Browsing Category

ଦେଶ ବିଦେଶ

ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ଜଣଙ୍କୁ ଜେଲ୍

ମଧ୍ୟପ୍ରଦେଶ,୨୫ା୧୧: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନତି ଭଳି ଘଟଣା ଘଟିଥିଲା । ୨୦୧୩ ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସେମାନଙ୍କୁ ଜେଲ ଦଣ୍ଡାଦେଶ…

ଲୋକସଭାରେ ଆଗତ ହେଲା ୪ ଗୁରୁତ୍ୱପୂର୍ଣ୍ଣ ବିଲ୍

ନୂଆଦିଲ୍ଲୀ,୨୫ା୧୧: ଆଜି ଲୋକସଭାରେ ଆଗତ ହୋଇଛି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଟିକସ ଆଇନ ସଂଶୋଧନ ବିଲ୍, ଏସପିଜି ସଂଶୋଧନ ବିଲ୍ ଆଗତ ହୋଇଛି । ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଲ୍ ମଧ୍ୟ ଆଗତ…

ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ…

୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ !

ମହାରାଷ୍ଟ୍ର,୨୫ା୧୧: ବିଜେପିକୁ ସମର୍ଥନର ୪୮ଘଣ୍ଟା ହୋଇନି ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ତାଙ୍କୁ ୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍ ଦିଆଯାଇଥିବା ସୂଚନା ମିଳିଛି । ଏନସିପି ନେତା…

ଯୋଗୀ ସରକାରଙ୍କ ନିଷ୍ପତ୍ତି- ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍

ଅଯୋଧ୍ୟା,୨୫ ।୧୧: ଉତ୍ତରପ୍ରଦେଶରେ ଗାଈଙ୍କ ସୁରକ୍ଷା ପାଇଁ ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯୋଗୀ ସରକାର । ଅଯୋଧ୍ୟାରେ ଗାଈଙ୍କୁ ଏବେ କୋଟ୍ ପିନ୍ଧାଯିବ । ସେମାନଙ୍କୁ ଥଣ୍ଡାରୁ ବଞ୍ଚାଇବା ପାଇଁ ଏହାର ଶୁଭାରମ୍ଭ…

ବେସୁରା ଗାଇବାରୁ ମଞ୍ଚ ଉପରେ ଚଢି ପିଟିଲେ ଦର୍ଶକ, ଭିଡିଓ ଭାଇରାଲ

ଗୁଜୁରାଟ,୨୫ ।୧୧: ଗୁଜୁରାଟରେ ଚାଲୁଥିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଗାୟକ ବେସୁରା ଗାଇବାରୁ ଦର୍ଶକମାନେ ରାଗିଯିବା ସହ ଷ୍ଟେଜ୍ ଉପରେ ଚଢି ତାଙ୍କୁ ବାଡେଇଥିଲେ…

କାଲି ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ,୨୫ ।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଶେଷ ହୋଇଛି । କାଲି ଦିନ ୧୦ ଟା ୩୦ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ବିରୋଧୀଙ୍କ ଫ୍ଲୋର ଟେଷ୍ଟ ଆବେଦନ ଉପରେ କାଲି ଆସିବ ରାୟ । ତେବେ…

ସଂସଦରେ ମହାରାଷ୍ଟ୍ର ଝଡ, କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ସମ୍ବିଧାନକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏନେଇ ଲୋକସଭାକୁ ଦିନ ୧୨ ଟା ଓ ରାଜ୍ୟସଭାକୁ…

ସୁପ୍ରିମକୋର୍ଟରେ ‘ମହା’ ଶୁଣାଣି

ନୂଆଦିଲ୍ଲୀ,୨୫ ।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି ରହିଛି । ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି । କୋର୍ଟରେ ଅଜିତ ପାୱାରଙ୍କ ଚିଠି ଦାଖଲ କରିଛନ୍ତି…

କିଛି ସମୟ ପରେ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ହେବ ଆଜିର ଶୁଣାଣି । ଦିନ ୧୦ଟା ୩୦ରେ ହେବ ଏହି ମାମଲାର…