Browsing Category

ଦେଶ ବିଦେଶ

୩୩ ହଜାର ଫୁଟ୍ ଉଚ୍ଚରେ ଶିଶୁକୁ ଜନ୍ମ ଦେଲେ ମହିଳା, ନାଁ ରଖିଲେ ‘ପବନ’

ନୂଆଦିଲ୍ଲୀ: ତାଲିବାନ ମାନଙ୍କ ଆଫଗାନିସ୍ତାନ ଉପରେ ନିଜର କବଜା ଜମାଇବା ପରେ ସେଠାରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଆଫଗାନୀ ନାଗରିକ ମାନେ ଦେଶ ଛାଡ଼ିବାକୁ ବ୍ୟାକୁଳ ହେଉଛନ୍ତି । ଏଥିରେ…

ଚାକିରୀ ଛାଡ଼ି ମହିଳା କଲେ ଅଳିଆ ଉଠାଇବା କାମ, ୧ ମାସରେ ରୋଜଗାର କଲେ ୩ ଲକ୍ଷ

ୱାଶିଂଟନ୍: ଆମେରିକାର ଟେକ୍ସସ୍ ରେ ରହୁଥିବା ଜଣେ ମହିଳା ନିଜର ଫୁଲଟାଇମ୍ ଚାକିରୀ ଛାଡ଼ି ଅଳିଆ ଉଠାଇବା କାମ କରି ମାଲାମାଲ୍ ହୋଇଯାଇଛନ୍ତି । ଏହି ମହିଳା ଜଣକ ଏବେ ସପ୍ତାହକରେ ୧ ହଜାର୍ ଡଲାର୍ ଅର୍ଥାତ୍ ୩ ଲକ୍ଷ ଟଙ୍କା…

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଫିଜିକାଲ ଶୁଣାଣି

ନୂଆଦିଲ୍ଲୀ: ସ୍ୱାଭାବିକ ସ୍ଥିତିକୁ ଫେରୁଛି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କୋଭିଡ ସ୍ଥିତି ଯୋଗୁ ଦୀର୍ଘ ଦିନ ଧରି ସର୍ବୋଚ୍ଚ ଅଦାଲତରେ ଭିଡିଓ…

ଖୁସି ଖବର: ଶସ୍ତା ହେଲା ସୁନା, ୫ ଦିନ ପର୍ଯ୍ୟନ୍ତ ଖୋଲିବ ଏହି ସରକାରୀ ଯୋଜନା

ନୂଆଦିଲ୍ଲୀ: ସରକାର ଗ୍ରାହକଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଆଣିଦେଇଛି । ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ଆଜିଠାରୁ ଆପଣ ଗ୍ରାହକଙ୍କ ପାଇଁ ଶସ୍ତା ହୋଇଛି ସୁନା । ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ଅଧୀନରେ ଆପଣ ମାନେ…

ମଦ ନିଶାରେ ରାକ୍ଷସ ପାଲଟିଲେ ଯୁବକ, ଚାକୁରେ ନୀରିହ କୁକୁରର ନେଇଗଲେ ଜୀବନ

ନୋଏଡ଼ା: ଯେତେବେଳେ ବି ବିଶ୍ୱସ୍ତତା କଥା ପଡ଼େ ସେତେବେଳେ କୁକୁରର ଉଦାହରଣ ଦିଆଯାଇଥାଏ । କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ହେଲେ ଜଣେ ଯୁବକ ମଦ ନିଶାରେ ଚୁର୍ ହୋଇ ଗୋଟିଏ ନୀରିହ କୁକୁରର ଜୀବନ ନେଇଯାଇଛନ୍ତି…

ଗାଡ଼ିର ନମ୍ବର ପ୍ଲେଟକୁ ନେଇ ଆସିଲା ନୂଆ ନିୟମ, ୧୫ ଡିସେମ୍ବରରୁ…

ନୂଆଦିଲ୍ଲୀ: ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଡ଼ି ପାଇଁ ଭାରତ ସିରିଜ୍ ସୂଚନା ଜାରି ହୋଇଛି । ବିଏଚ ସିରିଜର ନମ୍ବର ନେବା ପରେ…

ଉତ୍ତରାଖଣ୍ଡରେ ଭୟଙ୍କର ଭୁସ୍ଖଳନ; ୨ ମୃତ, ୫ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି । ରବିବାର ଦିନ ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଥିବା ଦୁଇଟି ଗାଁରେ ଏହି…

କାବୁଲ ବିମାନବନ୍ଦର ନିକଟରେ ପୁଣିଥରେ ଏୟାରଷ୍ଟ୍ରାଇକ, ସାମ୍ନାକୁ ଆସିଲା ଭିଡିଓ

କାବୁଲ : ଆଫଗାନିସ୍ତାନରେ ତାଲିବାନର କବଜା ପରେ ବୋମା ବିସ୍ଫୋରଣ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ଦିନ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍ ପରେ ସୋମବାର ସକାଳେ ପୁଣି କାବୁଲ ବିମାନବନ୍ଦର ନିକଟରେ ରକେଟର ଶବ୍ଦ ଶୁଣିବାକୁ…

ଏଣିକି ଟ୍ରେନ୍‌ରେ ଯାତ୍ରା କରିବା ହେବ ଶସ୍ତା: ୮ ପ୍ରତିଶତ କମ୍‌ ହେବ ଏସି-୩ ଭଡ଼ା

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଆଧୁନିକ ସୁବିଧା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଇକୋନୋମି ଏସି ୩ ବା ୩ ଟାୟାରର ଶୁଭାରମ୍ଭ କରିବାନେଇ ଘୋଷଣା କରିଛି । ବିଭିନ୍ନ ଜୋନରେ ଏହିପରି ଇକୋନୋମି ଏସି-୩କୁ…

ମହିଳାଙ୍କୁ ନେଇ ତାଲିବାନର ଘୋଷଣା- ‘ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟାନ୍’

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବାର ପ୍ରତିଶ୍ରୁତି ପରେ ବି ପୁଣି ପୁରୁଣା ଢ଼ାଞ୍ଚାକୁ ଆସିଛି ତାଲିବାନ୍ ।…