Browsing Category
ଦେଶ ବିଦେଶ
ବିରଳ ମହାଜାଗତିକ ଦୃଶ୍ୟ: ମାଧ୍ୟାକର୍ଷଣ ପ୍ରଭାବରେ ମିଶିଗଲେ ୩ଟି ଆକାଶ ଗଙ୍ଗା
ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ୩ଟି ଆକାଶ ଗଙ୍ଗା । ଏହି ୩ ଆକାଶ ଗଙ୍ଗା ବା ଗାଲାକ୍ସିର ମିଳନର ବିରଳ ମହାଜାଗତିକ ଦୃଶ୍ୟ କଏଦ ହୋଇଯାଇଛି ନାସାର ହବଲ ଟେଲିସ୍କୋପରେ । ଏକ ତାରା ଆକୃତିର ଦେଖାଯାଉଥିବା ଏହି ଦୃଶ୍ୟଟି…
ଗୋଟିଏ ପଟେ ବିଶ୍ୱ ଅନ୍ୟପଟେ ଏକାକୀ ରୁଷ୍: ଆମେରିକାକୁ ପଛକୁ ହଟାଇବା ଯୋଜନାରେ ରହିଛି କି ରୁଷ୍
ନୂଆଦିଲ୍ଲୀ: ବେଳକୁ ବେଳ ୟୁକ୍ରେନ ଓ ରୁଷକୁ ନେଇ ବିଶ୍ୱରେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ଦୁଇଟି ଅଲଗା ଦେଶର ମାନ୍ୟତା ପ୍ରଦାନ କରିବା ଏହି ମାମଲାକୁ ଆହୁରି ବଢ଼ାଇ…
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜିଅନ୍ତା ଜଳି ୭ ମୃତ, ୧୦ ଗୁରୁତର
ଉନା: ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ବଡ଼ ବିସ୍ଫୋରଣ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଉନା ଜିଲ୍ଲାରର ତାହଲିୱାଲ ସ୍ଥିତ ଗୋଦାମରେ ହୋଇଥିବା ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ,…
ନୀତିଶ କୁମାର ହୋଇପାରନ୍ତି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଏହାର ଫଳଫଳ ଉପରେ ରହିଛି ସମସ୍ତଙ୍କ ରାଜନୈତିକ ଦଳମାନଙ୍କର ନଜର । ତେବେ ଇତିମଧ୍ୟରେ ପୁଣି ଥରେ ବିପକ୍ଷ ମହାମେଣ୍ଟ ପାଇଁ ପ୍ରସ୍ତୁତି…
ୟୁକ୍ରେନରୁ ଫେରିବେ ଭାରତୀୟ, ୧୦ଟା ୧୫ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବିମାନ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟଙ୍କ ଫେରାଇ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆ ବିମାନ । ସକାଳ ୭ଟା ୪୦ରେ କିଭ ଅଭିମୁଖେ ଯାତ୍ରା…
କ୍ରୋଧରେ ଥିଲା ଷଣ୍ଢ, ହଠାତ୍ ଏହି ସମୟରେ ଚାଲିଆସିଲା ଜଣେ ସାଇକେଲ୍ ଆରୋହୀ, ଏହାପରେ କ’ଣ କଲା ମହାଦେବ ବାହାନ, See Video
ନୂଆଦିଲ୍ଲୀ: ଯଦି ଗୋଟିଏ ଷଣ୍ଢ କ୍ରୋଧରେ ଥିବ, ଏହି ସମୟରେ ଆପଣ ତା’ ପାଖକୁ ଯିବେ, ସେ କ’ଣ କରିବ ଆପଣ ଭଲ ଭାବରେ ଜାଣନ୍ତି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ…
ହୋଲି ପୂର୍ବରୁ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ; ଜାଣନ୍ତୁ କେତେ ଟଙ୍କା କମିବ
ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଖାସ୍ କରି କୋଭିଡ୍ ମହାମାରୀ କାରଣରୁ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ବଢ଼ିଛି । ଏହା ଭିତରେ ମାର୍ଚ୍ଚ ମାସରେ ଗ୍ରାହକଙ୍କୁ ଆଶ୍ୱସ୍ତି…
ଚଳିତ ଥର ପଞ୍ଜାବରେ ୮ ପ୍ରତିଶତ କମ୍ ମତଦାନ: ବିଗିଡ଼ିବ ସମସ୍ତ ରାଜନୈତିକ ଦଳ ପୂର୍ବ ଗଣିତ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭାର ୧୧୭ଟି ସିଟ ପାଇଁ ମତଦାନ ସମାପ୍ତ ହୋଇଛି । ତେବେ ଆସନ୍ତା ୧୦ ତାରିଖର ଫଳାଫଳ ନିର୍ଦ୍ଧାରଣ କରିବ ସମସ୍ତ ରାଜନୈତିକ ଦଳମାନଙ୍କର ଭାଗ୍ୟ । ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନ ଅପେକ୍ଷା…
ୟୁକ୍ରେନ ସଙ୍କଟ: ସଂଯୁକ୍ତ ସୁରକ୍ଷା ପରିଷଦ ଡାକିଲେ ଜରୁରୀକାଳୀନ ବୈଠକ, ଋଷର ନିଷ୍ପତ୍ତିରେ ଭାରତ ବି ରଖିବ ନିଜ ମତ
ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କର ପୂର୍ବ ୟୁକ୍ରେନର ଦୁଇ ସହର ଡୋନେତସ୍କ ଏବଂ ଲୁହାସ୍କକୁ ସ୍ୱତନ୍ତ୍ର ଅଞ୍ଚଳ ଘୋଷିତ କରିବା ନିଷ୍ପତ୍ତିକୁ ୟୁଏନ୍ ମହାସଚିବ ଏଣ୍ଟୋନିଆ ଗୁତେରସ୍ ସଂଯୁକ୍ତ ରାଷ୍ଟ୍ର ଚାର୍ଟର୍ ର…
ଚୀନର ଜାଲରେ ଛନ୍ଦି ହେଲା ଶ୍ରୀଲଙ୍କା: ଦେଶରେ ନାହିଁ ପଟ୍ରୋଲ, ପାଖରେ ନାହିଁ ପଇସା
ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଦୁର୍ଦ୍ଦଶା କଥା ନ କହିବା ଭଲ । ଏକଦା ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ଆଜି ମିଳୁନାହିଁ ଇନ୍ଧନ । ବିଦେଶରୁ ମାଲ ଆଣିବା ପାଇଁ ସରକାରଙ୍କ ହାତରେ ପର୍ଯ୍ୟାପ୍ତ…