Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇତିମଧ୍ୟରେ ଏକ ଦୁଃଖଦ ଖବର ଆସିଛି । ୟୁକ୍ରେନର ଖାରକିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବୋମାମାଡ଼ ଯୋଗୁଁ ଉକ୍ତ ଛାତ୍ରଙ୍କ…

ରକ୍ତମୁଖା ‘Wagner Group’ କରିବେ ଜେଲେନସ୍କିଙ୍କୁ ହତ୍ୟା: ୟୁକ୍ରେନରେ ପୁଟିନ ବିଛାଇଛନ୍ତି ମରଣର ଜାଲ

ନୂଆଦିଲ୍ଲୀ: ଷଷ୍ଠ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ । ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ସୂତ୍ର ବାହାରି ପାରିନଥିଲା ।…

ଦୁଇ ସେକେଣ୍ଡରେ ୟୁକ୍ରେନର ପ୍ରଶାସନିକ ଭବନକୁ ମାଟିରେ ମିଶାଇଦେଲା ରୁଷ, ଦେଖନ୍ତୁ ଛାତିଥରା Live ଭିଡିଓ

ଖାରକିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ନିର୍ଣ୍ଣାୟକ ମୋଡ ନେବାରେ ଲାଗିଛି । ମଙ୍ଗଳବାର ଦିନ ରୁଷ. ୟୁକ୍ରେନର ସବୁଠୁ ବଡ଼ ସହର ଖାରକିଭ୍ ଉପରେ ବଡ଼ ଧରଣର ହମଲା କରିଛି । ଖାଲି ସେତିକି ନୁହେଁ ଖାରକିଭ୍…

ଯେମିତି ହେଲେ ଆଜି ହିଁ କିଭ୍ ଛାଡି ଦିଅନ୍ତୁ ଭାରତୀୟ, ଦୂତାବାସର ନୂତନ ଆଡଭାଇଜରି ଜାରି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ଯୁଦ୍ଧରେ ୟୁକ୍ରେନର ରାଜଧାନୀ କିଭରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସେଠାରେ ଫସିଥିବା ଭାରତୀୟଙ୍କ ପାଇଁ କଠୋର ଆଡଭାଇଜରି ଜାରି କରାଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ…

ଅପରେସନ ଗଙ୍ଗାରେ ସାମିଲ୍ ହେବ ବାୟୁସେନା, ୟୁକ୍ରେନରୁ ଭାରତୀୟଙ୍କୁ ଆଣିବ ସି-୧୭ ବିମାନ

ଚଣ୍ଡିଗଡ଼: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ଅଭିଯାନକୁ ଜୋରଦାର କରିବା ସହ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର…

ଏୟାରଲିଫ୍ଟ ହେବେ ଭାରତୀୟ: ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଶତାଧିକ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ କରାଯିବ ଏୟାରଲିଫ୍ଟ । ଏନେଇ ବାୟୁସେନାକୁ…

ତାଇୱାନ ଉପରେ ଚୀନ ଆକ୍ରମଣ କଲେ ଭୟଙ୍କର ହେବ ପରିଣତି, ମଇଦାନକୁ ଓହ୍ଲାଇବେ ଦୁଇ ମହାଶକ୍ତି ଆମେରିକା ଓ ଜାପାନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀଙ୍କ ଆଗରେ ଏବେ କେବଳ ଗୋଟିଏ ସମସ୍ୟା ଆସି ଉଭା ହୋଇଛି, ତାହା ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଦୁଇ ଦେଶର ପରିସ୍ଥିତି ପରମାଣୁ ବୋମା ପର୍ଯ୍ୟନ୍ତ ଚାଲିଗଲାଣି । ତେବେ ଏହା ମଧ୍ୟରେ ଆଉ…

ରୁଷର ଅହରହ ଆକ୍ରମଣ: ଆର୍ଟିଲେରୀ ଆଟାକ୍ ରେ ୭୦ ୟୁକ୍ରେନ ଯବାନ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଅହରହ ଆକ୍ରମଣ ଜାରି ରଖିଛି । ଯାହାଫଳରେ ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ, ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର…

ପୁଣି ବଢ଼ିବ ବିଶ୍ୱରେ ସଙ୍କଟ: ରୁଷିଆ-ୟୁକ୍ରେନ ଆଲୋଚନାରୁ ବାହାରି ପାରିଲାନି ସମାଧାନର ସୂତ୍ର

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଦୁଇଦେଶ ବୁଝାମଣା କରିବାକୁ ସହମତି ପ୍ରକାଶ କରିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସାଢ଼େ ତିନି ଘଣ୍ଟାର ଆଲୋଚନା ପରେ ସମାଧାନର କୌଣସି ପନ୍ଥା…

ଯୁଦ୍ଧ ହେବ ଜାଣିଥିଲା ୟୁକ୍ରେନ! ଭାଇରାଲ ହେଉଛି ୟୁକ୍ରେନ ସେନାର ବିଜ୍ଞାପନ ଭିଡିଓ…

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି କିପରି ୟୁକ୍ରେନର ନାଗରିକମାନେ ସେନାବାହିନୀରେ ଯୋଗ ଦେଇଛନ୍ତି  । ବିଭିନ୍ନ ପ୍ରକାର ବୃତ୍ତିରେ ରହିଥିବା ୟୁକ୍ରେନୀୟମାନେ…