CHARIDHAM
Browsing Category

ଦେଶ ବିଦେଶ

କିଛି ଦିନ ପରେ ICSE ଓ CBSE ପରୀକ୍ଷା: ଏହି ସବୁ କ୍ୟାରିୟର ଦେଇଥାଏ ଲକ୍ଷାଧିକ ଟଙ୍କା ଆୟର ବିକଳ୍ପ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ଆଇସିଏସ୍ଇ ଓ ସିବିଏସ୍ଇ ପରୀକ୍ଷା । ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାପରେ କେଉଁଥିରେ କ୍ୟାରିୟର କରିବେ…

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆଟାକ୍: ସାମ୍ନାକୁ ଆସିଲା CCTV ଫୁଟେଜ୍, ଦେଖନ୍ତୁ Video

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଗତକାଲି ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏଥିରେ ସିଆଇଏସଏଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଶହିଦ ହୋଇଥିବା ବେଳେ ଆଟକ୍ର ସିସିଟିଭ୍ ଫୁଟେଜ୍…

ଏକ ସପ୍ତାହ ପରେ ପୁଣି ଉଜୁଡ଼ିଗଲା ଆଉ ଏକ ପରିବାର: ୨ ବର୍ଷର ଶିଶୁ ସହ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଲଗାତର ହତ୍ୟା ମାମଲା ବଢ଼ିବାରେ ଲାଗିଛି । ଗତ ୧୬ ତାରିଖରେ ପ୍ରୟାଗରାଜର ନୱାବଗଞ୍ଜରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ତେବେ ଆଜି ପୁଣି ଥରେ ପ୍ରୟାଗରାଜରେ…

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ…

ରିୟଲ୍ ଲାଇଫ୍ ‘ଏ ଥର୍ସଡେ’: ଟ୍ରାନ୍ସଫର ରୋକିବା ପାଇଁ ଛାତ୍ରୀଙ୍କୁ ବନାଇଲେ ବନ୍ଧକ

ନୂଆଦିଲ୍ଲୀ: ନିକଟରେ ଓଟିଟିରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏ ଥର୍ସଡେ’ ଆପଣଙ୍କର ମନେଥିବ । ଠିକ୍ ସେହି ଫିଲ୍ମ ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଲଖୀମପୁର ଖେରୀ ଜିଲ୍ଲାର ବେହଜାମରେ ରହିଥିବା କସ୍ତୁରବା…

ପୁଣି ଡରାଉଛି କରୋନା: ପଜିଟିଭ ରେଟ୍ ୦.୫୬%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

କୃମି ଔଷଧ ଖାଇ ୧୫୦ ସ୍କୁଲ ପିଲା ବେହୋସ, ବାହାଘର ଭୋଜି ଖାଇ ୨୪ ଅସୁସ୍ଥ

ନୂଆଦିଲ୍ଲୀ: ଅନେକ ସମୟରେ ବାହାଘର, ଉତ୍ସବ, ମେଳା ଆଦିରେ ଭୋଜି ଖାଇ ବହୁଲୋକ ଆକ୍ରାନ୍ତ ହୋଇଥାନ୍ତି । ତେବେ ବିହାରରେ ବାହାଘର ଭୋଜି ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ବରପକ୍ଷର ଅତିଥିମାନେ…

ଦୋକାନୀର ଗୋଟିଏ ଭୁଲ ଯୋଗୁଁ କୋଟିପତି ହେଲା ଗ୍ରାହକ, ମିଳିଲା ୬ କୋଟି ଟଙ୍କା

କୁହାଯାଏ ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିଯାଏ, ତାହା କେହି କହିପାରିବେ ନାହିଁ । ଆପଣ ତ ଅନେକ ଲୋକଙ୍କର କାହାଣୀ ଶୁଣିଥିବେ, ଯେଉଁମାନଙ୍କ ଭାଗ୍ୟ ରାତାରାତି ବଦଳିଥିବ । ଏହାରି ମଧ୍ୟରେ ଏକ ମଜାଦାର କାହାଣୀ ସାମ୍ନାକୁ…

ଏଣିକି ତଳ କୋର୍ଟମାନେ ଅପରାଧୀଙ୍କୁ ମନଇଚ୍ଛା ଫାଶୀଦଣ୍ଡରେ ଦଣ୍ଡିତ କରିପାରିବେନି, ସୁପ୍ରିମକୋର୍ଟ ପ୍ରସ୍ତୁତ କରିବେ ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଫାଶୀ ନାଁ ଶୁଣିଲେ ଆମ ସମସ୍ତଙ୍କର ମନରେ ଭୟରେ କମ୍ପନ ସୃଷ୍ଟି ହୋଇଥାଏ । ହତ୍ୟା ଭଳି ଭୟଙ୍କର ଅପରାଧ ପାଇଁ ଆମ ଦେଶରେ ଅନେକ ଅପରାଧୀ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ତେବେ ଫାଶୀ ଦଣ୍ଡାଦେଶକୁ ନେଇ…

ରାଜୀବ କୁମାର ଦେଲେ ଇସ୍ତଫା: ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଥିଲେ କାର୍ଯ୍ୟରତ

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏ ନେଇ ନୀତି ଆୟୋଗର ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନରୁ ଏହି ପଦରେ ରହିତିବା ରାଜୀବ କୁମାର ଏବେ ପଦରୁ ସହରି…