Browsing Category
ଦେଶ ବିଦେଶ
ଏକାଠି ହେଲେ ଗାଁର ହିନ୍ଦୁ-ମୁସଲିମ, ୨ କୋଟି ସଂଗ୍ରହ କରି ୮୦୦ ବର୍ଷ ପୁରୁଣା ମନ୍ଦିରକୁ ଦେଲେ ନୂତନ ରୂପ
ନୂଆଦିଲ୍ଲୀ: କର୍ଣ୍ଣାଟକର ସର୍ଭେ ଗାଁରେ ଏକ ସ୍ଥାନୀୟ ମନ୍ଦିରର କାମ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସବୁଠୁ ବଡ କାରଣ ଏଠାକାର ଲୋକେ ମାନବିକତା ଉର୍ଦ୍ଧ୍ଵରେ ରଖି ମନ୍ଦିର ନିର୍ମାଣ କରିଛନ୍ତି। ଧାର୍ମିକ କଟକଣାର…
ଧୋକା! ଅନଲାଇନରେ ଅର୍ଡର୍ କରିଥିଲେ ଦେଢ଼ଲକ୍ଷର ଆଇଫୋନ୍ ୧୩ ପ୍ରୋ ମାକ୍ସ, ପାର୍ସଲ୍ ଖୋଲିବା ପରେ ଉଡ଼ିଗଲା ହୋସ୍
ନୂଆଦିଲ୍ଲୀ: ଆଇଫୋନ୍ ୧୩ର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆପଲ୍ ର ଏହି ସିରିଜ୍ ଲଞ୍ଚ୍ ହେବା ପରଠାରୁ ଅଧିକରୁ ଅଧିକ ଲୋକ ଏହାକୁ କିଣୁଛନ୍ତି । ହେଲେ ଭାରତ ସମେତ ଅନେକ ଦେଶରେ ଡେଲିଭେରୀରେ ଗଡବଡ଼ ଦେଖିବାକୁ…
(Video)ପେଟ ପାଇଁ ନାଟ! ହାତରେ ଜଳନ୍ତା ଷ୍ଟୋଭ୍ ଓ ତତଲା କଡ଼େଇ ଧରି ସିଙ୍ଗଡ଼ା ବିକ୍ରି କରୁଛନ୍ତି ନାବାଳକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ ପାଇଁ ତ ସବୁକିଛି.... ଏହି ପଂକ୍ତିଟି ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ । ଯେତେବେଳେ ପେଟ କଥା ଉଠେ ସେତେବେଳେ ଛୋଟ-ବଡ଼, ଧନୀ-ଗରିବ କିଛି ବି ଦେଖାଯାଏ ନାହିଁ । କାରଣ ରୋଜଗାର…
‘ମହାଭାରତ’ର ଭୀମଙ୍କ ପରଲୋକ, ୭୪ ବର୍ଷରେ ପ୍ରବୀଣ କୁମାର ନେଲେ ଶେଷ ନିଶ୍ୱାସ
ନୂଆଦିଲ୍ଲୀ: ଲୋକପ୍ରିୟ ଧାରାବାହିକ "ମହାଭାରତ"ରେ ଭୀମ ଭୂମିକା ନିର୍ବାହ କରିଥିବା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଯାଇଛି । ୭୪ ବର୍ଷ ବୟସରେ ହୃଦଘାତରେ ପ୍ରବୀଣ କୁମାରଙ୍କ ପରଲୋକ ହୋଇଯାଇଛି । ସେ ଅନେକ ଦିନ ଧରି…
୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସମ୍ପତ୍ତି ବଢ଼ିଛି କୋଟିରେ, ଏମାନଙ୍କ ଶାସନ କାଳରେ ରାଜ୍ୟର ଗରିବଙ୍କର ଆୟ କେତେ ବଢ଼ିଛି, ଜାଣନ୍ତୁ
ନୂଆଦିଲ୍ଲୀ: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ୍ ରହିଛି । ତେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ବୃଦ୍ଧି ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି । ତଥ୍ୟରୁ…
ଲକ୍ଷେ ତଳକୁ ଆସିଲା ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୧୮୮ ମୃତ
ନୂଆଦିଲ୍ଲୀ: ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରୁ ୬୭ ହଜାର ୫୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୧ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟାରେ…
ଆସନ୍ତା ମାସରେ ହେବ EPFOର ବୈଠକ, ବଢ଼ିପାରେ PF ସୁଧ ହାର
ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତାମାସରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ…
ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳକାୟ ଉଲକାପିଣ୍ଡ, ଜାଣନ୍ତୁ ପୃଥିବୀ ନିକଟରେ କେବେ ପହଞ୍ଚିବ
ନୂଆଦିଲ୍ଲୀ: ଅନ୍ତରିକ୍ଷକୁ ନେଇ ବୈଜ୍ଞାନିକ ମାନେ ଅଧ୍ୟୟନ ଜାରି ରଖିଛନ୍ତି । ପ୍ରତିଟି ଗତିବିଧି ଉପରେ ତିଖ୍ନ ନଜର ରଖାଯାଇଛି । ତେବେ ଅନ୍ତରିକ୍ଷ ସମ୍ପର୍କରେ ଜାଣିବା ପାଇଁ ଯେତିକି ଲାଳସା ରହିଛି ସେତିକି ଏହା…
Hyundai ପରେ KFCକୁ ଦେଶରେ ବିରୋଧ, ଟ୍ରେଣ୍ଡ୍ କରୁଛି #BoycottKFC; ମାଗିଲା କ୍ଷମା: ଜାଣନ୍ତୁ ପୁରା ଘଟଣା
ନୂଆଦିଲ୍ଲୀ: ଅଟୋ କମ୍ପାନୀ ହ୍ୟୁଣ୍ଡାଇ ମୋଟର୍ ଇଣ୍ଡିଆ ପରେ ଏବେ କେଏଫସି ଇଣ୍ଡିଆକୁ ଜୋରଦାର୍ ବିରୋଧ କରାଯାଇଛି । ଟୁଇଟର୍ ରେ ହ୍ୟାସଟ୍ୟାଗ୍ ବଏକଟ୍ କେଏଫସି ଟ୍ରେଣ୍ଡ୍ କରୁଛି । ଅସଲରେ କେଏଫସି ନିଜ ଫେସବୁକ୍ ପେଜ୍ ରେ…
ତ୍ରୁଟପୂର୍ଣ୍ଣ କୋଭିଡ୍ ଟିକାକରଣ ପ୍ରମାଣପତ୍ର ମାମଲା: କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ, ୧୬ରେ ପରବର୍ତ୍ତୀ ଶୁଣାଣି
କଟକ (ଭାସ୍କର ନ୍ୟୁଜ୍): ତ୍ରୁଟିପୂର୍ଣ୍ଣ କୋଭିଡ୍ ଟିକାକରଣ ପ୍ରମାଣପତ୍ର ବିରୋଧରେ ଆଗତ ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କୋଭିଡ ଟୀକା ନେଇଥିବା ଜଣେ ବ୍ୟକ୍ତିଙ୍କ ଟୀକାକରଣ…