Browsing Category
ଦେଶ ବିଦେଶ
୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୧୦୬ଟି ଟ୍ୟୁମର
ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦୬ଟି ଟ୍ୟୁମର । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଅଣକର୍କଟ ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି । ମହିଳାଙ୍କୁ…
୧.୧୨ କୋଟି କେନ୍ଦ୍ର କର୍ମଚାରୀ ପାଇଁ ଖୁସିଖବର: ୨୬ ଜୁନରେ ମିଳିବ ମହଙ୍ଗା ଭତ୍ତାର ଉପହାର !
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ବଡ ଖବର । ମହଙ୍ଗା ଭତ୍ତା ବା ଡିଏକୁ ଅପେକ୍ଷା କରିଥିବା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୦ ଲକ୍ଷ ପେନସନଭୋଗୀଙ୍କୁ ଖୁବଶୀଘ୍ର ଉପହାର ମିଳିପାରେ ।…
ଚିଠି ବୋମା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଧମକ: ଜୟରାମ କହିଲେ ‘ସାହସ ଅଛି ତ ସାମନାକୁ ଆସ୍….’
ସିମଳା: ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏକ ଚିଠି ବୋମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଚିଠିକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖକୁ ପଠାଇଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ, କିଛି…
କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!
କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ…
କୋଭିଶିଲ୍ଡର ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ କମାଇଲେ ସରକାର, ଜାଣନ୍ତୁ ନୂଆ ଗାଇଡଲାଇନ୍
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୁଣି ଥରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଛି । ପୂର୍ବରୁ ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଥିବା…
ମାତ୍ର ୨୦ ଦିନରେ ତିଆରି ହେଲା ‘ପକେଟ୍ ଭେଣ୍ଟିଲେଟର୍’, ଦେଶକୁ ମିଳିଲା ବଡ଼ ଆଶ୍ୱସ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): କୁହାଯାଏ ଅଭାବ ହିଁ ଉଦ୍ଭାବନର ଜନନୀ । ଏହି କଥାକୁ ପୁଣି ପ୍ରମାଣ ହୋଇଛି ଭାରତରେ । କରୋନା ମହାମାରୀ ଭଳି ସଂକଟ କାଳରେ ଅନେକ ସ୍ଥାନରେ ଭେଣ୍ଟିଲେଟର୍ ଅଭାବ ସମସ୍ୟା ଦେଖାଦେଇଛି ।…
ଏଠାରେ କୁକୁରଠାରୁ ଅଧିକ ଭୟଙ୍କର ହେଉଛନ୍ତି ବିଲେଇ, ଜାଣନ୍ତୁ କେଉଁଠି ଏହି ସ୍ଥାନ
ଥିରୁବନନ୍ତପୁରମ୍: କେରଳର ଲୋକମାନେ କୁକୁର ଠାରୁ ଅଧିକ ବିଲେଇକୁ ଡରନ୍ତି । କାରଣ ଗତ କିଛି ବର୍ଷ ଧରି କୁକୁର କାମୁଡିଥିବା ମାମଲା ତୁଳନାରେ ବିଲେଇ କାମୁଡିଥିବା ମାମଲା ଅଧିକ ରିପୋର୍ଟ ହୋଇଛି । ଆପଣ ମାନେ ଜାଣିଲେ…
ଆଇସିଜେ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: କୁଳଭୂଷଣ ନ୍ୟାୟ ପାଇବାର ବାଟ ଫିଟିଲା
ନୂଆଦିଲ୍ଲୀ: ଶେଷରେ ଇଣ୍ଟରନ୍ୟାସନାଲ କୋର୍ଟ (ଆଇସିଜେ)ର ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପାକିସ୍ତାନ । ପାକିସ୍ତାନର ସଂସଦ କୁଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ପ୍ରଦାନ କରିଛି । ପାକିସ୍ତାନ…
କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…
ସଚିନ ପାଇଲଟଙ୍କ ସହ ନୁହେଁ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ… ବିଜେପିରେ ସାମିଲ ନେଇ ଏମିତି କହିଲେ କଂଗ୍ରେସ ନେତା
ଜୟପୁର : ରାଜସ୍ଥାନ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟରେ ସଚିନ ପାଇଲଟ୍ ପାର୍ଟି ଛାଡିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । କିନ୍ତୁ ସେ ଦଳ ଛାଡିବେ ନାହିଁ ବୋଲି କହିଛନ୍ତି ସଚିନ । ଶୁକ୍ରବାର ନିଜ ପିତାଙ୍କ…