Browsing Category
ଦେଶ ବିଦେଶ
ରେଲୱେର ବଡ଼ କାର୍ଯ୍ୟାନୁଷ୍ଠାନ: ୧୯ ବେପରୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ନୂଆଦିଲ୍ଲୀ: ମାତ୍ର ଗୋଟିଏ ଦିନରେ ପ୍ରଥମ ଶ୍ରେଣୀର ୧୯ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ରେଲୱେ ବୋର୍ଡ । କାମର ସମୀକ୍ଷା ପରେ ଅନେକ ଅଧିକାରୀ ଅକ୍ଷମ ଥିବା ଜଣାପଡିଥିଲା ଓ ତାଙ୍କୁ ବାରମ୍ବାର ଚେତାବନୀ…
୮୦ଦିନରେ ପହଞ୍ଚିଲାଣି ରୁଷ୍-ୟୁକ୍ରେନ୍ ଯୁଦ୍ଧ, ‘ ଶୀଘ୍ର ଯୁଦ୍ଧ ଶେଷ ହେଉ ତାହା ପୁଟିନ୍ ଚାହାନ୍ତିନି’….
ୱାଶିଂଟନ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଇତିମଧ୍ୟରେ ପାଖାପାଖି ୮୦ଦିନରେ ପହଞ୍ଚିଲାଣି । କିନ୍ତୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମାର୍ ପୁଟିନ୍ ଏହାକୁ ଆହୁରି ଅଧିକ ଦିନ ଗଡ଼ାଇବାକୁ ଚାହୁଁଛନ୍ତି ଅର୍ଥାତ ଯୁଦ୍ଧ ଶୀଘ୍ର ଶେଷ…
ମେ ୧୬ରେ ଦେଖାଯିବ ଚଳିତ ବର୍ଷର ପ୍ରଥମ ସୁପର ବ୍ଲଡ ମୁନ, ଜାଣନ୍ତୁ ପୃଥିବୀ ଉପରେ ପଡିବ କି ପ୍ରଭାବ ?
ନୂଆଦିଲ୍ଳୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୧୫-୧୬ ମେ’ ରେ ହେବ । ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ୩ ଘଣ୍ଟା, ୨୭ ମିନିଟ୍ ଓ ୫୮ ସେକେଣ୍ଡ ରହିବ । ଚନ୍ଦ୍ର ଗ୍ରହଣଟି ଖୁବ୍ ଦୁର୍ଲଭ ରହିଛି, କାରଣ ଏଥର…
ପରିବା ଦୋକାନରୁ ୭୦ ହଜାର ଟଙ୍କାର ଲେମ୍ବୁ ହେଲା ଚୋରି, ବାକି ପରିବାରେ ହାତ ଲଗାଇଲେନି…
ମୋଦୀନଗର: ଦେଶରେ ବର୍ତ୍ତମାନ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି । ସେହିପରି ଲେମ୍ବୁ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି । ତେବେ ଲମ୍ବୁର ଦାମରେ କି ବୃଦ୍ଧି ହେଲା ଯେ…
ପିତାଙ୍କୁ ନିଜ ଲିଭର ଦେବାକୁ ଚାହୁଁଥିଲେ ୧୬ ବର୍ଷର ନାବାଳିକା: ପ୍ରତିବନ୍ଧକ ସାଜିଲେ ରାଜ୍ୟ ସରକାର
ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାରଙ୍କ ଏକ ସମିତି ଜଣେ ନାବାଳିକା ଉପରେ ନେଇଛନ୍ତି ବଡ ନିଷ୍ପତ୍ତି । ଅସୁସ୍ଥ ପିତାଙ୍କୁ ନିଜ ଲିଭର ଦେଇ ସୁସ୍ଥ କରିବାକୁ ଚାହୁଁଥିଲେ ଝିଅ । କିନ୍ତୁ ସରକାର ଏହାକୁ ରୋକଠୋକ ମନା କରି…
ତାଜମହଲ ଜୟପୁର ରାଜ ପରିବାରର ସଂପତ୍ତି, ଜମି କବଜା କରି ନିର୍ମାଣ କରାଯାଇଛି: ବିଜେପି ସାଂସଦ
ନୂଆଦିଲ୍ଲୀ: ଆଗ୍ରାର ତାଜମହଲକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେଏହା ଉପରେ ରାଜସ୍ଥାନର ରାଜ ପରିବାରର ପୂର୍ବତନ ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ ବଡ ବୟାନ ଦେଇଛନ୍ତି। ସେ…
ଉଡନ୍ତା ବିମାନରେ ବିଗିଡିଲା ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା: SAFE LANDING କରାଇଲେ ଯାତ୍ରୀ
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାମ ବିଚ ଇଣ୍ଟରନେସନାଲ ଏୟାରପୋର୍ଟରେ ଏକ ବିମାନର ସଫଳ ଅବତରଣକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଉଡନ୍ତା ବିମାନରେ ପାଇଲଟଙ୍କ…
ଯୋଗୀ ସରକାରଙ୍କ ବଡ ଆକ୍ସନ, ମୁକୁଲ ଗୋଏଲଙ୍କୁ ଡିଜିପି ପଦରୁ ହଟାଇଲେ
ଲକ୍ଷ୍ନୌ: ଏକ ବଡ ନିଷ୍ପତ୍ତିକ୍ରମେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମୁକୁଲ ଗୋଏଲଙ୍କୁ ହଟାଇଛନ୍ତି। ତାଙ୍କ ସ୍ଥାନରେ ଏଡିଜି ପ୍ରଶାନ୍ତ କୁମାରଙ୍କୁ ଡିଜିପି ଦାୟିତ୍ଵ…
ସାଉଦୀ ଆରବ ଦେଇ ଉଗାଣ୍ଡାରୁ ଆସୁଥିଲା ହେରୋଇନ୍, ୧୨୬ ଟ୍ରଲୀ ବ୍ୟାଗ୍ ରେ ଥିଲା ଡ୍ରଗ୍ସ
ନୁଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାର ପୋର୍ଟରୁ ୬୨ କେଜି ହେରୋଇନ୍ ଜବତ କରିଛି ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ । ଯାହାର ବଜାର ମୂଲ୍ୟ ପ୍ରାୟ ୪୩୪ କୋଟି ହେବ ବୋଲି ଆକଳନ କରାଯାଇଛି । ଆଫ୍ରିକାର…
ଦୁଇ ଦିନର ପଚରାଉଚରା ପରେ ମନେରଗା ଅର୍ଥ ହେରଫେର ମାମଲାରେ ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଗିରଫ ଇଡି
ରାଞ୍ଚି: ଝାଡ଼ଖଣ୍ଡର ଚର୍ଚ୍ଚିତ ଆଇଏଏସ ଅଫିସର ପୂଜା ସିଙ୍ଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ବୁଧବାର ସନ୍ଧ୍ୟାରେ ଝାଡ଼ଖଣ୍ଡର ଖଣି ସଚିବ ଆଇଏସ ପୂଜା ସିଙ୍ଗଲ ଏବଂ ତାଙ୍କ ସ୍ୱାମୀ ଅଭିଷେକଙ୍କୁ ଗିରଫ…