
Browsing Category
ଦେଶ ବିଦେଶ
ଗ୍ରାହକଙ୍କୁ ଲାଗିଲା ବିଦ୍ୟୁତ ଝଟକା: ୩ଟି ବଲବ ଜାଳି ଦେବାକୁ ପଡିଲା ୨୫ ହଜାର ବିଲ
ଚେନ୍ନାଇ: ତାମିଲନାଡୁ ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଜଣେ ଗ୍ରାହକଙ୍କୁ ୨୫ ହଜାର ଟଙ୍କାର ଏକ ବିଲ ଧରେଇ ଦେଇଛି ବିଜୁଳି ବିଭାଗ । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ତାଙ୍କ ଘରେ ମାତ୍ର ୩ ବଲବ ବ୍ୟବହାର ହୋଇଥିଲା ।…
ଦେଶରେ ହୋଇପାରେ ବିଜୁଳି ସଙ୍କଟ! କୋଇଲା ଅଭାବକୁ ନେଇ ଚିନ୍ତାରେ ଏହି ରାଜ୍ୟବାସୀ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଅନୁଭୂତ ହେଉଛି ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଗ୍ରୀଷ୍ମପ୍ରବାହ । ଦେଶରେ ଅନେକ ସ୍ଥାନରେ ଲୁ ମଧ୍ୟ ପ୍ରବାହିତ ହେଉଛି । ଫଳରେ ଦେଶକୁ ଅଧିକ ବିଜୁଳିର…
ଏଡିଆର ରିପୋର୍ଟ: ୨୦୨୦-୨୧ରେ ସାତ ନିର୍ବାଚନୀ ଟ୍ରଷ୍ଟକୁ ମିଳିଛି ୨୫୮ କୋଟି
ନିର୍ବାଚନ ସଂସ୍କାର ସଂସ୍ଥା(ଏଡିଆର)ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନୀ ଟ୍ରଷ୍ଟ ଗୁଡ଼ିକୁ ବିଭିନ୍ନ କର୍ପୋରେଟ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକରୁ ୨୫୮.୪୯ କୋଟି ଟଙ୍କା ଚାନ୍ଦା ଭାବରେ ମିଳିଛି । ଏଥିରୁ…
ଫୋନ ଫିଙ୍ଗିଲେ ହେବେ ବିଜେତା: ଜାଣନ୍ତୁ କେଉଁ ଜାଗାରେ ହୋଇଥାଏ ଏଭଳି ପ୍ରତିଯୋଗିତା
ବେଳେବେଳେ ଆମ ମାନଙ୍କ ଭିତରୁ କେହି କେହି ଫୋନରେ କଥା ହେଲା ବେଳେ ନଟୱର୍କ ସମସ୍ୟାରେ ବିରକ୍ତି ପ୍ରକାଶ କରି ହେଉ ଅଥବା ଅପରପକ୍ଷର ପ୍ରତିକ୍ରିୟାରେ ଉତକ୍ଷିପ୍ତ ହୋଇ କିମ୍ବା ଫୋନର ଯାନ୍ତ୍ରିକ ତ୍ରୁଟି କାରଣରୁ ହାତରେ…
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ଏନକାଉଣ୍ଟର
ନୂଆଦିଲ୍ଲୀ: ପୁଣି ଆତଙ୍କୀ ଆକ୍ରମଣରେ ଭାରତର ସୁରକ୍ଷାକର୍ମୀ ଆଣିଛନ୍ତି ଏକ ବଡ ସଫଳତା । ଏଥର ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ମାରି ଦେଶର ଆଉ ଏକ ଶତ୍ରୁକୁ ବିନାଶ କରିଛନ୍ତି ଭାରତୀୟ ଯବାନ । ତେବେ ଦୀର୍ଘ ଦିନର…
ଇଣ୍ଟରନେସନାଲରେ ଏବେ ବୁଲଡୋଜର ଚର୍ଚ୍ଚା: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ବି ଘାରିଲା ନିଶା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଭାରତରେ ପାଦ ରଖୁ ରଖୁ ଭାଇରାଲ ହେଉଛି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭିଡିଓ । ସାରା ଦେଶରେ ଖୁବ ଚର୍ଚ୍ଚାରେ ରହିଥିବା ବୁଲଡୋଜର ଏବେ ବୋରିସଙ୍କ ନାଁ ସହ ମଧ୍ୟ ଯୋଡି ହୋଇଛି । ଦୁଇ ଦିନିଆ ଗସ୍ତ…
କେନ୍ଦ୍ର ସରକାରଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଟାର୍ଗେଟ, ୧୩ ମାସ ପରେ ପ୍ରତ୍ୟାହାର କରିବାକୁ ପଡ଼ିଥିଲା କୃଷି ଆଇନ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି(ଆପ୍)ଅରବିନ୍ଦ କେଜ୍ରିୱାଲ ବୁଧବାର କର୍ଣ୍ଣାଟକ ଗସ୍ତରେ ଯାଇଛନ୍ତି । ବାଙ୍ଗଲୋରରେ ଏକ ଜନସଭାକୁ ସମ୍ବୋଧନ କରି ସେ କେନ୍ଦ୍ରର ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ।…
ସାଙ୍ଘାଇରେ କରୋନାର ଅସମ୍ଭାଳ ସ୍ଥିତି; ଘରୁ ଗୋଡ଼ କାଢ଼ିବା ଉପରେ ବି ପ୍ରତିବନ୍ଧକ
ନୂଆଦିଲ୍ଲୀ: ଯେଉଁ ଚୀନରୁ କରୋନାର ଉତ୍ପତ୍ତି ହୋଇଥିଲା ବର୍ତ୍ତମାନ ସେଠାରେ କରୋନାର ଅସମ୍ଭାଳ ସ୍ଥିତି ଦେଖିବାକୁ ମିଳୁଛି । ଚୀନରେ କରୋନା ଆରମ୍ଭରୁ ଦୁଇ ବର୍ଷ ମଧ୍ୟରେ ବେଶ୍ ନିୟନ୍ତ୍ରଣ ରହିଥିଲା କିନ୍ତୁ ଏବେ ସେଠାରେ…
ମଜାର-ଏ-ଶରିଫ ମସଜିଦରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୬୫ରୁ ଅଧିକ ଆହତ
ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ । ସ୍ଥାନୀୟ ମଜାର-ଏ-ଶରିଫ ମସଜିଦରେ ଏଭଳି ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଥିବା ନେଇ…
Dream-11 ବଦଳାଇଲା ଯୁବକଙ୍କ ଭାଗ୍ୟରେଖା, କଫି ସପରେ କାମ କରୁ କରୁ ବନିଗଲେ ୨ କୋଟିର ମାଲିକ
ନୂଆଦିଲ୍ଲୀ: କଥାରେ ଅଛି- ‘ଥରେ ଲଟେରୀ ଲାଗିଗଲେ ଭାଗ୍ୟ ବଦଳିଯାଏ ।’ ତେବେ ଆଜିକାଲି ଏଇଟା କିଛି ନୂଆ କଥା ନୁହେଁ, ଲଟେରୀ ଜିତି ରାତାରାତି ଅନେକ ଯୁବକ କୋଟିପତି ପାଲଟି ଯାଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକ…