fbpx
Browsing Category

ଦେଶ ବିଦେଶ

ଅଧିକ ଓଡ଼ିଆ ଫସି ରହିଥିବା ରାଜ୍ୟରେ ଓଡ଼ିଆମାନଙ୍କ ପାଇଁ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଲକ୍ ଡାଉନ ରହିଛି । ତେଣୁ ଓଡ଼ିଶା ବାହାରେ ବହୁ ଓଡ଼ିଆ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନେ ନିଜେ ନିଜ…

କରୋନାରେ ମୁମ୍ବାଇରେ ୪୦ବର୍ଷିୟ ମହିଳାଙ୍କ ମୃତ୍ୟୁ

ମୁମ୍ବାଇ, ୨୯ା୩: ଆଜି ମୁମ୍ବାଇରେ କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ଏହାସହ କରୋନାରେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କର ବୟସ ୪୦ବର୍ଷ ବୋଲି…

କରୋନା ଲକ୍-ଡାଉନ୍: ଘରକୁ ଚାଲି-ଚାଲି ଆସୁଥିଲା ଯୁବକ, ୨୦୦ କିଲୋମିଟର ପରେ ଉଡିଗଲା ପ୍ରାଣବାୟୁ

ଆଗ୍ରା,୨୯ ।୩: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନ ପାଇଁ ଲକ୍-ଡାଉନ୍ ଘୋଷଣା ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ଚାଲି…

ମନ୍ କି ବାତ୍: ଲକ୍-ଡାଉନରେ ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦୀ

ନୂଆଦିଲ୍ଲୀ,୨୯ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ଲକ୍-ଡାଉନ୍ ବେଳେ ଲୋକଙ୍କ ଅସୁବିଧା ପାଇଁ କ୍ଷମା ମାଗିବା ସହ କରୋନାକୁ…

କରୋନାରେ ସ୍ପେନ୍ ରାଣୀ ମାରିଆଙ୍କ ମୃତ୍ୟୁ

ମାଦ୍ରିକ,୨୯ ।୩: କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ କରୋନାରେ ସ୍ପେନର ରାଜା ଚତୁର୍ଥ-ଫିଲିପଙ୍କ ସମ୍ପର୍କୀୟ ତଥା ବୋର୍ବନ-କାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ…

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪…

ଇରାନରୁ ଫେରିଲେ ଆଉ ୨୭୫ ଭାରତୀୟ

ନୂଆଦିଲ୍ଲୀ,୨୯ ।୩: କରୋନା ପାଇଁ ଇରାନରୁ ଫେରିଛନ୍ତି ଆଉ ୨୭୫ ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ରାଜସ୍ଥାନର ଯୋଧପୁରକୁ ଅଣାଯାଇଛି । ବିମାନରୁ ଓହ୍ଲାଇବା ପରେ ସମସ୍ତ ଇରାନ ଫେରନ୍ତାଙ୍କ ଥର୍ମାଲ ସ୍କାନିଂ…

କେଉଁ କଣ୍ଟାକ୍ଟରେ ବ୍ୟାପିପାରେ କରୋନା ଭାଇରସ୍? ଜାଣନ୍ତୁ

ନୂଆଦିଲ୍ଲୀ, ୨୮ା୩: ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଏହା ଏପରି ଏକ ଭାଇରସ୍ ଯାହା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଲେ ମଧ୍ୟ କରୋନା ହୋଇଯାଇଥାଏ । ହେଲେ ଏହି କଣ୍ଟାକ୍ଟ ବା ସମ୍ପର୍କ କଣ ଜାଣି…

‘ଛିଙ୍କନ୍ତୁ ଓ ଭାଇରସ୍ ବିସ୍ତାର କରନ୍ତୁ’-ପୋଷ୍ଟ କରି ଗିରଫ ହେଲେ ଇନଫୋସିସ୍ କର୍ମଚାରୀ, ଚାକିରୀ ବି ଗଲା

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଳକ୍-ଡାଉନ୍ କରିଛନ୍ତି । ଏହାରି ମଧ୍ୟରେ କରୋନା ଭାଇରସକୁ ନେଇ ବେଙ୍ଗାଲୁରୁର…