
Browsing Category
ଦେଶ
ମିଳିବ ନାହିଁ ମଦ କି ଗୁଟଖା, ମହିଳା ଗୋଷ୍ଠୀଙ୍କ ଟାଡରରେ ରହିବେ ମଦୁଆ
ରାୟପୁର: ଛତିଶଗଡର ଅମ୍ବିକାପୁର ଜିଲ୍ଲାର ଚୈ÷ନପୁର ଗାଁର ଲୋକେ ନେଇଛନ୍ତି ଯୁଗାନ୍ତକାରୀ ନିଷ୍ପତ୍ତି । ଏଣିକି ଗାଁରେ ବିକ୍ରି ହେବ ନାହିଁ ମଦ କି ଗୁଟକା । କେହି ନିୟମ ନ ମାନିଲେ ଦେବାକୁ ପଡିବ ୫ ହଜାର ଟଙ୍କା ଫାଇନ ।…
ଦୀପବଳି ପରେ ହୋଇଥାନ୍ତା ବାହାଘର, ତା ଆଗରୁ ଝିଅ ଚାଲିଗଲା ପୁଅ ଘରକୁ, ତାପରେ…
ଡୁଙ୍ଗରପୁର: ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ଚୌରାସି ଥାନା ଅଧୀନରେ ଘଟିଯାଇଛି ଏମିତି ଘଟଣା, ଯାହାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା । ବାହାଘର ଆଗରୁ ୧୯ ବର୍ଷୀୟା କନ୍ୟା ବର ଘରେ ପହଞ୍ଚି ଦେଇଦେଲା ଫାଶୀ । ଯୁବତୀଙ୍କ…
୧୦୦ କୋଟି ଟଙ୍କାର ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାଉତ, ୧୫ ଦିନ ଜେଲ ସହ ଜରିମାନା
ନୂଆଦିଲ୍ଲୀ: ବିଜେପି ନେତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ଉଦ୍ଧବ ଠାକରେଙ୍କ ଦଳର ନେତା ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭାରତୀୟ ଜନତା ପାର୍ଟୀର ନେତା କିରୀଟ ସୋମାୟାଙ୍କ ପତ୍ନୀ…
ଛାତ୍ରଙ୍କ ବ୍ୟାଗରେ ମାରଣାସ୍ତ୍ର, ଜାତିଗତ ବିଭେଦକୁ ନେଇ ସ୍କୁଲରେ ଉତ୍ତେଜନା, ଚିନ୍ତାରେ ପ୍ରଶାସନ
ତିରୁନେଲଭେଲି: ତାମିଲନାଡୁର ତିିରୁନେଲଭେଲି ସ୍କୁଲ ଛାତ୍ରଙ୍କ ମଧ୍ୟରେ ଜାତିଗତ ବିଭେଦ । ସ୍କୁଲକୁ ଆଣୁଛନ୍ତି ମାରଣାସ୍ତ୍ର । ସୃଷ୍ଟି କରୁଛନ୍ତି ଭୟ । ବାରମ୍ବାର ଏମିତି ଘଟଣା ବଢାଇଲାଣି ପ୍ରଶାସନର ଟେନସନ । ସୂଚନା…
୯୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ଭାଙ୍ଗିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ
ନୂଆଦିଲ୍ଲୀ: ଦେଶରେ ସୁନା-ରୂପା ଦରରେ ବୃଦ୍ଧି ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁନା-ରୂପା ଦର ଏହା ଇଙ୍ଗିତ କରୁଛି ଯେ, ଆଗାମୀ ପାର୍ବଣ ଋତୁ ଏବଂ ବିବାହ ଉତ୍ସବରେ ସୁନା-ରୂପା ଦରରେ ଅତ୍ୟଧିକ ବୃଦ୍ଧି ଘଟିବ। ଆଜିର…
(Video) ନିଆରା ପ୍ରେମ… ଛାତ୍ରୀଙ୍କୁ Hug କରି ମାଙ୍କଡ଼ ଦେଖାଇଲା ଭଲପାଇବା, ପରେ ମଥାରେ Kiss: କ୍ଲାସ ଭିତରେ ପଡ଼ିଛି ଚହଳ
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଖୁବ ଆକ୍ଟିଭ ରହିଛି । ଯେକୌଣସି ମୁହୂର୍ତ୍ତର ଯେକୌଣସି ଭିଡିଓ କିମ୍ବା ଫଟୋ ଖୁବ କମ୍ ସମୟ ଭିତରେ ଖୁବ ଭାଇରାଲ ହେଉଛି । ଯାହା ଫଳରେ ସାରା ବିଶ୍ୱର ପ୍ରତିଟି ଘଟଣା…
ପାକିସ୍ତାନୀ ମହିଳାଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ସୀମା ପାର ବେଳେ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ପାକିସ୍ତାନର ସୀମା ହାଇଦର ଏବଂ ଭାରତର ସଚିନ ମୀଣାଙ୍କ ମାମଲା ଆପଣ ଜାଣିଥିବେ। ଯେଉଁମାନେ ଅନଲାଇନରେ ଗେମ ଖେଳୁ ଖେଳୁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଏହାପରେ ସୀମା ନିଜର ପିଲାମାନଙ୍କୁ ଧରି ଭାରତ…
କୋଇଲା ନେଇ ଯାଉଥିଲା ମାଲବାହୀ ଟ୍ରେନ,ଷ୍ଟେସନ ଛାଡିବା ପରେ ପରେ ହେଲା ଏମିତି କିଛି…
ବୋକାରୋ: ଝାରଖଣ୍ଡର ବୋକାରୋରେ ଏକ ବଡଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ବୋକାରୋ ଷ୍ଟିଲ ପ୍ଲାଣ୍ଟରୁ କୋଇଲା ନେଇ ଯାଉଥିବା ମାଲଗାଡି ତୁପକାଡିହ ରେଳଷ୍ଟେନ ନିକଟରେ ବୁଧବାର ବିଳମ୍ବିତ ରାତିରେ ଲାଇନଚ୍ୟୁତ…
PM Kisan Yojna; ଖୁସି ଖବର… ଦୁର୍ଗାପୂଜାରେ ଆକାଉଣ୍ଟକୁ ଆସିବ ୧୮ତମ କିସ୍ତି: ସରକାର କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ଦେଶର କୋଟି କୋଟି କୃଷକ ଲାଭବାନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା କୃଷକମାନେ ୧୭ଟି କିସ୍ତିରେ…
‘ନର୍କକୁ ସ୍ୱାଗତ…’, ବିଳମ୍ବରେ ଆସିଲେ ୨ ଘଣ୍ଟା ହାତ ଉପରକୁ କରି ଛିଡ଼ା ହୁଅନ୍ତି କର୍ମଚାରୀ
ବେଙ୍ଗାଲୁରୁ: ମେଟ୍ରୋପଲିଟିଆନ୍ ସହରରେ ଲୋକଙ୍କ ଲାଇଫଷ୍ଟାଇଲ ଭିନ୍ନ । ଅଧିକାଂଶ ଲୋକମାନେ ସଉକୀନ୍ ମିଜାଜର । ବିଶେଷ କରି ଲକଜରୀ ହୋଟେଲରେ ବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନର, କିଟି ପାର୍ଟି, ଅଫିସିଆଲ କନଫେରେନ୍ସ,…