CHARIDHAM
Browsing Category

ଦେଶ ବିଦେଶ

୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ପ୍ଲୁଟୋରେ ହେଉଛି ବରଫ ଉଦଗୀରଣ

ନୂଆଦିଲ୍ଳୀ: ୧୬ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଛି ଆଶ୍ଚର୍ଯ୍ୟ କଲାଭଳି ସୂଚନା । ପ୍ଲୁଟୋ ଯାହାକୁକି ମୃତ ଗ୍ରହ ଭାବରେ ବିବେଚନା କରାଯାଉଥିଲା ସେଠାରେ ଦେଖିବାକୁ ମିଳୁଛି ବରଫ ଉଦ୍ଗୀରଣ । ଏହି ନୂତନ ଫଟୋ ସାମ୍ନାକୁ…

ସିଏମ ସାର ମୁଁ ସଙ୍ଗୀତା କହୁଛି… ମହିଳାଙ୍କ ଫୋନରେ ଯୋଗୀଙ୍କ ଆକ୍ସନ, ୨୪ ଘଣ୍ଟାରେ ମିଳିଲା ଚାକିରି

ଲକ୍ଷ୍ନୌ : ହ୍ୟାଲୋ...ମୁଁ ସଙ୍ଗୀତ ସୋଲାଙ୍କି ବୁଲନ୍ଦସହରରୁ କହୁଛି। ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ ଦୟା କରି ମୋର ସମସ୍ୟାର ସମାଧାନ କରନ୍ତୁ। ମୋତେ କାର୍ଯ୍ୟଭାର ଦେବାର କଷ୍ଟ କରନ୍ତୁ। ମୁଖ୍ୟମନ୍ତ୍ରୀ…

ଲସ୍କର ଆତଙ୍କୀଙ୍କ ସତର୍କ ସୂଚନା: ପୁଲୱାମା ଭଳି ଆଉ ଏକ ଆକ୍ରମଣ ପାଇଁ ଚାଲିଛି ଯୋଜନା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛି ଆତଙ୍କବାଦୀ ସଂଗଠନ । ଆଉ ଏକ ବଡ ଆକ୍ରମଣ ପାଇଁ ପାଗ ଭିଡୁଥିବା ନେଇ ସତର୍କ ସୂଚନା ଦେଇଛି ଲସ୍କର ଆତଙ୍କୀ । ଏଲଓସି ନିକଟରେ କିଛି ଆତଙ୍କୀ…

ଭାଙ୍ଗିବାକୁ ଯାଉଛି ଇମ୍ରାନ ଖାନଙ୍କ ସରକାର: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନାମୁଖ୍ୟ ବାଜୱା

ନୂଆଦିଲ୍ଳୀ: ପାକିସ୍ତାନରେ ରାଜନୈତିକ ସଙ୍କଟ କମିବାର ନାମ ନେଉନାହିଁ । ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ସେନାମୁଖ୍ୟ ବାଜୱା ଇମ୍ରାନ ଖାନଙ୍କୁ ଭେଟିଛନ୍ତି । ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ୍ ଏ…

ଋଷ-ୟୁକ୍ରେନ ଯୁଦ୍ଧରୁ ଭାରତର ଏହି ରାଜ୍ୟକୁ ମିଳିବ ବଡ ଫାଇଦା: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚଣ୍ଡୀଗଡ: ଋଷ-ୟୁକ୍ରେନ ମହାଯୁଦ୍ଧ ଏବେ ୩୫ ଦିନରେ ପହଞ୍ଚିଛି । ତେବେ ଏହି ଉଭୟ ରାଷ୍ଟ୍ରର ଯୁଦ୍ଧ ପାଇଁ ଅନ୍ୟ ସମସ୍ତ ଦେଶ ଚିନ୍ତାରେ ପହିଥିବା ବେଳେ ଭାରତକୁ ଏଥିରେ ଖୁବ ଲାଭ ମିଳିବାକୁ ଯାଉଛି । ଏହି ଯୁଦ୍ଧ ପାଇଁ…

ଯୁକ୍ତ ଦୁଇ ପାଶଙ୍କୁ ସରକାରୀ ଚାକିରି: ଗ୍ରାମୀଣ ବିକାଶ ବିଭାଗରେ ଖାଲି ରହିଛି ୨୬୫୯ ପଦ

ନୂଆଦିଲ୍ଲୀ: ଯୁକ୍ତ ଦୁଇ ପାଶଙ୍କ ପାଇଁ ଖୁସି ଖବର । ଡିଜିଟାଲ ଶିକ୍ଷା ଏବଂ ରୋଜଗାର ବିକାଶ ସଂସ୍ଥାନ ପକ୍ଷରୁ ଏହି ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁଦାୟ ୨୬୫୯ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ…

IRCTC ଲଞ୍ଚ କଲା ସ୍ୱଦେଶ ଦର୍ଶନ ସ୍ପେଶାଲ ପ୍ୟାକେଜ୍: କାଶୀ, ଅଯୋଧ୍ୟା, ପୁରୀ, କୋଣାର୍କ ଭ୍ରମଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ବୁକିଂ

ନୂଆଦିଲ୍ଲୀ: ଯଦି ତୀର୍ଥକ୍ଷେତ୍ର ବୁଲିବାର ଆପଣମାନଙ୍କର ଇଚ୍ଛା ଥାଏ, ତେବେ ତାହା ଏବେ ସହଜରେ ପୂରଣ ହୋଇପାରିବ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏଥିପାଇଁ ସ୍ୱଦେଶ…

ସଡ଼କ ଦୁର୍ଘଟଣାରେ ଶିକାର ବ୍ୟକ୍ତିର ମାନସିକ, ଶାରୀରିକ କ୍ଷତିର ଗଣନା ଟଙ୍କା ସହ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିର ମାନସିକ ଓ ଶାରୀରିକ କ୍ଷତିର ଗଣନା ଟଙ୍କା ସହ କରାଯାଇପାରିବ ନାହିଁ ବୋଲି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି । କିନ୍ତୁ କ୍ଷତିପୂରଣ ଦେବା ବ୍ୟତୀତ ଅନ୍ୟ କୌଣସି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ, ସିସିଟିଭି କ୍ୟାମେରା ଓ ସୁରକ୍ଷା ବାରିକେଡ୍ ଭାଙ୍ଗିଲା: ସିସୋଦିଆ କହିଲେ ବିଜେପି…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ବାସଭବନ ଉପରେ କିଛି ବିଜେପି କର୍ମୀ ଆଜି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ମୁଖ୍ୟମନ୍ତ୍ରୀଙ୍କର ବାସଭବନରେ ଲାଗିଥିବା ସିସିଟିଭି କ୍ୟାମେରା ଓ ସୁରକ୍ଷା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ASI DGଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଏସଆଇ ଡିଜିଙ୍କୁ ଭେଟିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ କିଛିଦିନ…