Browsing Category

ଦେଶ

ସୋସିଆଲ ମିଡିଆରୁ ଶୁଣାଣିର ଭିଡିଓ ରେକର୍ଡ଼ିଂ ହଟାନ୍ତୁ, କେଜରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ମଦ ଦୁର୍ନିତି ମାମଲା ସହ ଜଡ଼ିତ ମାମଲାର ଶୁଣାଣିର ଏକ ଭିଡିଓ ରେକର୍ଡ଼ିଂ ସୋସିଆଲ ମିଡିଆରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ…

ଆରଏସଏସ ଏବଂ ବିଜେପି ମଧ୍ୟରେ ଚାଲିଛି କ’ଣ; ଏପରି କହିଲେ RJD ନେତା ମନୋଜ ଝା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆର ଜେ ଡି) ନେତା ମନୋଜ ଝା କହିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର ଏସ ଏସ) ମଧ୍ୟରେ ସ୍ଥିତି ପାଇଁ ଲଢ଼େଇ ଚାଲିଛି। ଏଥିରେ ଦେଶକୁ ସମୟ…

ଖାର୍ଗେ କାହିଁକି କହିଲେ, ‘ମୁଁ ମୋଦୀଙ୍କ କଥା ଦୋହରାଉଛି’

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶନିବାର କହିଛନ୍ତି ଯେ ଲୋକମାନେ ମୋଦୀ ସରକାରକୁ ସଂଖ୍ୟାଲଘୁରେ ପରିଣତ କରିଛନ୍ତି। ମୋଦୀ ନିଜେ ଅନେକ ଥର ଖିଚୁଡି ସରକାରଙ୍କ କଥା ଉଲ୍ଲେଖ କରିଛନ୍ତି।…

(Video)ନଦୀରେ ଖସିଲା ଯାତ୍ରୀବାହୀ ଗାଡି, ୧୦ରୁ ଅଧିକ ଯାତ୍ରୀ ମୃତ ଆଶଙ୍କା

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଛି । ଏହି ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଓ ୭ ଯାତ୍ରୀ…

ମୋଦୀଙ୍କ ନିମନ୍ତ୍ରଣରେ ଭାରତ ଆସିବେ କି ପୋପ୍ ଫ୍ରାନ୍ସିସ ? ପୋପ୍‌ଙ୍କ ଗସ୍ତ ଆମ ଦେଶ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଜି ୭ ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି । ଏହି କ୍ରମରେ ସେ ପୋପ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଆଶା କରାଯାଉଛି କି ଏଥର ପୋପ୍ ଫ୍ରାନ୍ସିସ…

କ’ଣ ନିଟ୍ ପ୍ରଶ୍ନପତ୍ର ଘୋଷାଇଥିଲେ ସଲଭର ଗ୍ୟାଙ୍ଗ୍? ୯ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବ EOU

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପାଟନା 'ଅର୍ଥନୈତିକ ଅପରାଧ ୟୁନିଟ୍' (ଇଓୟୁ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୯ ଜଣ ପରୀକ୍ଷାର୍ଥୀଙ୍କୁ ପଠାଇଛି । ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଇଓୟୁ ସମସ୍ତ…

ଲୋକସଭା ବାଚସ୍ପତି ନିର୍ବାଚନ: ଦୌଡ଼ରେ ସାମିଲ ଏହି ନାଁ, ବିଜେପିକୁ ମିଳିବ ଜେଡିୟୁର ସମର୍ଥନ

ନୂଆଦିଲ୍ଲୀ: ଜୁନ୍ ୨୪ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ । ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୨୬ ତାରିଖ ସ୍ଥିର ହୋଇଥିବା ବେଳେ ନୂତନ ବାଚସ୍ପତିଙ୍କୁ ନେଇ ବିଭିନ୍ନ…

ଏସି ଫ୍ୟାନ୍ ଚଳାନ୍ତୁ କିମ୍ବା ୧୦ଟା ଫ୍ଯାନ୍ ଚଲାନ୍ତୁ; ଦେବାକୁ ପଡ଼ିବନି ବିଲ୍, ୨୫ ବର୍ଷ ପାଇଁ ଟେନସନ ଫ୍ରି

ନୂଆଦିଲ୍ଲୀ: ଚଳିତ ବର୍ଷ ଏତେମାତ୍ରାରେ ଗ୍ରୀଷ୍ମ ପ୍ରବାହ ବଢ଼ି ଯାଇଛି ଯେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଛୁଛି। ଗୋଟିଏ ପଟେ ଗରମ ଓ ଅନ୍ୟପଟେ ପୁଣି ବିଜୁଳି କାଟ ଲୋକଙ୍କୁ କଲବଲ କରୁଛି। ଏଭଳି…

କୁଏତରେ ଜଳିଯାଇଥିବା ଭାରତୀୟଙ୍କୁ କିପରି ଚିହ୍ନଟ କରାଯିବ? ଜାଣନ୍ତୁ କ’ଣ ରହିଛି ସେହି ପରୀକ୍ଷା

ନୂଆଦିଲ୍ଲୀ: କୁଏତର ମାଙ୍ଗାଫର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ ପ୍ରଣ ହରାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସେହି ଅଗ୍ନିକାଣ୍ଡରେ ଅନେକ ଭାରତୀୟ ପ୍ରଣ ହରାଇଛନ୍ତି । ଏହାରିଭିତରେ ଦେଖିଲେ ଦୁଇ ଜଣ ଓଡ଼ିଆ…

ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କୃଷ୍ଣା କୁମାରୀ ବିଧାୟିକା ଭାବେ ଦେଲେ ଇସ୍ତଫା, ଚିଠି ମାଧ୍ୟମରେ କହିଲେ ଏହି କାରଣ

ଗ୍ୟାଙ୍ଗଟକ୍‌: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ସମ୍ମୁଖରେ ବଡ଼ ସମସ୍ୟା ଉପୁଜିଛି । ବିଧାୟିକା ଭାବେ ଶପଥ ଗ୍ରହଣ କରିବା ପରେ ତାଙ୍କ ପତ୍ନୀ କୃଷ୍ଣା କୁମାରୀ ଗୁରୁବାର ଏହି ପଦରୁ ଇସ୍ତଫା ଦେଇଥିଲେ ।…