CHARIDHAM
Browsing Category

ଦେଶ ବିଦେଶ

ଖୋଲିଲା ୧୧ ବର୍ଷ ତଳର ପୁରୁଣା ଫାଇଲ୍: ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୧୧ ବର୍ଷ ତଳରେ ଏକ ମାରପିଟ୍ ମାମଲାର ଶୁଣାଣି କରିଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ…

ଆସନ୍ତା ସୋମ ଓ ମଙ୍ଗଳବାର ସମଗ୍ର ଦେଶରେ ଧର୍ମଘଟ: ଲଗାତର ୪ ଦିନ Bank ବନ୍ଦ ରହିବା କାରଣରୁ ATMରେ ହୋଇପାରେ କ୍ୟାଶର ଅଭାବ

ନୂଆଦିଲ୍ଲୀ: ବ୍ୟାଙ୍କର ଘରୋଇକରଣ ଓ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ ୨୦୨୧ର ବିରୋଧ କରି ଦୁଇଦିନିଆର ହରତାଲ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ହରତାଲ ଆସନ୍ତା ୨୮ ଓ ୨୯ ତାରିଖରେ କରାଯିବ । ଏହା ଫଳରେ ବ୍ୟାଙ୍କିଂ ସେବା…

ଆଜି ପୁଣି ବଢ଼ିଲା ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଭାରତୀୟ ତୈଳ କମ୍ପାନୀମାନେ ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ ପଇସା…

ଦେଶବିରୋଧୀ ଶିକ୍ଷା ଦେଉଛି ମଦ୍ରାସା: ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଦେଶରେ ରହିଥିବା ମଦ୍ରାସା ଗୁଡିକରେ ଦେଶ ବିରୋଧୀ ଶିକ୍ଷା ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟ । ଏହା ସହିତ ରାଜ୍ୟରେ ଥିବା ମଦ୍ରାସା ଗୁଡିକୁ ବନ୍ଦ କରିବା…

ଦିଲ୍ଲୀ ବଜେଟ୍ ୨୦୨୨: ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ନେଇ ଆପ୍ ସରକାରର ଲକ୍ଷ୍ୟ

ଦିଲ୍ଲୀ ସରକାର ୨୦୨୨-୨୩ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ଦିଲ୍ଲୀରେ ଆପ୍ ସରକାର ନିଯୁକ୍ତି, ସ୍ୱାସ୍ଥ୍ୟ, ନାଇଟ ଲାଇଫ୍, ମାର୍କେଟ, ଗ୍ରୀନ ଏନର୍ଜୀ, ରିଟେଲ ସେକ୍ଟର ଉପରେ ଗୁରୁତ୍ୱ ଦେଇଛନ୍ତି । ୭୫,୮୦୦…

ସଙ୍କଟରେ ପାକ ପ୍ରଧାନମନ୍ତ୍ରୀ: ଏହି ତାରିଖରେ ଅନାସ୍ଥା ପ୍ରସ୍ତାବ ଦାଖଲ ନେଇ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ନିକଟରେ ଭାରତର ସମର୍ଥନରେ ବୟାନ ଦେଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି । ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଼ଏନେଇ ସୂଚନା ଦେଇଛନ୍ତି…

ବଢ଼ିଲା PMGKAY ଅବଧି: ୮୦ କୋଟି ଲୋକଙ୍କୁ ସେପ୍ଟେମ୍ବର ଯାଏଁ ମିଳିବ ୫ କେଜିର ମାଗଣା ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ୍ ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ…

ରଖେ ହରି ମାରେ କିଏ: ୧୫ ସେକେଣ୍ଡରେ ମୃତ୍ୟୁକୁ ଦୁଇଥର ଚକମା ଦେଲା ୮ ବର୍ଷର ବାଳକ[Video]

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏମିତି ଏକ ଭିଡିଓ ଯାହା ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରିଯିବ । ସାଇକେଲ ଚଳାଉଥିବା ଜଣେ ୮ ବର୍ଷର ବାଳକ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଏହି ଭିଡିଓ ବର୍ତ୍ତମାନ…

ସମୁଦ୍ରକୁ ଓହ୍ଲାଇଲା ଋଷର ନ୍ୟୁକ୍ଲିୟର ବୁଡ଼ାଜାହାଜ, ପରମାଣୁ ଯୁଦ୍ଧ ନେଇ ବଢ଼ିଲା ବିପଦ!

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଏକମାସ ପୂରିଛି । ଏବେବି ଆକ୍ରମଣ ଜାରି ରହିଛି । ଆକ୍ରମଣ ବନ୍ଦ ହେବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପରମାଣୁ ବଳକୁ ଆଲର୍ଟ ରହିବାକୁ କହିବାର କିଛି…

ଦରବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ କଂଗ୍ରେସର ମୋର୍ଚ୍ଚା, ୩୧ ମାର୍ଚ୍ଚରୁ ଆରମ୍ଭ ହେବ ମହଙ୍ଗା ମୁକ୍ତ ଭାରତ ଅଭିଯାନ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟକୁ ସାମ୍ନା କରୁଥିବା କଂଗ୍ରେସ ଦଳ ଏବେ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ଜନମାନସକୁ ଫେରିବାକୁ ଚାହୁଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ୩୧…