CHARIDHAM
Browsing Category

ଦେଶ ବିଦେଶ

ଜଳଖିଆ ଦେବାରେ ବିଳମ୍ବ କଲା ବୋହୂ, କ୍ରୋଧରେ ଶ୍ୱଶୁର କଲା ଏମିତି…

ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ସକାଳ ଜଳଖିଆ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ନିଜ ବୋହୂଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଗୁଳି ମାରିବା ପରେ ଅଭିଯୁକ୍ତ ଶଶୁର ଫେରାର୍ ହୋଇଯାଇଛି । ପୋଲିସ ଏବେ ତାକୁ ଧରିବା ପାଇଁ…

ରାସ୍ତା ଅବରୋଧ କରିବା ପାଇଁ ନକ୍ସଲଙ୍କ ଆଇଇଡି ବସ୍ଫୋରଣ, ପୋଲ କ୍ଷତିଗ୍ରସ୍ତ  

ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାରେ ଗତକାଲି ରାତିରେ ଆଇଇଡି ବିସ୍ଫୋରଣ କରି ପୋଲକୁ ଉଡାଇବା ଚେଷ୍ଟା କରିଥିଲେ ନକ୍ସଲ । ମିଳିଥିବା ସୂଚନା ଅନୁଯାୟୀ ନକ୍ସଲମାନେ ସୁକମା ଜିଲ୍ଲାର କୋଣ୍ଟା…

ଦଶମ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବ ଟାବଲେଟ୍ ସହ ମାଗଣା ଇଣ୍ଟରନେଟ୍; ଏହି ରାଜ୍ୟର ସରକାର ନେଲେ ନିଷ୍ପତ୍ତି…

ଚଣ୍ଡୀଗଡ଼: ଆସନ୍ତା ମେ ମାସରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପଢ଼ିବା ପାଇବା ମାଗଣାରେ ଟାବଲେଟ୍ ପ୍ରଦାନ କରାଯିବ ଏହାସହ ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ମଧ୍ୟ ପ୍ରଦାନ କରାଯିବ । କିଛି ଏଭଳି ନିଷ୍ପତ୍ତି…

ଆଇପିଏଲରେ କରୋନାର ଏଣ୍ଟ୍ରୀ, ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ କରୋନା ସଂକ୍ରମିତ

ଆଇପିଏଲର ଚଳିତ ସିଜନରେ କରୋନାର ଏଣ୍ଟ୍ରୀ ହୋଇଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଠାଫ୍ ଫିଜିଓ ପେଟ୍ରିକ ଫରହାଟ୍ କରୋନାରେ ଆକ।।ନ୍ତ ହୋଇଛନ୍ତି । ଆଇପିଏଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ ଏନେଇ ସୂଚନା…

୬ ପିଲାଙ୍କୁ ଛାଡ଼ି ପ୍ରେମି ସହିତ ଫେରାର୍ ହେଲେ ମହିଳା

ନିଜର ୬ ପିଲାଙ୍କୁ ଛାଡ଼ି ପ୍ରେମୀଙ୍କ ସହିତ ଫେରାର୍ ହୋଇଯାଇଛନ୍ତି ଜଣେ ମହିଳା । ମଧ୍ୟପ୍ରଦେଶର ବିଦୀଶା ଅଞ୍ଚଳରୁ ଆସିଥିବା ଏକ ଖବର ମୁତାବକ ଜଣେ ଯୁବକଙ୍କ ପ୍ରେମରେ ମହିଳା ଜଣକ ଏପରି ପାଗଳ ହୋଇ ଗଲେ ଯେ ସେ ତାଙ୍କର…

ବିଧାନସଭା ନିର୍ବାଚନ ପୁର୍ବରୁ ସରଗରମ ଗୁଜୁରାଟ ରାଜନୀତି

ଆଗାମୀ ୫ରୁ ୬ ମାସ ମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇପାରେ । ନିର୍ବାଚନ ପୁର୍ବରୁ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଲାଣି । ଶ୍ରୀ ଖୋଡଲାଧାମ ଟ୍ରଷ୍ଟ…

ଟ୍ରକକୁ ଧକ୍କାଦେବା ପରେ କାରରେ ଲାଗିଲା ନିଆଁ, ତିନି ଜୀବନ୍ତ ଦଗ୍ଧ

ଶୁକ୍ରବାର ହରିୟାଣାର ପାନିପତଠାରେ ଏକ ଭୟାଭୟ କାର ଅଗ୍ନିକାଣ୍ଡରେ ୮ବର୍ଷର ଶିଶୁ ସମେତ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପାନିପତ ରୋହତକ ରାଜପଥ ଇସରାହନା ନିକଟରେ ଏକ ଟ୍ରକ ସହିତ ଧକ୍କା ଖାଇବା ପରେ କାରଟିରେ…

କରୋନା ଯୋଗୁଁ ଚୀନର ଶାଙ୍ଘାଇରେ ଭୟାବହ ପରିସ୍ଥିତି, କ୍ୱାରେଣ୍ଟିନରେ ସେଣ୍ଟରରେ ନାହିଁ ସ୍ଥାନ, ଲୋକଙ୍କୁ ମିଳୁନି ଖାଦ୍ୟ ସମାଗ୍ରୀ

ନୂଆଦିଲ୍ଲୀ: ଚୀନର ଆର୍ଥିକ ପେଣ୍ଠସ୍ଥଳ କୁହାଯାଉଥିବା ଶାଙ୍ଘାଇରେ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି । ଗୁରୁବାର ଏଠାରେ କରୋନାର ରେକର୍ଡ ୨୭ ହଜାର ଅଧିକ ମାମଲା ସାମ୍ନାକୁ ଆସିଛି । ଅବଶ୍ୟ, ୨୫ ହଜାର ରୁ ଅଧିକ…

ଆରଏସଏସ ହସ୍ପିଟାଲରେ କେବଳ ହିନ୍ଦୁଙ୍କ ଚିକିତ୍ସା ? ରତନ ଟାଟାଙ୍କ ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: ଏକ ରୋଚକ ଘଟଣା ବିଷୟରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ତାଙ୍କୁ ଥରୁଟିଏ ଉଦ୍ୟୋଗପତି ରତନ ଟାଟା ପ୍ରଶ୍ନ କରିଥିଲେ ଯେ, କଣ ଆରଏସଏସର ହସ୍ପିଟାଲ କେବଳ ହିନ୍ଦୁଙ୍କ ଚିକିତ୍ସା ପାଇଁ…

ମନରେ ଥିଲା ବିଷଧର ସାପ ପାଳିବାର ଅଜବ ନିଶା: ଶେଷରେ ଏମିତି ପରିଣାମକୁ ସାମନା କଲେ ଯୁବକ

ନୂଆଦିଲ୍ଲୀ: ଘରେ ପଶୁପକ୍ଷୀ ପାଳିବା ଅନେକ ଲୋକଙ୍କ ପସନ୍ଦ । ଏମିତି କି କେତେ ଲୋକ ଏହାକୁ ନିଶା ବୋଲି ମଧ୍ୟ କହିଥାନ୍ତି । କିନ୍ତୁ ବେଳେବେଳେ ଏହି ନିଶା ପାଇଁ ତାଙ୍କୁ ଏକ ବଡ ମୂଲ୍ୟ ଦେବାକୁ ପଡେ । ଯେମିତି ଘଟିଛି…