
Browsing Category
ଦେଶ ବିଦେଶ
ନିର୍ବାଚନ ଏମିତି ଚାଲିଥିବ, ତଥାପି ସଂସଦର ଗରିମା ରଖିବାକୁ ପଡିବ, ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧୀଙ୍କୁ ସନ୍ଦେଶ
ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରାଯାଉଛି। ଏହା ପରେ ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ…
ୟୁ-ଟ୍ୟୁବ୍ ଷ୍ଟାର୍ କରିବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ
ଯୋଧପୁର: ଜଣେ ନାବାଳିକାଙ୍କୁ ୟୁଟ୍ୟୁବ୍ ଷ୍ଟାର୍ କରିବା ଆଳରେ ଦୁଷ୍କର୍ମ କରାଯାଇଥିବା ଖବର ସାମନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ଯୋଧପୁର ଠାରେ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ରିମାଣ୍ଡରେ…
ଟେଲିକମ୍ କମ୍ପାନୀ ଗୁଡ଼ିକୁ କେନ୍ଦ୍ରର ଆଦେଶ, ଅନ୍ତର୍ଜାତୀୟ କଲ୍ ଓ ମେସେଜକୁ ୨ ବର୍ଷ ଯାଏଁ ସଂଗୃହିତ କରି ରଖିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଇଣ୍ଡରନେଟ୍ ଜରିଆରେ ବିଦେଶରୁ ଆସୁଥିବା କଲ୍, ସାଟେଲାଇନ୍ ଫୋନ୍ କଲ୍, କନଫରେନ୍ସ କଲ୍ ଏବଂ ମେସେଜ୍ ଗୁଡ଼ିକୁ ଅନ୍ତତଃପକ୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ସଂଗୃହିତ କରି ରଖିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ…
ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭ, ଜାଣନ୍ତୁ ଏହା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ…
ଛୁଆ ଜନ୍ମ କଲେ କମ୍ପାନୀ ଦେଉଛି ୧୧.୫୦ ଲକ୍ଷର ବୋନସ୍, ବର୍ଷ ସାରା ଛୁଟି; ଜାଣନ୍ତୁ କେଉଁଠି
ବେଜିଂ: ଗତବର୍ଷ ଅଗଷ୍ଟ ମାସରେ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ପ୍ରଣୟନ ହେବା ପରେ ଚାଇନାରେ ୨୦ ରୁ ଅଧିକ ପ୍ରାଦେଶିକ ସ୍ତରୀୟ କ୍ଷେତ୍ରରେ ଶିଶୁ ଜନ୍ମ ନିୟମ ସହ ଜଡ଼ିତ ନିୟମରେ ସଂଶୋଧନ ଅଣାଯାଇଛି । ଟାଇମ୍ସ ଅଫ୍…
ଦିନକରେ ଦେଶରୁ ବାହାରିଲେ ୨.୦୯ ଲକ୍ଷ କୋଭିଡ୍ ପଜିଟିଭ୍, ୯୫୯ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ଦିନକରେ ୨ ଲକ୍ଷ ୦୯ ହଜାର ୯୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୩୧,୨୬୮ ହୋଇଯାଇଛି…
WHO ମାନଚିତ୍ରରେ ପାକିସ୍ତାନ ଓ ଚୀନର ଅଂଶ ଭାବରେ ନଜର ଆସିଲା ଜମ୍ମୁ-କାଶ୍ମୀର, ଟିଏମସି ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ: ତୃଣମୁଳ କଂଗ୍ରେସ ସାଂସଦ ଡା. ଶାନ୍ତନୁ ସେନ୍ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କୁ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଭାରତର ଭୂଲ ମାନଚିତ୍ର ପ୍ରଦର୍ଶନ କରିଛି ।…
ଫୁଟପାଥ୍ ଉପରେ ଦ୍ରୁତ ଗତିରେ ପଶିଗଲା କାର୍, ୪ ମହିଳା ମୃତ; ନାବାଳକ ଡ୍ରାଇଭର୍ ଗିରଫ
ହାଇଦ୍ରାବାଦ୍: ଫୁଟପାଥ୍ ରେ ବସିଥିବା ଲୋକଙ୍କ ଉପରେ କାର୍ ଚଢ଼ିବା ମାମଲା ପୂର୍ବରୁ ମଧ୍ୟ ସ୍ୱବ୍ଧ କରିଥିଲା । ହେଲେ ଏବେ ସେହିଭଳି ଏକ ମାମଲା ସାମନାକୁ ଆସିଛି । ତେଲେଙ୍ଗାନାର କରୀମନଗରରେ ରବିବାର ଦିନ ସକାଳ ସମୟରେ…
ହୋଟେଲର ୬ ମହଲାରୁ ଡେଇଁଲେ ମଡେଲ୍, କହିଲେ- ‘ବାପା ଜୀବନ ଶେଷ କରିବାକୁ ଯାଉଛି’
ଯୋଧପୁର: ଶନିବାର ଦିନ ରାତିରେ ଜଣେ ମଡେଲ୍ ହୋଟେଲର ୬ ମହଲାରୁ ଡେଇଁ ନିଜ ଜୀବନ ହାରିଦେଇଛନ୍ତି । ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ଆତ୍ମହତ୍ୟା…
୮୦ ନିୟୁତ ଡଲାର୍ କ୍ରିପ୍ଟୋକରେନ୍ସି ଚୋରି କଲେ ହ୍ୟାକର, ଫେରାଇବାକୁ ଅନୁରୋଧ କରିବା ସହ ପୁରସ୍କାର ଘୋଷଣା କଲା କମ୍ପାନୀ
ନୂଆଦିଲ୍ଲୀ: ଦିନକୁ ଦିନ ହ୍ୟାକର ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ହ୍ୟାକରମାନେ କ୍ରିପ୍ଟୋକରେନ୍ସିକୁ ଟାର୍ଗେଟ କରୁଛନ୍ତି । ତେବେ କ୍ୟୁବିଟ୍ ଫାଇନାନ୍ସ ନାମକ ଏକ ଡିସେଣ୍ଟ୍ରାଲାଇଜଡ୍…