Browsing Category

ଦେଶ

୧ କି ୨ ନୁହେଁ, ବରଂ ସୋସିଆଲ ମିଡିଆରେ ଏତିକି ଘଣ୍ଟା ବିତାଉଛନ୍ତି ଆପଣ: ରିପୋର୍ଟରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଆଜିକାଲି ଆମେ ଯାହାକୁ ବି ଦେଖୁଛୁ, ସମସ୍ତେ ନିଜ ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛନ୍ତି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଆଜିକାଲି ବହୁତ ସକ୍ରିୟ ରହୁଛନ୍ତି । ଇନଷ୍ଟାଗ୍ରାମରେ ରିଲ୍…

ବିହାର ସରକାରଙ୍କ ବଡ ନିଷ୍ପତ୍ତି – ଏକ ମାସ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଜାରି କରାଯିବ ୧ କୋଟି ନୂଆ ଆୟୁଷମାନ କାର୍ଡ

ପାଟନା: ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଶୁକ୍ରବାର ଦିନ କେନ୍ଦ୍ରର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ଏକ କୋଟି ନୂଆ ଆୟୁଷ୍ମାନ ଭାରତ…

(Video)ଅଚାନକ କଣ୍ଡକ୍ଟରଙ୍କ ମଧ୍ୟରେ ଆସିଗଲା ସୁପର ପାୱାର, ଦେଖନ୍ତୁ ଚଳନ୍ତା ବସ୍‌ରେ କିପରି ବଞ୍ଚାଇଲେ ଯୁବକଙ୍କ ଜୀବନ

ଓଡ଼ିଶା ଭାସ୍କର: ଆପଣ ସ୍ପାଇଡରମ୍ୟାନ୍ ଫିଲ୍ମ ଦେଖିଛନ୍ତି କି? ଯଦି ଦେଖିଥିବେ ତେବେ ଜାଣିଥିବେ ଷଷ୍ଠ ଇନ୍ଦ୍ରିୟ କାହାକୁ କୁହାଯାଏ ଓ ଏହା କେଉଁପରି ସୁପରପାୱାର ହୋଇଥାଏ । ଯେଉଁପରି ସ୍ପାଇଡରମ୍ୟାନକୁ କୌଣସି ଘଟଣା ଘଟିବା…

ବିଜେପିର କୃଷକଙ୍କୁ ବଡ ଉପହାର, କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ବୃଦ୍ଧି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଲୋକସଭା ନିର୍ବାଚନ ଆଚାର ସଂହିତା ହଟିବା ପରେ କୃଷକଙ୍କ ଲାଗି ଆଜି ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ସରକାର କୃଷକଙ୍କ ସମ୍ବଳ ବୃଦ୍ଧି ଲାଗି କିଷାନ ସମ୍ମାନ ନିଧିରେ…

ଦିଲ୍ଲୀ ଜଳ ସଂକଟ; ହରିୟାଣା ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଅତିଶୀ, ଅନ୍ୟପଟେ ଜଳ ମନ୍ତ୍ରୀ ସର୍ବଦଳୀୟ ବୈଠକ କରନ୍ତୁ ବୋଲି…

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖାଦେଇଥିବା ଜଳ ସଂକଟକୁ ନେଇ ଆପ୍ ମନ୍ତ୍ରୀ ତଥା ଜଳ ମନ୍ତ୍ରୀ ଅତିଶୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ ଅଭିଯୋଗ କରିଛନ୍ତି ଯେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଆସୁଥିବା ପାଣି ହରିୟାଣା ସରକାର…

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆମକୁ କ’ଣ ସବୁ ଶିକ୍ଷା ଦେଲା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆସନ୍ତା ୯ ତାରିଖ ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ ।…

ଆଜି କଂଗ୍ରେସର CWC ଏବଂ ସଂସଦୀୟ ଦଳର ବୈଠକ, ଲୋକସଭା ନିର୍ବାଚନରେ ସଫଳତାକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ଏବଂ ପାର୍ଟି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରେ CWC ବୈଠକ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ ।…

ଆଜି ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରୀମଣ୍ଡଳ ବୈଠକ, ଲୋକସଭା ନିର୍ବାଚନରେ ପରାଜୟର କାରଣକୁ ନେଇ କରିବେ ସମୀକ୍ଷା

ଲକ୍ଷ୍ନୌ: ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳ ବୈଠକ କରିବେ । ଏହି ବୈଠକରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ସମୀକ୍ଷା କରିବେ । ଏହା ସହ ସରକାରଙ୍କ ସମସ୍ତ ବିଭାଗର…

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ : ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ…

ଏସିଆର ପ୍ରଥମ ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ମିଳିଳା ନିମନ୍ତ୍ରଣ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ…