
Browsing Category
ଦେଶ ବିଦେଶ
NSEର ପୂର୍ବତନ CEO ଚିତ୍ରା ରାମକୃଷ୍ଣ ଗିରଫ
ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକୃଷ୍ଣ ଗିରଫ ହୋଇଛନ୍ତି । ଚିତ୍ରାଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)…
ୟୁକ୍ରେନ ଉପରେ ହମଲା ଜାରି, ଘର ଉପରେ ପଡ଼ିଲା ୫୦୦ କିଲୋର ବିଶାଳକାୟ ବମ୍; ଦେଖନ୍ତୁ ଫଟୋ
କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ…
ୟୁକ୍ରେନରୁ କୁକୁର-ବିଲେଇକୁ ଆଣିବାକୁ ଧରପଗଡ଼, ୪ଟି ଫ୍ଲାଇଟ୍ ସହିତ ଲଗେଜ୍ ବି ଛାଡ଼ିଦେଲେ ଯୁବତୀ
ଚେନ୍ନାଇ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତ ସରକାର ସେଠାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । ଏହି କ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ…
ଜାଲରେ ପଡ଼ିଲା ଜଳପରୀର ମୃତଦେହ, ମାଂସ ଖାଇଲେ ହୋଇଯିବେ ଅମର; ଦେଖନ୍ତୁ ଭିଡିଓ
ଓଡ଼ିଶା ଭାସ୍କର ବ୍ୟୁରୋ: ଜାଲରେ ପଡ଼ିଲା ବିରଳ ଜଳପରୀର ମୃତଦେହ । ଯଦି ଆପଣ କେବେ ଜଳପରୀର ମୃତଦେହ ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ ଦେଖିପାରିବେ । କୁହାଯାଉଛି ଏହି ଜଳପରୀର ମାଂସ ଖାଇଲେ କୁଆଡେ ଅମର ହୋଇଯିବେ ।…
ଋଷର ଆର୍ଥିକ ବ୍ୟବସ୍ଥାକୁ ବଡ ଝଟକା, ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ରବିବାରକୁ ୧୧ ଦିନରେ ପହଂଚିଛି । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ…
ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ: ଜେଲେନସ୍କିଙ୍କ ପାଇଁ ଏହି ସର୍ତ୍ତ ରଖିଲେ ପୁତିନ
ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ନିଜ ଜିଦରେ ଅଟଳ ରହିବା ପାଇଁ ସେ ଆଭାସ ଦେଇଛନ୍ତି । ଏହି ରକ୍ତର ହୋଲି ବନ୍ଦ କରିବାକୁ ୟୁକ୍ରେନକୁ ଦେଇଛନ୍ତି…
ଯୁଦ୍ଧ ଭିତରେ ଋଷ-ଫ୍ରାନ୍ସ ଆଲୋଚନା: ଏହି ପ୍ରସଙ୍ଗରେ ଦେଢ ଘଣ୍ଟାରୁ ଅଧିକ ସମୟ କଥା ହେଲେ ପୁତିନ-ମାକ୍ରନ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଲାଗି ରହିଛି ମହାଯୁଦ୍ଧ । ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଆକ୍ରମଣ କରି ଦେଶକୁ ନିଜ ଅକ୍ତିଆରରେ କରିବାକୁ ଚାହୁଁଛି ଋଷ । ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ଲାଗି…
ଋଷ ଯବାନଙ୍କୁ ଟ୍ରାକ୍ କରୁଛି ଡେଟିଂ ଆପ୍: ବ୍ରିଟିଶ ଇଣ୍ଟେଲିଜେନ୍ସର ଚମକାଇଦେବା ଭଳି ସୂଚନା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଳୀ: ଋଷ ୟୁକ୍ରେନ ଯୁଦ୍ଧ ବିଭୀଷିକା ଜାରି ରହିଛି । ସମୟ ବଢିବା ସହ ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ଆସିଛି । ବ୍ରିଟେନ ଋଷ ସୈନିକଙ୍କୁ ଟ୍ରାକ କରିବା ପାଇଁ ନୂଆ ତରିକା…
ଯୁଦ୍ଧକୁ ନେଇ IMFର ସତର୍କବାଣୀ: ସାରା ବିଶ୍ୱରେ ଏମିତି ପ୍ରଭାବ ପକାଇବ ଋଷ-ୟୁକ୍ରେନର ତିକ୍ତତା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କମିବାରେ ଲାଗିଛି ଶେୟର ବଜାର । ଭାରତରେ ମଧ୍ୟ ଅନେକ ପଦାର୍ଥର ଦର ବଢିବା ଆରମ୍ଭ ହେଲାଣି । ତେବେ ଏହି ସମୟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ତରଫରୁ କରାଯାଇଛି ଏକ ସତର୍କବାଣୀ…
ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ୧୧,୪୦୦ କୋଟି
ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁଣେରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ନରେନ୍ଦ୍ର…