Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ଯୁଦ୍ଧରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି…
ପୁଟିନ ସେନାଙ୍କ ଗୁଳିରେ ପ୍ରାଣ ହରାଇଲେ ଆମେରିକୀୟ ପତ୍ରକାର: ଅନ୍ୟ ଜଣେ ଆହତ
ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ଯୁଦ୍ଧରେ ପ୍ରଥମ ଥର କେହି ଆମେରିକୀୟଙ୍କ ମୃତ୍ୟୁ…
ପୁଣି ଋଷର ଏୟାରଷ୍ଟ୍ରାଇକ: ୩୫ ଜଣଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୧୮ ଦିନରୁ ଆକ୍ରମଣ କରି ଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାରେ ସଫଳ ହେଉଛି ପୁତିନ ସେନା । ଆଜି ଋଷ ତରଫରୁ ଏକ ଏୟାର ଷ୍ଟ୍ରାଇକ ହୋଇଛି ଯେଉଁଥିରେ ୩୫ ଜଣ ପ୍ରାଣ…
ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ପୋଲାଣ୍ଡକୁ ସ୍ଥାନାନ୍ତର: ସରକାର ନେଲେ ବଡ଼ ନିଷ୍ପତ୍ତି
ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ପରିସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି । ଉଭୟ ଦେଶ ନଇଁବାକୁ ରାଜି ନାହାଁନ୍ତି । ଏହାରି ମଧ୍ୟରେ ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି…
କିଭ୍ କୁ ତିନିପଟରୁ ଘେରିଲାଣି ରୁଷ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଗଲାଣି । କିଭ୍ ଦଖଲ ପାଇଁ ରୁଷିଆ ସେନାର ନିର୍ଣ୍ଣାୟକ ଲଢ଼େଇ । ବର୍ତ୍ତମାନ କିଭ୍ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରୁଷିଆ । କିଭ୍ ସହରର ଓବ୍ଲାଷ୍ଟ୍ ଉପରେ…
କିଭରେ ରୁଷ ସୈନ୍ୟଙ୍କ ଗୁଳିମାଡ଼: ଶିଶୁ ସମେତ ୭ ମୃତ
କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । କିଭରେ ରୁଷ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
ପୁଟିନଙ୍କୁ ଆମେରିକାର ଚେତାବନୀ, ରାସାୟନିକ ଅସ୍ତ୍ର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ
ୱାଶିଂଟନ : ଦୀର୍ଘ ୧୮ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ଋଷ ଲଗାଦାର ଆକ୍ରମଣ ଜାରି ରଖିଛି । ଶନିବାର ଋଷସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ବୋମାମାଡ ଜାରି ରଖିଥିବା ବେଳେ…
ଋଷ-ୟୁକ୍ରେନ ଯୁଦ୍ଧ: ଜେରୁଜେଲମରେ ଭେଟିବାକୁ ପୁଟିନଙ୍କୁ ଜେଲେନସ୍କିଙ୍କ ପ୍ରସ୍ତାବ
ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଭେଟିବାକୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ଜେରୁଜେଲମଠାରେ ଭେଟିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସେ ଇସ୍ରାଏଲ…
ବାୟୋ ୱିପନ ପାଇଁ ୟୁକ୍ରେନକୁ ପଇସା ଦେଉଛି ଆମେରିକା: ବିସ୍ଫୋରକ ଅଭିଯୋଗ ଆଣିଲା ଋଷ
ନୂଆଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ମଧ୍ୟରେ ଉଭୟ ରାଷ୍ଟ୍ର ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ…
ରୁଷ ସୀମାକୁ ୧୨ ହଜାର ସୈନିକ ପଠାଇଲା ଆମେରିକା, କଣ ହେବ ତୃତୀୟ ବିଶ୍ଵ ଯୁଦ୍ଧ ?
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି ରୁଷ ସେନା। ଯୁଦ୍ଧ ୧୫ ଦିନ ବିତିବା ପରେ ଏବେ ଆମେରିକା ସକ୍ରିୟ ହୋଇ ଉଠିଛି। ରୁଷ ସୀମାକୁ ନିଜର ୧୨ ହଜାର ସୈନିକ…