Browsing Category
ଦେଶ ବିଦେଶ
ସ୍ତ୍ରୀକୁ ଟିକା ଦେଲେ ପୁରୁଷ ଡାକ୍ତର: ରାଜ୍ୟପାଳଙ୍କୁ ଚାପୁଡା ମାରିଲା ଯୁବକ; ଦେଖନ୍ତୁ Viral ଭିଡିଓ
ନୂଆଦିଲ୍ଳୀ: ଏକ ସଭା ମଝିରେ ରାଜ୍ୟପାଳଙ୍କୁ ଚାପୁଡା ମାରିଛି ଜଣେ ଯୁବକ । ତେବେ ଏହି ଚାପୁଡା ପଛର କାରଣ ଶୁଣିଲେ ଆପଣ ବି ନହସି ରହି ପାରିବେ ନାହିଁ । କରୋନା ଟିକା ପାଇଁ ରାଜ୍ୟପାଳଙ୍କୁ ସଭା ମଝିରେ ଚାପୁଡା ମାରିବାର…
କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ବନ୍ଦ ହୋଇଯିବ ଫେସବୁକ ଆକାଉଣ୍ଟ
ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ସମସ୍ତଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ପାଲଟିଯାଇଛି । ଏହା ଦ୍ୱାରା ଅନେକ ପ୍ରକାର ମେସେଜ, ଭିଡିଓ ସମାଜରେ ଭାଇରାଲ ମଧ୍ୟ ହୋଇଥାଏ । ବିଗତ ସମୟରେ ଏଭଳି ଅନେକ ଘଟଣା ମଧ୍ୟ…
ଆର୍ଯ୍ୟନ୍ ଖାନ ଡ୍ରଗ୍ ମାମଲାରେ ନୂଆ ଟ୍ୱିଷ୍ଟ: ୱାଙ୍ଖେଡ଼େଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଡ୍ରଗ୍ କେସରେ ନୂଆ ମୋଡ଼ ଆସିଛି । କିଛିଦିନ ପୂର୍ବରୁ ଆର୍ଯ୍ୟନଙ୍କ ସହ ଜଣେ ଅଣଏନସିବି ଅଫିସରଙ୍କର ଭିଡିଓ ଭାଇରାଲ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ…
୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା
ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି…
ମହଙ୍ଗାଇ, ସୁରକ୍ଷା, ଅର୍ଥବ୍ୟବସ୍ଥା ପ୍ରସଙ୍ଗ ପଛେ, ପର୍ଣ୍ଣ ୱେବସାଇଟ୍ ଚିନ୍ତାରେ ଡୁବିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ
ନୂଆଦିଲ୍ଲୀ : ଏଫଟିଏଫର ଗ୍ରେ ଲିଷ୍ଟରୁ ମୁକୁଳି ପାରୁନି ପାକିସ୍ତାନ । ମହଙ୍ଗାଇ, ବିପର୍ଯ୍ୟସ୍ତ ଦେଶର ଅର୍ଥବ୍ୟବସ୍ଥା, ତାଲିବାନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଟାର୍ଗେଟ୍, ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା କୋଷ…
ସିଆରପିଏଫଙ୍କ ଉପରେ ଆତଙ୍କୀ ହମଲା, କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକ ମୃତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସିଆରପିଏଫ୍ ପାର୍ଟି ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଏହି ସମୟରେ ହୋଇଥିବା କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ…
ମ୍ୟାଚ୍ ଓ ଆତଙ୍କ ଏକାସାଙ୍ଗରେ ହୋଇପାରିବ ନାହିଁ, ଭାରତ-ପାକ୍ ମୁକାବିଲା ‘ରାଷ୍ଟ୍ରଧର୍ମ’ ବିରୋଧୀ: ବାବା ରାମଦେବ
ନୂଆଦିଲ୍ଲୀ: ଦୁଇବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏବେ ସମସ୍ତ କ୍ରିକେଟ୍ ଫ୍ୟାନ୍ ଙ୍କ ନଜର ଏହି…
ବ୍ଲାକ୍ ଫଙ୍ଗସ ଯୋଗୁଁ ପତ୍ନୀଙ୍କ ମୃତ୍ୟୁପରେ ୪ ପିଲାଙ୍କୁ ଧରି ଆତ୍ମହତ୍ୟା କଲା ସ୍ୱାମୀ
ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ସେବାନିବୃତ୍ତ କର୍ମଚାରୀ ନିଜ ୪ ଟି ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ତେବେ ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାୱୀ…
ଜାଣନ୍ତୁ ସବୁଠୁ ଛୋଟ ଓ ବଡ଼ ନାମ ଥିବା ରେଳ ଷ୍ଟେସନ୍ କେଉଁଠାରେ ରହିଛି…
ନୂଆଦିଲ୍ଲୀ: ଭାରତୀୟ ରେଳକୁ ଦୁନିଆର ସବୁଠାରୁ ବଡ଼ ନେଟୱର୍କ ବୋଲି କୁହାଯାଇଥାଏ । ଏହି ନେଟୱର୍କରେ ଅନେକ ଷ୍ଟେସନ୍ ରହିଛି, ଯାହା କୌଣସ ନା କୌଣସି କାରଣ ପାଇଁ ଖାସ୍ ସ୍ଥାନ ପାଇଛି । ଆଜି ଆମେ ସେହି ଷ୍ଟେସନ୍ ସମ୍ପର୍କରେ…
ସ୍ପୁଟନିକ୍-ଭି ଟିକାରେ ରହିଛି ଏଚଆଇଭି ଭୟ, ଦକ୍ଷିଣ ଆଫ୍ରିକା ପରେ ଏହି ଦେଶ କଲା ବ୍ୟାନ୍
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ସଙ୍କଟାପର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ଜୋରଦାର୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଋଷ କରୋନା ଟିକା ସ୍ପୁଟନିକ୍-ଭି କୁ…