Browsing Category
ଦେଶ ବିଦେଶ
ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ଗଲାଣି ୮୯ ମୁଣ୍ଡ
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ୍ ର ଦ୍ୱିତୀୟ ଲହର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଦ୍ୱିବିଧା ହୋଇ ଠିଆ ହୋଇଛି । ଦିଲ୍ଲୀର…
ମସଜିଦରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଧର୍ମଗୁରୁ ଗିରଫ
ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ମସଜିଦରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ଜଣେ ୪୮ ବର୍ଷୀୟ ଧର୍ମଗୁରୁ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି ।…
ଜୁନ ୨ ସୁଦ୍ଧା ୬୨୪ ଡାକ୍ତରଙ୍କ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ଜୁନ ୨ ସୁଦ୍ଧା ଦେଶରେ ୬୨୪ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବା…
ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ, ଅଧ୍ୟୟନରୁ ହେଲା ଖୁଲାସା
ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ ବିଶ୍ୱ ସ୍ତରରେ କରାଯାଇଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେଲଟା ରଖାଯାଇଛି । ମେ' ୧୨ ତାରିଖରେ ଭାରତୀୟ ଭାରିଆଣ୍ଟ ବି.୧.୬୧୭କୁ ଠାବ…
ବିଗ୍-ବି ସେଆର୍ କଲେ ପତ୍ନୀ ଜୟାଙ୍କ ସହ ବିବାହ ବେଳର ଫଟୋ, ଫ୍ୟାନ୍ ଜଣାଉଛନ୍ତି ଶୁଭେଚ୍ଛା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳଚ୍ଚିତ୍ର ଜଗତର ବେତାଜ୍ ବାଦଶାହ ଓ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ପରିଚୟ ଦେବା ଆବଶ୍ୟକ ପଡ଼େନା । ଏହି ମହାନ ଅଭିନେତା ଆଜି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।…
ନୀତି ଆୟୋଗର SDG ରିପୋର୍ଟ: ଟପରେ କେରଳ, ୧୯ ସ୍ଥାନରେ ଓଡିଶା
ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର । ୨୮ଟି ରାଜ୍ୟର ତାଲିକାରେ ପ୍ରଥମ ସ୍ଥାନରେ…
ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍, ବଢିବ ମୁସଲିମ୍ ଦେଶର ମୁସ୍କିଲ
ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି ।…
ବାବା ରାମଦେବଙ୍କୁ ସମନ ଜାରି କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗଗୁରୁ ବାବା ରାମଦେବ । ଗୁରୁବାର ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରାଯାଇଛି । ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ବା ଡିଏମଏ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା…
ନକଲି ସାର୍ଟିଫିକେଟ୍ ଦେଇ ସାଂସଦଙ୍କ ବାପା ପାଇଥିଲେ ପଦୋନ୍ନତି, ପେନସନ୍ ବନ୍ଦ କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଲାଙ୍କୁ ଶିଖାଉଥିଲେ ସଂସ୍କାର । ଆଉ ଛାତ୍ରମାନଙ୍କ ଜୀବନ ଗଢ଼ିବାର ନେଇଥିଲେ ଗୁରୁ ଦାୟିତ୍ୱ । କିନ୍ତୁ ଶିକ୍ଷାକୁ ବ୍ରତ କରିମଧ୍ୟ ଭୁଲ୍ ବାଟରେ ଉପରକୁ ଉଠିବାରା ମୋହ ସେ ଛାଡ଼ି ପାରିନଥିଲେ…
ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଟିକା ପାଇଁ କେନ୍ଦ୍ର ପକ୍ଷରୁ ହେଲା ଡିଲ୍, ବୁକ୍ ହୋଇଛି ୩୦ କୋଟି ଡୋଜ୍
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ହେଲେ ଟିକାର ଅଭାବ କାରଣରୁ ଅନେକ ନାଗରିକ ବର୍ତ୍ତମାନ ଟିକା ନେଇପାରିନାହାନ୍ତି । ତେବେ ଟିକାର ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଟିକାକରଣର…