Browsing Category

ଦେଶ ବିଦେଶ

ବିସ୍ମୟ ବିଶ୍ୱ: ଏହି ୬ଟି ସହର ପାଇଁ ରାତି ସାତ ସପନ

ନୂଆଦିଲ୍ଲୀ: ଦିନ ଓ ରାତି ପ୍ରକୃତିର ଧରାବନ୍ଧା ନିୟମ । ଏହି ନିୟମରେ ସାମାନ୍ୟ ତ୍ରୁଟି ଆସିଲେ ଗଭୀର ଭାବରେ ପ୍ରଭାବିତ ହୁଏ ଜୀବନଧାରା । ତେବେ ଆପଣ ଭାବନ୍ତୁ ଯଦି ଲଗାତାର ଆକାଶରେ ସୂର୍ଯ୍ୟ ରହିବ ତେବେ ଆପଣ କିଭଳି…

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ୩୦ ଯାଏଁ ବଢିଲା ଆର୍ଯ୍ୟନଙ୍କ ହାଜତ ମିଆଦି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଢିଲା ଶାହରୁଖ ଖାନଙ୍କ ଅଡୁଆ । ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ଯାଏଁ ଆର୍ଯ୍ୟନ ଜେଲରେ ବିତାଇବେ । ମୁମ୍ବାଇ…

ମୁମ୍ବାଇ ଡ୍ରଗ୍ସ କେସ୍: ଅନନ୍ୟାଙ୍କୁ ପଚରା ଉଚରା କରିବେ ସମୀର ୱଙ୍ଖେଡେ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ୍ ମାମଲାରେ ଗୋଟିଏ ପରେ ଗୋଟିଏ ନାମ ଛନ୍ଦି ହୋଇ ପଡୁଥିବା ବେଳେ ବଲିଉଡ୍ ବାଲାଙ୍କ ଚିନ୍ତା ବଢିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଏନସିବି ଦ୍ୱାରା ଗିରଫ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଦୀପାବଳୀ ଗିଫ୍ଟ, ପୁଣି ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଦୀପାପଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ର ସରକାର ଦୀପାବଳୀ ଗିଫ୍ଟ ଭାବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର…

ପାକିସ୍ତାନରେ ପରିଣତ ହେବ ବାଂଲାଦେଶ! ୪୦ ବର୍ଷରେ ୪% ହ୍ରାସ ପାଇଲେ ହିନ୍ଦୁ, ଜାଣନ୍ତୁ ଦେଶରେ କିପରି ଚାଲିଛି ହମଲା

ନୂଆଦିଲ୍ଲୀ: କଣ ଭାରତର ପଡ଼ୋଶୀ ଦେଶ ବାଂଲାଦେଶ ଏବେ ପାକିସ୍ତାନ ଓ ଆଫଗାନିସ୍ତାନରେ ପରିଣତ ହେବାକୁ ଯାଉଛି କି? ଗତ କିଛି ଦିନ ହେବ ଦୁର୍ଗା ପୂଜା ସମୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଲଗାତର ଭାବରେ ହମଲା…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ ସେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ…

ହୋମୱର୍କ ନ କରିବାରୁ ଲାତ-ଗୋଇଠା ମାରିଲେ ଶିକ୍ଷକ, ଚାଲିଗଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ: ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଗିଦ୍ କରିଥାନ୍ତି । ହେଲେ ଅନେକ ସମୟରେ ଏପରି ହୁଏ ଯେ, ଶିକ୍ଷକ ମାନେ ତାଗିଦ୍ କରିବାର ସବୁ ସୀମା ପାର୍ କରିଯାଆନ୍ତି । ଯାହା ପିଲାଙ୍କ…

କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଟିକାକରଣରେ ଆଜି ଇତିହାସ ରଚିଛି ଭାରତ । ଦେଶରେ ଆଜି ସୁଦ୍ଧା ଟିକାକରଣ ୧୦୦ କୋଟି ଟପିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ…

ବାଂଲାଦେଶ ପୂଜା ମଣ୍ଡପରେ ଏହି ବ୍ୟକ୍ତି ରଖିଥିଲା କୁରାନ୍, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତର ଭାବରେ ହିନ୍ଦୁ ବିରୋଧୀ ଅତ୍ୟାଚାର ବଢ଼ିବାରେ ଲାଗିଛି । ସେଠାରେ ଦୁର୍ଗାପୂଜା ପେଣ୍ଡାଲ ମାନଙ୍କରେ ହୋଇଥିବା ହମଲାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହା ଭିତରେ ବାଂଲାଦେଶର କୋମିଲା…

୭୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମହିଳା ଆଜି ଯାଏଁ କରୁଛନ୍ତି ଜୀବନ ଦାନ, ଜାଣନ୍ତୁ କିପରି

ଜେନେଭା: ଜେନେଭାରୁ ଏକ ଆଶ୍ଚର୍ଯ୍ୟ କରିବାପରି ମାମଲା ସାମନାକୁ ଆସିଛି । ୭୦ ବର୍ଷ ପୂର୍ବରୁ କ୍ୟାନସର୍ ରେ ପୀଡ଼ିତ ହୋଇ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଆଜି ବି ସେ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । କଥାଟି…