Browsing Category
ଦେଶ ବିଦେଶ
ପ୍ରତିଦିନ ୫ ମିନିଟର Yoga Break, ଡାଉନଲୋଡ୍ କର ଏହି ଆପ୍: ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର
ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ କାର୍ୟ୍ୟାଳୟକୁ ଯାଉଛନ୍ତି ଓ ସେଠାକାର ଅଧିକାରୀ ଯଦି ଆପଣଙ୍କୁ କୁହନ୍ତି ୫ ମିନିଟ୍ ର ଯୋଗ ବ୍ରେକ୍ ନେଉଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ । ପ୍ରକଅତ କଥା ହେଲା ସରକାର ଏବେ…
ବିଧାନସଭାରେ ନମାଜ ପାଇଁ ଦିଆଗଲା କଠୋରୀ, ବିଜେପି କହିଲା- ହନୁମାନ ମନ୍ଦିର ବି ତିଆରି କର
ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ପରିସରରେ ନମାଜ ପାଠ ପାଇଁ ରୁମ୍ ଦିଆଯିବା ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏନେଇ ବିଜେପି ନେତା ସିପି ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିଧାନସଭା…
ରେଳ ଟିକେଟ୍ ବୁକିଂ ବେଳେ ଧ୍ୟାନରେ ରଖନ୍ତୁ ଏହି କୋଡ୍, ନହେଲେ ମିଳିବନି ସିଟ୍; ଜାଣନ୍ତୁ କଣ କହୁଛି ନୂଆ ନିୟମ
ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଆପଣଙ୍କୁ ରେଳ ଟିକେଟ୍ ବୁକ୍ କରିବା ସମୟରେ କିଛି ଖାସ୍ କୋଡ୍ ଉପରେ ଖାସ୍ ଧ୍ୟାନ ଦେବାକୁ ପଡ଼ିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ନୂତନ…
ପଞ୍ଜଶିର କବଜା କରିଥିବା ଭାବି ଉତ୍ସବ ମନାଉଥିଲା ତାଲିବାନ, ଫାଙ୍କା ଗୁଳି ଚାଳନାରେ ଚାଲିଗଲା ୧୭ ଜଣଙ୍କ ଜୀବନ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏବେ ପଞ୍ଜଶିରକୁ ନେଇ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ୨୦ ବର୍ଷ ପରେ ଦେଶର କ୍ଷମତାକୁ ଫେରିଥିବା ତାଲିବାନକୁ ପଞ୍ଜଶିର ଦଖଲ କରିବାକୁ ନାକେଦମ ହେବାକୁ ପଡିଛି । ତାଲିବାନ ଶୁକ୍ରବାର…
ଏହି ଖାଦ୍ୟ ଏବେ ବଞ୍ଚେଇରଖିଛି ଆଫଗାନ ଶରଣାର୍ଥୀଙ୍କୁ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବା ପରେ ହଜାର ହଜାର ସଂଖ୍ୟାରେ ଆଫଗାନୀ ମାନେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ଆକାରରେ ଜୀବନ ବିତାଉଛନ୍ତି । ଆମେରିକା, ଭାରତ ଭଳି ଦେଶରେ ଆଫଗାନୀ ନାଗରିକ…
ଦିଦି ଆଶ୍ୱସ୍ତ: ଚିନ୍ତା ଦୂର କଲେ ନିର୍ବାଚନ ଆୟୋଗ, ଯେଉଁ ଆସନରୁ ଲଢିବେ ସେଠି ସେପ୍ଟେମ୍ବର ୩୦ରେ ଭୋଟିଂ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ଉପ ନିର୍ବାଚନର ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ସହିତ ମମତା ବାନାର୍ଜୀଙ୍କ ସବୁଠୁ ବଡ ଚିନ୍ତା ଦୂର ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ…
ଚଳିତ ମାସରେ ଆମେରିକା ଗସ୍ତ କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବାଇଡେନଙ୍କ ସହ ହେବ ସାକ୍ଷାତ, ଏଜେଣ୍ଡାରେ ରହିବ ଏହି ପ୍ରସଙ୍ଗ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଅର୍ଥାତ ସେପ୍ଟେମ୍ବରର ଶେଷ ସପ୍ତାହରେ ଆମେରିକା ଗସ୍ତରେ ଯିବାର ଆଶା ରହିଛି । ସରକାରର ଉଚ୍ଚପଦସ୍ଥ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରର ଶେଷ…
ବିରଳ ନୀଳ ଚିଙ୍ଗୁଡ଼ି, ୨୦ ଲକ୍ଷ ଚିଙ୍ଗୁଡ଼ି ରେ ଦେଖିବାକୁ ମିଳେ ଗୋଟିଏ
ନୂଆଦିଲ୍ଲୀ: ସମୁଦ୍ରରେ ଅନେକ ମୂଲ୍ୟବାନ ତଥା ଦୁର୍ଲଭ ଜିନିଷ ଲୁଚି ରହିଥାଏ । କିନ୍ତୁ ସେସବୁ ମିଳିବା ଅସମ୍ଭବ । ହେଲେ କିଛି ଭାଗ୍ୟଶାଳୀ ଲୋକ ଥାଆନ୍ତି ଯେଉଁ ମାନଙ୍କ ହାତରେ ଏସବୁ ବହୁମୂଲ୍ୟ ଜିନିଷ ଲାଗିଥାଏ । ସେହି…
କେତେ ଜଣଙ୍କୁ ସଜା ଦେଇଛନ୍ତି, କେତେ କେସ୍ ବିଚାରଧୀନ ରହିଛି, ସିବିଆଇଠୁ ପୁରା ବିବରଣୀ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆମକୁ ଜଣାଅ ତୁମେ କେତୋଟି କେସରେ ସଫଳତା ପାଇଛ । କେତେ ଜଣଙ୍କୁ ନ୍ୟାୟ ପ୍ରଦାନ କରିଛ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅର୍ଥାତ ସିବିଆଇକୁ ଏମିତି କଠୋର ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇର…
ହାଇକୋର୍ଟ ପାଇଁ ୬୮ଟି ନୂଆ ବିଚାରପତିଙ୍କ ନାମ ପ୍ରସ୍ତୁତ କଲା ସୁପ୍ରିମ କୋର୍ଟ କଲେଜିୟମ, ବାର ରୁ ୪୪ ଆଉ ୧୦ ମହିଳା ବିଚାରପତି
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଆହ୍ଲାବାଦ, ରାଜସ୍ଥାନ ଏବଂ କୋଲକାତା ସମେତ ୧୨ ଟି ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୬୮ଜଣଙ୍କ ନାମ ସୁପାରିଶ କରାଯାଇଛି ।…