Browsing Category

ଦେଶ ବିଦେଶ

ନାଗରିକତା ସଂଶୋଧନ ବିଲ୍ ପାସ୍, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML

ନୂଆଦିଲ୍ଲୀ,୧୨ା୧୨: ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ପାସ୍ ହୋଇଥିଲ । ଏହି ବିଲ ପାସକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ IUML(ଇଣ୍ଡିଆନ ୟୁନିଅନ ମୁସଲିମ୍ ଲିଗ୍ )। ଏନେଇ ଆଜି…

ରାଜ୍ୟସଭା ରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ

ନୂଆଦିଲ୍ଲୀ, ୧୧ା୧୨(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ବହୁ ତର୍କ ବିତର୍କ ପରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ସପକ୍ଷରେ ୧୨୫ଭୋଟ ପଡ଼ିଥିବା ବେଳେ ବିପକ୍ଷରେ୧୦୫ ଭୋଟ ପଡ଼ିଛି…

ସିଲେକ୍ଟ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ,୧୧ ।୧୨: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଲ୍ । ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭାରେ ଭୋଟିଂ ହୋଇଛି । ସିଲେକ୍ଟ କମିଟିକୁ ପଠାଯିବା ନେଇ ଆସିଥିବା ପ୍ରସ୍ତାବ କାଟ ଖାଇଲା ।…

ଆସାମରେ ଇଣ୍ଟରନେଟ୍ ସେବା ବନ୍ଦ, ଜମ୍ମୁରୁ ଆସାମ ଗଲେ ଯବାନ

ଆସାମ,୧୧ ।୧୨: ନାଗରିକ ସଂଶୋଧନ ବିଲକୁ ଆସାମରେ ତୀବ୍ର ବିରୋଧ କରାଯାଉଛି । ଏନେଇ କାମରୁପ ଜିଲ୍ଲା ସହ ଲକ୍ଷ୍ମୀପୁର, ତିନି ସୁକିଆ, ଗୋଲାଘାଟ ଭଳି ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଆଜି ସନ୍ଧ୍ୟା…

ସମର୍ଥନ ଦେଉଛୁ, ସଂଶୋଧନ କର: ବିଜେଡି

ନୂଆଦିଲ୍ଲୀ,୧୧ ।୧୨: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି । ଏନେଇ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଲୋକସଭା ଭଳି ରାଜ୍ୟ ସଭାରେ ବି ଆମର…

ଅନ୍ତରୀକ୍ଷରେ ପୁଣି ଇତିହାସ ରଚିଲା ଇସ୍ରୋ, ଲଞ୍ଚ କଲା PSLV-C48

ନୂଆଦିଲ୍ଲୀ,୧୧ ।୧୨: ଅନ୍ତରୀକ୍ଷରେ ପୁଣି ଥରେ ଇତିହାସ ରଚିଲା ଇସ୍ରୋ । ଆଜି ଅପରାହ୍ନ ୩ଟା ୨୫ରେ ମହାକାଶକୁ PSLV-C48 ଯାନ ଉତକ୍ଷେପଣ କଲା ଇସ୍ରୋ । ଆନ୍ଧ୍ରର ଶୀହରିକୋଟାରୁ ୧୦ଟି ସାଟେଲାଇଟ୍ ନେଇ ଗଲା PSLV-C48 ।…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ହାଫିଜ ସୟିଦ: ଦୋଷୀ ସାବ୍ୟସ୍ତ କଲା ପାକିସ୍ତାନ

ଇସଲାମବାଦ,୧୧ ।୧୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ । ଏହି ମାମଲାରେ ପାକିସ୍ତାନର ଲାହୋର ଆତଙ୍କବାଦୀ ନିରୋଧୀ କୋର୍ଟ ଆଜି ହାଫିଜକୁ ଦୋଷୀ ସାବ୍ୟସ୍ତ…

ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ,୧୧ ।୧୨: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡି ଘଟଣାର ପରବର୍ତ୍ତୀ ଦଙ୍ଗା ମାମଲାକୁ ନେଇ ଆଜି ଗୁଜୁରାଟ ବିଧାନସଭାରେ ନାନାବତୀ କମିସନ ରିପୋର୍ଟ ଉପସ୍ଥାପିତ ହୋଇଛି । ଏହି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର…

ଆଜି ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ

ନୂଆଦିଲ୍ଲୀ,୧୧ ।୧୨: ଆଜି ଅପରାହ୍ନ ୩ଟା ୨୫ରେ ମହାକାଶକୁ PSLV-C48 ଯାନ ଛାଡିବ ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟାରୁ ୧୦ଟି ସାଟେଲାଇଟ୍ ନେଇ ଯିବ ଏହି PSLV-C48 । RISAT-2BR1 ସହ ଅନ୍ୟ ୯ଟି ବାଣିଜ୍ୟିକ ସାଟେଲାଇଟକୁ…

ରାଜ୍ୟ ସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ପାଇଁ ୬ଘଣ୍ଟାର ସମୟ ଦିଆଯାଇଥିବା ସୂଚନା ରହିଛି । ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…