
Browsing Category
ଦେଶ ବିଦେଶ
ଚଳିତ ବଜେଟ୍ ହେବ ସ୍ପେଶାଲ: ଅର୍ଥମନ୍ତ୍ରୀଙ୍କ ଭାଷଣରେ ଶୁଣିବାକୁ A, B, C, D…..Y, Z ଆଦି ଶବ୍ଦ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଚତୁର୍ଥ ବଜେଟ୍ ଆଗତ କରିବେ । ତେବ ଚଳିତ ବଜେଟ୍ ନିଶ୍ଚିତ ଭାବେ ଖାସ୍ ରହିବ । କାରଣ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ A, B, C,…
Budget 2022: ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଅଜଣା କଥା ବିଷୟରେ
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ଫେବୃଆରୀ ୧ରେ ନିଜର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ। ତାମିଲନାଡୁର ମଦୁରାଇରୁ ଆସିଥିବା ନିର୍ମଳା ବିଜେପି ମୁଖପାତ୍ରରୁ ନେଇ ଅର୍ଥ ମନ୍ତ୍ରୀ ହେବା ପର୍ଯ୍ୟନ୍ତ…
ୟୁପି ନିର୍ବାଚନ: ଅଖିଳେଶ ଯାଦବଙ୍କ ଯୋଗୀଙ୍କୁ ଟାର୍ଗେଟ, କହିଲେ ନିର୍ବାଚନରେ ବିଜେପି ଲିଷ୍ଟରେ ୯୯ କ୍ରିମିନାଲ ! ଶତକରୁ ୧ କମ୍
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ଜାରି ରହିଛିନ୍ତି ରାଜନେତାଙ୍କ ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ ରବିବାର ଏକ ଟ୍ୱିଟ କରି ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ।…
କୁକୁଡ଼ା ଫାର୍ମରେ ଲାଗିଲା ନିଆଁ, ୨୫୦୦ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: କୁକୁଡା ଫାର୍ମ ନିଆଁ ଲାଗିବା ଫଳରେ ସେଠାରେ ଥିବା ୨୫୦୦ରୁ ଅଧିକ କୁକୁଡା ଜଳିଯାଇଛନ୍ତି । ଶନିବାର ଦିନ ଏହି ଘଟଣା କେରଳର ଭାଜିକାଦଭୁ ଠାରେ ଘଟିଛି । ନିଆଁ ଲାଗିବା ଫଳରେ ଏକାବେଳକେ ୨୫୦୦ଟି କୁକୁଡା ପୋଡ଼ି…
ଗୋଡସେ ପ୍ରକୃତ ହିନ୍ଦୁତ୍ଵବାଦୀ ହୋଇଥିଲେ ଗାନ୍ଧୀଙ୍କୁ ନୁହେଁ ଜିନ୍ନାଙ୍କୁ ଗୁଳି କରିଥାନ୍ତା: ସଞ୍ଜୟ ରାଉତ
ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ଵିଟ୍ ରାଜନୀତିକୁ ପୁଣି ଥରେ ସରଗରମ କରିଛି। ଜଣେ ହିନ୍ଦୁତ୍ଵବାଦୀ ଗାନ୍ଧୀ ଜୀଙ୍କୁ ଗୁଳି କରିଥିଲେ, ରାହୁଲଙ୍କ…
‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ଅନସଙ୍ଗ ହିରୋଙ୍କର ଦେଲେ ଉଦାହରଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୮୫ ତମ ତଥା ୨୦୨୨ର ପ୍ରଥମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିଛନ୍ତି । ରବିବାର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଦେଶକୁ ଉଦବୋଧନ…
ପାର୍ଲରରେ ଜଣେ ବ୍ୟକ୍ତିଙ୍କୁ ମସାଜ୍ କରୁଥିଲେ ମହିଳା, ହଠାତ୍ ଚାଲିଗଲା ଉକ୍ତ ଯୁବକଙ୍କ ଜୀବନ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି କହିପାରିବେ ନାହିଁ । ଅନେକ ସମୟରେ ଯେ କୌଣସି ଲୋକ ଠିଆ ହୋଇଥିବା, ବସିଥିବା ଅବସ୍ଥାରେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ତେବେ ନିକଟରେ ଥାଇଲାଣ୍ଡରେ ଏପରି…
ବ୍ୟକ୍ତିଗତ ମାମଲା ନୁହେଁ ଯୌନ ଶୋଷଣ, ଏହାଦ୍ୱାରା ସମାଜ ଉପରେ ପଡ଼ିଥାଏ କୁପ୍ରଭାବ: ହାଇକୋର୍ଟ
ନୂଆଦିଲ୍ଲୀ: ଯୌନ ଉତ୍ପୀଡନ କୌଣସି ପ୍ରକାରେ ବି ବ୍ୟକ୍ତିଗତ ମାମଲା ହୋଇପାରିବ ନାହିଁ, ଏହା ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ଏପରି କହିଛନ୍ତି । ଜଣେ ଯୁବତୀଙ୍କୁ…
ଦୁର୍ଦ୍ଦିନରେ ଆଫଗାନବାସୀ! ଖାଦ୍ୟ ପାଇଁ କରୁଛନ୍ତି ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି
ଆଫଗାନିସ୍ତାନରୁ ଆମେରିକା ଏବଂ ବ୍ରିଟେନ ନିଜର ସୈନ୍ୟ ପ୍ରତ୍ୟାହାର କରିବା ପରଠାରୁ ସେଠାରେ ସ୍ଥିତି ଖରାପ ହେବାରେ ଲାଗିଛି । ବର୍ତ୍ତମାନ ଲୋକେ ଏଠାରେ ଭୋକଉପାସରେ ଦିନ କାଟୁଛନ୍ତି । ଦାରିଦ୍ର୍ୟର ଏପରି ପରସ୍ଥିତି…
ଏଣିକି ପରିଚୟ ପତ୍ର ପାଇଁ ହେବ ଗୋଟିଏ ୟୁନିକ୍ ID, ଆଇଟି ମନ୍ତ୍ରାଳୟର ନୂଆ ଯୋଜନା
ନୂଆଦିଲ୍ଲୀ: ଆଇଟି ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ଏପରି ଏକ ୟୁନିକ୍ ଡିଜିଟାଲ୍ ଆଇଡି ଆସିବାକୁ ଯାଉଛି ଯେଉଁଥିରେ ଆପଣଙ୍କର ସମସ୍ତ ଆଇଡିର ଲିଙ୍କ ରହିଥିବ । ଏହି ଆଇଡି ଆସିବା ପରେ ଆପଣଙ୍କୁ ଆଉ ସମସ୍ତ ପରିଚୟ ପତ୍ର…