Browsing Category
ଦେଶ ବିଦେଶ
୨୪ ଘଣ୍ଟାରେ ନେଲାଣି ୮୬୧ ଜୀବନ
ନୂଆଦିଲ୍ଲୀ,୯ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬୧ ଜଣ ଆକ୍ରାନ୍ତଙ୍କ…
ପ୍ରତିରକ୍ଷା କ୍ଷେତ୍ରରେ ରାଜନାଥଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ,୯ ।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ରକ୍ଷାମନ୍ତ୍ରୀ କହିଛନ୍ତି ଯେ, 'ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ । ୧୦୧ ପ୍ରତିରକ୍ଷା ଉପକରଣ…
କୋଭିଡ୍ କେୟାର ସେଣ୍ଟରରେ ଲାଗିଲା ଭୟଙ୍କର ନିଆଁ
ବିଜୟଓ୍ବାଡ଼ା, ୯।୮: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ଆଜି ଭୟାନକ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି।…
Union Minister Arjun Meghwal tests positive for coronavirus
Coronavirus is wrecking havoc in our country. Many political leaders have been infected by the deadly Coronavirus.
According to reports, Union Minister Arjun Ram Meghwal has…
କରୋନାକୁ ହରାଇ ସୁସ୍ଥ ହେଲେ ଅଭିଷେକ ବଚ୍ଚନ
ନୂଆଦିଲ୍ଲୀ, ୮ା୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନାରେ ଅଭିନେତା ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ମଧ୍ୟ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି ।…
ଟଳିଲା ଏକ ବଡ ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲେ ୧୭୬ ଯାତ୍ରୀ
ରାଞ୍ଚି,୮ ।୮: ଦେଶରେ ଆଉ ଏକ ବଡ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ(ଆଇ-୬୩୨) ଉଡାଣ ସମୟରେ ଏକ ପକ୍ଷୀ ସହ ଧକ୍କା ହୋଇଥିଲା । କିନ୍ତୁ ବିମାନଟି…
ମହାନଦୀ ଜଳ ବିବାଦ ମାମଲାରେ କେନ୍ଦ୍ରକୁ ନୋଟିସ ଜାରି
ନୂଆଦିଲ୍ଲୀ, ୮ା୮: ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ ଏ.ଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ଶେଷ ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ…
ମଧ୍ୟବିତ୍ତ ପରିବାର ପାଇଁ ଖୁସି ଖବର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ସରକାରୀ ଟ୍ୟାକ୍ସ ଦେଉଥିବା ମଧ୍ୟବିତ୍ତ ପରିବାରଙ୍କୁ ଏକ ବଡ ଖୁସି ଖବର ଦେବାରେ ମୋଦୀ ସରକାର ଲାଗିଛନ୍ତି । ଏହି ମାମଲରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ଆୟୋଜିତ…
ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ
ନୂଆଦିଲ୍ଲୀ, ୮ା୮: ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କରିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ଓଡ଼ିଆ ଆଇଏଏସ ଅଫିସର ଗିରୀଶ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ…
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି
କେରଳ, ୮ା୮: କେରଳରେ ଗତକାଲି ଏୟାର ଇଣ୍ଡିଆ ବିମାନର କ୍ରାସ ଲ୍ୟାଣ୍ଡିଂ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବିମାନରେ ଥିବା ୧୨୧ ଯାତ୍ରୀ ଆହତ ହୋଇଛନ୍ତି ଓ ୧୫ଜଣ ଗୁରୁତର…