CHARIDHAM
Browsing Category

ଦେଶ

କଲବଲ କଲା କଳଙ୍କ ଭୟ; ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଶି ମାରିଦେଲେ ମା’-ଭାଇ ଓ ମାମୁଁ

ସମ୍ଭଲ: ୟୁପିର ସମ୍ଭଲ ଜିଲ୍ଲାରେ 'ଅନର କିଲିଂ'ର ଏକ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଅଭିଯୁକ୍ତ ମାନେ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା।…

ChatGPT ନିର୍ମାତାଙ୍କୁ ବଡ଼ ଝଟକା… ହ୍ୟାକ୍ ହେଲା OpenAIର ଆକାଉଣ୍ଟ, କ୍ରିପ୍ଟୋକରେନ୍ସି ସ୍କାମର ପ୍ରୟାସ

ନୂଆଦିଲ୍ଲୀ: OpenAIର ନ୍ୟୁଜ୍ ରୁମ୍ ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିଛନ୍ତି । ଏହି ଆକାଉଣ୍ଟ ଏକ୍ସ ପ୍ଲାଟଫର୍ମ(ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ଅନେକ ଫଲୋର୍ସଙ୍କ ମାଲିକ । ହ୍ୟାକରମାନଙ୍କର ଉଦ୍ଦେଶ୍ୟ ଥିଲା…

୧୫ ବର୍ଷ ସାନ ପ୍ରେମିକ ସହ ଫେରାର ମହିଳା, ସାଙ୍ଗରେ ନେଇଗଲେ ପୁଅ ଏବଂ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଭଦୋହୀରେ ବିଜେପି ନେତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁଙ୍କ ମାଆ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ମହିଳା ନିଜେ ମଧ୍ୟ ବିଜେପିର ନେତ୍ରୀ ଏବଂ ସେ ଚେୟାରମ୍ୟାନ ନିର୍ବାଚନ ମଧ୍ୟ…

ଭାରତରେ ମିଳିଲା ମଙ୍କିପକ୍ସର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ , ଯାହାକୁ ଏମରଜେନ୍ସି ଘୋଷଣା କରିଥିଲା WHO

ମଙ୍କିପକ୍ସ କ୍ଲେଡ୍ ୧ର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । କେରଳର ମଲପୁରମରେ ଏହି ମାମଲା ଦେଖିବାକୁ ମିଳିଛି । ନିକଟରେ ପୀଡିତା ୟୁଏଇରୁ ଫେରି ଆସିଥିଲେ । ଏହି ରୋଗର ଲକ୍ଷଣ ଦେଖିବା ପରେ ତାଙ୍କୁ ତୁରନ୍ତ…

ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି

ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ…

ମୋବାଇଲ୍ ଟାୱାର ଲଗାଇବା ନାଁରେ ଲୋକଙ୍କୁ ଠକେଇ: ମେସେଜ୍ ପଠାଇ ଆଲର୍ଟ କଲା TRAI

ନୂଆଦିଲ୍ଲୀ: ନୂଆ ନୂଆ ଯୋଜନା କରି ଲୋକଙ୍କଠାରୁ ଟଙ୍କା ଲୁଟିବାରେ ଲାଗିପଡ଼ିଛନ୍ତି ଦୁଷ୍ଟ ପ୍ରକୃତିର ଲୋକ । ସେମାନେ ପ୍ରଥମରେ ନିରୀହ ଲୋକମାନଙ୍କୁ ସେମାନଙ୍କ ଜାଲରେ ପକାନ୍ତି ଓ ପରେ ତାଙ୍କଠାରୁ ଟଙ୍କା ଲୁଟନ୍ତି ।…

ବଢିଗଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଆଜି ଘରୋଇ ଫ୍ୟୁଚରରେ ସୁନା-ରୂପା ଦରରେ ବୃଦ୍ଧି ଘଟିଛି। ବାୟଦା ବଜାରରେ ୨୪ ସେପ୍ଟେମ୍ବରରେ ସୁନା ୧୦୦ ଟଙ୍କା ମହଙ୍ଗା ହୋଇଛି। ସେହିପରି ରୂପା ଦର ୭୦ ଟଙ୍କା ବୃଦ୍ଧି ପାଇଛି। ଏହାପରେ ସୁନା ୭୪,୩୫୦ ଟଙ୍କା…

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟରେ ଇସିର ବଡ ଆକ୍ସନ, ପ୍ରଚାରରେ ଭାଗ ନେବାରୁ ୨୧ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶବ୍ଦ ସୋମବାର (ସେପ୍ଟେମ୍ବର ୨୩) ସନ୍ଧ୍ୟାରେ ବନ୍ଦ ହୋଇଯାଇଛି । ବୁଧବାର (ସେପ୍ଟେମ୍ବର ୨୫) ରେ କେନ୍ଦ୍ର ଶାସିତ ଅଞ୍ଚଳରେ…

ଜୟା ବଚ୍ଚନଙ୍କ କଥା ଶୁଣି କାହିଁକି କାନ୍ଦିବାକୁ ଲାଗିଲେ ଐଶ୍ୱର୍ଯ୍ୟା, ଅଭିଷେକ ବି ରହିଥିଲେ ଚୁପ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ବଚ୍ଚନ ପରିବାର ମଧ୍ୟରେ କିଛି ଠିକ ନ ଚାଲିଥିବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସଂପର୍କ…

ଫୋଷ୍ଟ ଅଫିସର ଏହି ଯୋଜନାରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ସୁଧ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ପୋଷ୍ଟ ଅଫିସର ଟାଇମ ଡିପୋଜିଟ ସ୍କିମରେ ଲୋକଙ୍କୁ କେବଳ ସୁଧରୁ ହିଁ ଲକ୍ଷ ଲକ୍ଷ ଟଙ୍କା ଲାଭ ମିଳିଥାଏ । ଏହାର ପୂରା ହିସାବ ବିଷୟରେ ଜାଣନ୍ତୁ । ଅନେକ ଲୋକଙ୍କ ଭିବିଷ୍ୟତ ପାଇଁ ନିବେଶର ପ୍ଲାନିଙ୍ଗ କରନ୍ତି…