Browsing Category

ଦେଶ ବିଦେଶ

SBI ଗ୍ରାହକଙ୍କ ପାଇଁ ସହଜ ହେଲା ବ୍ୟାଙ୍କିଂ ସେବା; ଏହି ଟୋଲ ଫ୍ରି ନମ୍ବରରେ ମିଳିବ ସବୁ ସେବା

ନୂଆଦିଲ୍ଲୀ: ଇଣ୍ଟରନେଟ୍ ମନୁଷ୍ୟ ଜୀବନକୁ ସରଳ କରିଦେଇଛି । ମୋବାଇଲ ଯୋଗୁଁ ହାତମୁଠାରେ ସଂପୂର୍ଣ୍ଣ ଦୁନିଆ । ଏମିତି ଅନେକ କାମ ରହିଛି ଯାହା ଆପଣ ଘରେ ବସି ଚୁଟକୀରେ କରିପାରିବେ ଯେଉଁଥିପାଇଁ ପୂର୍ବରୁ ଅଧିକ ଅର୍ଥ ମଧ୍ୟ…

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧; କ୍ରମାଗତ ୫ମ ଥର ପାଇଁ ଇନ୍ଦୋର ସବୁଠାରୁ ପରିଷ୍କାର ସହର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣରେ କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ‘ସ୍ୱଚ୍ଛତା ତାଜ୍’ ହାତେଇଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ୫ମ ଥର ପାଇଁ ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରାଯାଇଛି । ଗୃହ…

ଭର୍ଚୁଆଲ ଶୁଣାଣି ବେଳେ ଗଞ୍ଜି ପିନ୍ଧି ହଜାର ହେବା ପଡ଼ିଲା ମହଙ୍ଗା, ୧୦ହଜାର ଟଙ୍କାର ଜୋରିମାନା ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଭଚୁଆର୍ଲ ଶୁଣାଣି ବେଳେ ଗଞ୍ଜି ପିନ୍ଧି ଆସିବାରୁ ଜଣେ ବ୍ୟକ୍ତିଙ୍କ ଉପରେ ଅଦିଲ୍ଲୀ ହାଇକୋର୍ଟ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଛି । ମାମଲାର ଶୁଣାଶି ଭର୍ଚୁଆଲ ମୋଡରେ କରାଯାଉଥିଲା । ଏହି ସମୟରେ…

ଏତେ ସାହସ ଆସିଲା କେଉଁଠୁ! ଇମ୍ରାନ ଖାନଙ୍କୁ ବଡ଼ଭାଇ ସମ୍ବୋଧନ କଲେ ସିଦ୍ଧୁ, ଘଟଣା ପଛରେ ରାହୁଲଙ୍କ ହାତ ଥିବା ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ: ପାକିସ୍ତାନର କରତାରପୁରରେ ପହଞ୍ଚିବା ପରେ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସମ୍ପର୍କ ଖରାପ ଥିଲେ ହେଁ ଏହାକୁ…

କୋଲ୍ଡ ଡ୍ରିଙ୍କରେ ବିଷ ମିଶାଇ ୨ ଝିଅକୁ ପିଆଇବା ପରେ ନିଜେ ପିଇଦେଲା ମା’, ଚାଲିଗଲା ୭ ବର୍ଷୀୟ ନୀରିହର ଜୀବନ

ନୂଆଦିଲ୍ଲୀ: ଦୁଇ ଝିଅଙ୍କୁ କୋଲ୍ଡ ଡ୍ରିଙ୍କରେ ବିଷ ଦେଇ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ମା' । ପରିଣାମସ୍ୱରୂପ ୭ ବର୍ଷୀୟ ଝିଅର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା…

ନା ସ୍କର୍ଟ, ନା ପ୍ୟାଣ୍ଟ୍; ଏହି ସ୍କୁଲରେ ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ‘ଜେଣ୍ଡର୍ ନ୍ୟୁଟ୍ରାଲ୍’ ୟୁନିଫର୍ମ

ନୂଆଦିଲ୍ଲୀ: କେରଳର ଏର୍ନାକୁଲାମ ଜିଲ୍ଲାର ଭାଲୟନଞ୍ଚିରଙ୍ଗାରାସ୍ଥିତ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ୟୁନିଫର୍ମ ପିନ୍ଧିବାର ସ୍ୱାଧୀନତା ଦେଇ ଲିଙ୍ଗ ନିରପେକ୍ଷତା ପାଇଁ ବାଟ…

ଅବୈଧ ସମ୍ବନ୍ଧର ଭୟଙ୍କର ପରିଣତି: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଲେ ପତି

ନୂଆଦିଲ୍ଲୀ: ପାରିବାରିକ ଜୀବନରେ ସନ୍ଦେହ ପ୍ରବେଶ କଲେ ତାର ପରିଣତି ଅତ୍ୟନ୍ତ ଭୟଙ୍କର ହୋଇଥାଏ । ହରିୟାଣାର ସୋନିପତ ସହରରେ ଏପରି ଏକ ଘଟଣା ଘଟିଯାଇଛି । ପତ୍ନୀଙ୍କର ଚରିତ୍ରକୁ ସନ୍ଦେହକୁ କରି ପତି ତାଙ୍କୁ ଏକ ଧାରୁ…

୧୦ ବର୍ଷ ଧରି ଆଇନ୍ ସହ ଲଢ଼ି ଆସୁଥିଲେ ଗରିବ ବିଧବା, ଏବେ ପେନସନ୍ ମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଗରିବଙ୍କୁ ନ୍ୟାୟ ମିଳିବା ଯେ କେତେ କଷ୍ଟକର ବ୍ୟାପାର ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଜଣେ ବିଧବା ୧୦ ବର୍ଷ ଧରି ଆଇନ ସହ ଲଢ଼ାଇ କରିବା ପରେ ଏବେ ନ୍ୟାୟ ପାଇଛନ୍ତି । ତାଙ୍କୁ…

ପେଟ୍ରୋଲ ଏବଂ ଡିଜେଲକୁ ଚିହ୍ନଟ କରୁଥିବା ଷ୍ଟିକର ଲଗାଇବାକୁ ଏହି ରାଜ୍ୟର ସରକାର ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣିଥରେ ଅଡ୍-ଇଭେନ୍ ସ୍କିମ୍ ଫେରିବାକୁ ଯାଉଛି । ବାୟୁ ପ୍ରଦୁଷଣକୁ ଆଖି ଆଗରେ ରଖି ଏହି ଫର୍ମୁଲାକୁ ପୁଣିଥରେ ଆରମ୍ଭ କରିପାରନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ପରିବହନ…

ଆନ୍ଧ୍ରପ୍ରଦେଶ: ଅଚାନକ ଆସିଲା ବନ୍ୟା, ୧୭ ମୃତ; ୧୦୦ ନିଖୋଜ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶରେ ଅଚାନକ ବନ୍ୟା ଆସିବା ଫଳରେ ଧ୍ୱଂସ ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ୟ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପ୍ରାୟ…