CHARIDHAM
Browsing Category

ଦେଶ ବିଦେଶ

୧୩ ବର୍ଷ ଧରି ବଙ୍କା ହୋଇ ରହିଥିଲା ବେକ, ୨୫ ଲକ୍ଷ ଟଙ୍କାରେ ମିଳିଲା ଜୀବନଦାନ!

ବିଶ୍ୱରେ ଯେତିକି ଲୋକ ଅଛନ୍ତି, ତାଙ୍କ ସହ ଜଡ଼ିତ ସମସ୍ୟା ମଧ୍ୟ ସେତିକି ରହିଛି । କାହାର ସମସ୍ୟା ସାଧାରଣ ତ’ କାହାର ସମସ୍ୟା ବିଷୟରେ ଜାଣିଲେ କେହିବି ଆବାକ୍ ହୋଇଯିବ । ବର୍ତ୍ତମାନ ଏହିଭଳି ଜଣେ ପାକିସ୍ତାନୀ ଝିଅର…

ଅମରିନ୍ଦରଙ୍କ ଭୁଲକୁ ନଜର ଅନ୍ଦାଜ କରିବା ମୋର ସବୁଠୁ ବଡ ଭୁଲ୍: CWC ମିଟରେ ବିଷ ଓଗାଳିଲେ ସୋନିଆ

ନୂଆଦିଲ୍ଳୀ: ନିକଟରେ ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ପାଞ୍ଚଟି ରାଜ୍ୟରେ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଦୟନୀୟ ରହିଥିଲା । ଏପରିକି ପଞ୍ଜାବ ଯେଉଁଠି କଂଗ୍ରେସ କ୍ଷମତାସୀନ ଥିଲା ସେଠାରେ ଦଳ ଅତ୍ୟନ୍ତ…

ଟାଟା ସନ୍ସର ମୁଖ୍ୟ ହେଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ

ନୂଆଦିଲ୍ଳୀ: ଟାଟା ସନ୍ସର ମୁଖ୍ୟ ଏନ ଚନ୍ଦ୍ରଶେଖରନଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବରେ ନିୟୋଜିତ କରାଯାଇଛି । ସୋମବାର ଏନେଇ ଟାଟା ଗ୍ରୁପ୍ ତରଫରୁ ଘୋଷଣା କରାଯାଇଛି । ଅବଶ୍ୟ ଏବେବି କମ୍ପାନୀର ସିଇଓ ପଦବୀ ଖାଲି…

ଆୱାର୍ଡ ଶୋ ମଝିରେ ପୁତିନଙ୍କୁ ମଝି ଆଙ୍ଗୁଠି ଦେଖାଇଲେ ଆଙ୍କର: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ଆୱାର୍ଡ ଶୋ ମଝିରେ ଋଷିଆ ରାଷ୍ଟ୍ରପତିଙ୍କୁ ମଝି ଆଙ୍ଗୁଠି ଦେଖାଇଲେ ଆଙ୍କର । ହଲିଉଡ୍ ଅଭିନେତ୍ରୀ ରିବେଲ ୱିଲସନ୍ ବାଫ୍ଟାରେ ଆଙ୍କରିଂ କରୁଥିବା ସମୟରେ ଏଭଳି କିଛି କାରନାମା କରିଛନ୍ତି । ରିବେଲ ବା…

ହେବ କି ସମସ୍ୟାର ସମାଧାନ?: ଋଷ-ୟୁକ୍ରେନ ମହା ଲଢେଇରେ ମଧ୍ୟସ୍ଥି କରିବ ଇସ୍ରାଏଲ, ବଢୁଛି ଆଶା

ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ହସ୍ତକ୍ଷେପ କରିବାକୁ ଯାଉଛି ଇସ୍ରାଏଲ । ଏ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରତି ଜେକ୍ନସ୍କି ପ୍ରଶାସନର ପ୍ରମୁଖ ଏଣ୍ଡ୍ରି ୟରମକ । ଇସ୍ରାଏଲର ଏହି ମଧ୍ୟସ୍ଥତାରେ କିଛି ସୁଫଳ ମିଳିବ…

ଅଚାନକ ହସ୍ପିଟାଲରେ ପହଞ୍ଚିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଗତ ୧୯ ଦିନରୁ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରଖିଛି ଋଷ ସେନା । ଅନେକ ସୈନ୍ୟଙ୍କ ସହ ସାଧାରଣ ଳୋମାନେ ମଧ୍ୟ ଏହି ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇ ସାରିଲେଣି । କିନ୍ତୁ ଯୁଦ୍ଧ ସମୟରେ ନିଜ ସୈନିକମାନଙ୍କ ମନୋବଳ…

ମଣିଷର ଆବଶ୍ୟକତାରେ ଆସୁନି ୨୦ ହଜାର ପ୍ରଜାତିର ଗଛ: ପୃଥିବୀ ପୃଷ୍ଠରୁ ହୋଇଯିବ ନିଶ୍ଚିହ୍ନ

ନୂଆଦିଲ୍ଲୀ: ମଣିଷ ପାଇଁ ପୃଥିବୀରେ ବିଭିନ୍ନ ପରିବର୍ତ୍ତନ ଘଟିଥାଏ । ପୃଥିବୀକୁ ମଣିଷ ନିଜର ଆବଶ୍ୟକତା ଅନୁସାରେ ପୃଥିବୀରେ ପରିବର୍ତ୍ତନ କରାଇଥାଏ । ଏହି କାରଣରୁ ପୃଥିବୀରୁ କିଛି ପ୍ରଜାତିର ଗଛ ସମ୍ପୂର୍ଣ୍ଣ ଭାବରେ…

ଆହୁରି ଭୟାନକ ହେବ ଋଷ-ୟୁକ୍ରେନ ଯୁଦ୍ଧ: ପୁତିନଙ୍କ ରାଗକୁ ଦେଖି ଦାବି କଲେ ଉଓଇ ଅଧିକାରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଦିନକୁ ଦିନ ଭୟାନକ ହେଉଛି ଯୁଦ୍ଧ । ଏ ନେଇ ଆମେରିକାର ଇଣ୍ଟେଲିଜେନ୍ସି ଏଜେନ୍ସ ଆଶଙ୍କା ଜାହିର କରିଛନ୍ତି । ୟୁକ୍ରେନ ଉପରେ ଖୁବ କମ ସମୟରେ କବଜା କରିବାକୁ ଚାହୁଁଥିଲେ ରାଷ୍ଟ୍ରପତି…

ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପରେ ପୁଣି ଅଲଗା ହେଲେ ଏଲନ୍ ମସ୍କ ଓ ଗ୍ରିମ୍ସ

ନୂଆଦିଲ୍ଲୀ: ୩ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଅଲଗା ହେଲେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ଗ୍ରିମ୍ସ । ନିକଟରେ ଏହି କପଲ୍ ସରୋଗେସୀ ଜରିଆରେ ନିଜର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ । ମଙ୍ଗଳବାର ଦିନ ଗ୍ରିମ୍ସ…

୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା, ଏଇ ତାରିଖରୁ ଆରମ୍ଭ ହେବ ବୋଲି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ସମଗ୍ର ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…