Browsing Category

ଦେଶ ବିଦେଶ

କେରଳରେ ଇତିହାସ ରଚିପାରେ LDF ! ୯୨ ଆସନରେ ଆଗୁଆ

ନୂଆଦିଲ୍ଲୀ,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପାଇ ଭୋଟ୍ ଗଣତି ଜାରି ରହିଛି । କେରଳ ବିଧାନସଭା ନିର୍ବାଚନ ପାଇଁ ୬ ଏପ୍ରିଲରେ ମତଦାନ ସମ୍ପର୍ଣ୍ଣ ହୋଇଥିବା ବେଳେ କୋଭିଡ ଗାଇଡଲାଇନ ମୁତାବକ ଆଜି…

ତାମିଲନାଡ଼ୁ ନିର୍ବାଚନରେ ଡିଏମକେ ଆଗୁଆ

ଚେନ୍ନାଇ, ୨ା୫: ଆଜି ତାମିଲନାଡ଼ୁରେ ଭୋଟ ଗଣନା ଜାରି ରହିଛି । ମୋଟ ୨୩୪ଟି ଆସନ ମଧ୍ୟରୁ ଡିଏମକେ ୧୪୧ଟି ସିଟରେ ଆଗୁଆ ରହିଛି । ଏଆଇଏଡିଏମକେ ୮୭ଟି ସିଟରେ ଆଗୁଆ ରହିଥିବା ସୂଚନା ମିଳିଛି । ସେହିପରି ଅନ୍ୟାନ୍ୟ ଦଳ ୬ଟି…

ନନ୍ଦିଗ୍ରାମରେ କଡା ଟକ୍କର, ପଛରେ ରହିଗଲେ ମମତା ବାନାର୍ଜୀ

କୋଲକାତା,୨ ।୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ହୋଇଛି କଡା ଟକ୍କର । ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ…

ପୁଣି ଆସୁଛି ଏକ ବାତ୍ୟା! ମେ ମଧ୍ୟଭାଗରେ ଛୁଇଁବ ଓଡ଼ିଶା ଉପକୂଳ

ଭୁବନେଶ୍ୱର, ୨ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଥିବା ବେଳେ ଆଉ ଏକ ବିପଦ ମାଡ଼ିଆସୁଛି । ଆସନ୍ତା ମାସରେ ପୁଣି ଏକ ଭୟଙ୍କର ବାତ୍ୟା ଆସିବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ…

୩୫ ହଜାରରେ ବିକ୍ରି କରୁଥିଲେ ନକଲି ରେମଡେସିଭିର: ଗିରଫ ହେଲେ ୨ ଯୁବକ

ନୂଆଦିଲ୍ଲୀ, ୨ା୫: କରୋନା ସମୟରେ କଳାବଜାରୀ ଘଟଣା ବଢ଼ି ଚାଲିଛି । ନକଲି ରେମଡେସିଭିର ବିକ୍ରି କରି ଗିରଫ ହୋଇଛନ୍ତି ଦୁଇଜଣ ଯୁବକ । ପୋଲିସ ଦୁଇଜଣଙ୍କ ଠାରୁ ୧୭ ରେଡେସିଭିର ଇଞ୍ଜେକସନ ଜବତ କରିଛି । ଜବତ ରେମଡେସିଭିର…

ଦିନକରେ ୩.୯୨ ଲକ୍ଷ ପଜିଟିଭ୍ ଚିହ୍ନଟ, ଚାଲିଗଲା ୩୬୮୯ ଜୀବନ

ନୂଆଦିଲ୍ଲୀ,୨ ।୫: ଦେଶରେ କରୋନା ପଜିଟିଭ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଗତ ୨୪ ଘଣ୍ଟାରେ ୩ ହଜାର ୬୮୯ ଜୀବନ ନେଇଛି କରୋନା । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୪୨କୁ ବୃଦ୍ଧି…

ପଶ୍ଚିମବଙ୍ଗ ଫାଇଟ୍‌: ନନ୍ଦିଗ୍ରାମ ଉପରେ ରହିଛି ସମସ୍ତଙ୍କ ନଜର

କୋଲକାତା,୨ ।୫: ଭୋଟ ଗ୍ରହଣ ପରେ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି । କିନ୍ତୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଏଯାଏ ଭୋଟ ଗଣତିର ପ୍ରାଥମିକ…

କରୋନାର ଭୟଙ୍କର ସଂକ୍ରମଣ: ଏହି ସହରରେ ଲକଡାଉନ୍ ନିଷ୍ପତ୍ତି

ଚଣ୍ଡିଗଡ଼, ୨ା୫: କରୋନା ଭାଇରସର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି । ମେ ୧ ତାରିଖ ସକାଳ ୫ଟାରୁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି । ଏହାଛଡ଼ା ଦୈନିକ କର୍ଫ୍ୟୁ…

୫ ରାଜ୍ୟରେ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ,୨ ।୫: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ…

ମହିଳା ଦୁଇ ଗୋଡ଼ରେ ପିନ୍ଧିଥିଲେ ସାପ ଆକୃତିର ମୋଜା: ସ୍ୱାମୀଙ୍କ ମାଡ଼ରେ ମରୁମରୁ ବଞ୍ଚିଲେ ପତ୍ନୀ

ଆଧୁନିକ ଯୁଗରେ ବିଭିନ୍ନ ଡିଜାଇନର ଡ୍ରେସ୍ ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଛନ୍ତି । କିଛି କପଡ଼ାରେ ପଶୁପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳିଥାଏ । ସାପ ଆକୃତିର ଏକ ଡ୍ରେସ୍ ପିନ୍ଧିବା ଦ୍ୱାରା ଜଣେ ମହିଳାଙ୍କୁ ଭାରି…