂଆଦିଲ୍ଲୀ: କେତେକ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ଗଛ ଉପରେ ତ ନହେଲେ ଟାୱାର ଉପରେ ଚଢି଼ବାର ଦେଖାଯାଇଥାଏ । ଏମିତି ଏକ ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଦ୍ୟୁତ୍ ଖୁଣ୍ଟରେ । ସେ ପୁଣି ସାଧାରଣ ଲୋକ…
ମହିଳାଙ୍କ ଠାରୁ ଚପଲରେ ମାଡ଼ ଖାଇବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମନ୍ଦିର ପୁଜାରୀ
ଜୟପୁର: ରାଜସ୍ଥାନର ଅଲୱରରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଅଲୱର ସହରର କଟିଘାଟିରେ ଥିବା ଏକ ମନ୍ଦିରର ପୁଜାରୀକୁ ଜଣେ ମହିଳା ଚପଲରେ ମାରିଥିଲେ ଏବଂ ଏହି ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍…
ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୬୪୭ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ରକ୍ତ ଓ କୋଷ: ଅସୁସ୍ଥ କୋଷିକା କାରଣରୁ ହେଉଥିବା ରୋଗରୁ ବର୍ତ୍ତିବାକୁ ହୁଅନ୍ତୁ ସଚେତନ
ଓଡ଼ିଶା ଭାସ୍କର ବ୍ୟୁରୋ: ରକ୍ତରେ ସୃଷ୍ଟି ହେଉଥିବା ଅସୁସ୍ଥ କୋଷିକା କାରଣରୁ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଏ । ଏପରିକି ଏହି ଅସୁସ୍ଥ କୋଷ ବିପଦ୍ଜନକ ରୋଗ ସୃଷ୍ଟି ଗୁରୁତର ରୋଗୀର ଜୀବନ ମଧ୍ୟ ନେଇପାରେ । ତଥାପି,…