CHARIDHAM
Browsing Category

ଦେଶ

ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ଆରଏସଏସ, ନିର୍ବାଚନକୁ ପ୍ରଭାବିତ କରି ମୋଦି ଗଢିଛନ୍ତି ସରକାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଏବେ ତ୍ରିଦିବସୀୟ ଆମେରିକା ଗସ୍ତରେ । ସେଠି ସେ ଘନ ଘନ ବିଜେପି ଓ ଆରଏସଏସ ଉପରେ ଟାର୍ଗେଟ କରିଚାଲିଛନ୍ତି । ଚଳିତ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଟିପ୍ପଣୀ ଦେଇ ଦେଶର ନିର୍ବାଚନ ବ୍ୟବସ୍ଥାର…

ସୁଖୁଙ୍କ କାର୍ଯ୍ୟକାଳ ହିମାଚଳରେ ଖେଳାଇଛି ଅରାଜକତା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ସାମ୍ପ୍ରତିକ କାର୍ଯ୍ୟକାଳରେ କୁଶାସନ ଓ ପ୍ରତିଶ୍ରୁତି ପୂର୍ଣ୍ଣ କରିବାରେ ବିଫଳତା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏକଦା…

ହରିୟାଣା ବିଧାନସଭା ନିର୍ବାଚନ: ଆପ୍ ଜାରି କଲା ୨ୟ ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଛି ଟିକେଟ୍ ?

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ଆପ୍ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଆପ୍ ଏହାର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହି ୯ ଜଣଙ୍କ ମଧ୍ୟରେ ବିଜେପି-…

‘କଂଗ୍ରେସ ସଂରକ୍ଷଣ ବ୍ୟବସ୍ଥା ଶେଷ କରିବ…’, କାହିଁକି ଏପରି କହିଲେ BSP ସୁପ୍ରିମୋ ମାୟାବତୀ ?

ଲକ୍ଷ୍ନୌ: ଆମେରିକା ଗସ୍ତରେ ଅଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟେକ୍ସାସ୍ ବିଶ୍ୱବିଦ୍ୟାଳୟରେ ତାଙ୍କ ବୟାନକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏଥିମଧ୍ୟରେ BSP ସୁପ୍ରିମୋ…

ହରିୟାଣା ବିଧାନସଭା ନିର୍ବାଚନ: କଂଗ୍ରେସ- ଆପ୍ ମଧ୍ୟରେ ଛିଣ୍ଡିଲାନି ଆସନ ବୁଝାମଣା ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୈତିକ ଦଳ । ଏଥିମଧ୍ୟରେ ହରିୟାଣା ବିଧାନସଭା ଆସନ ବୁଝାମଣାକୁ ନେଇ କଂଗ୍ରେସ ଏବଂ ଆପ୍ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ଆପ୍ ଏକାକୀ ବିଧାନସଭା…

କାଲି ସିଲିଣ୍ଡର ଆଜି ସିମେଣ୍ଟ ସ୍ଲାବ: ପିଟିହେଲା ଟ୍ରେନ, ରେଳ ଦୁର୍ଘଟଣା କରିବାକୁ ବଡ ଷଡଯନ୍ତ୍ର

ରାଜସ୍ଥାନ : ଉତ୍ତରପ୍ରଦେଶର କାନପୁର ପରେ ରାଜସ୍ଥାନରୁ ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ରର ଖବର ସାମ୍ନାକୁ ଆସୁଛି । ଗତକାଲି ଟ୍ରାକରେ ସିଲିଣ୍ଡର ରଖିଥିବା ବେଳେ ଆଜି ରାଜସ୍ଥାନର ଆଜମେରର ରେଳ ଟ୍ରାକରେ ଦେଖିବାକୁ ମିଳିଛି…

ଦୁର୍ଗା ପୂଜାରେ ବାସିବନି ଇଲିଶି ମାଛ ବେସର, ରୋକ୍ ଲଗାଇଲା ବାଂଲାଦେଶ

ନୂଆଦିଲ୍ଲୀ: ଆଉ ମାସେ ରହିଲା ଦୁର୍ଗା ପୂଜା । ତେବେ ପୂଜା ପୂର୍ବରୁ ବଙ୍ଗାଳୀମାନଙ୍କ ହାଣ୍ଡିଶାଳରେ ବାସେ ଇଲିଶି ମାଛ । ସୋରିଷ ଦିଆ ଇଲିଶି ମାଛ ବେସର ସମସ୍ତେ ଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏହା ବଙ୍ଗାଳୀମାନଙ୍କ…

ବହରାଇଚରେ ଧରାପଡ଼ିଲା ଆଉ ଏକ ମଣିଷଖିଆ ଗଧିଆ, ଅନ୍ୟ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍

ବହରାଇଚ୍‌: ଉତ୍ତରପ୍ରଦେଶର ବହରାଇଚରେ ପ୍ରାୟ ୩୫ଟି ଗାଁରେ ଦେଖାଦେଇଛି ଗଧିଆ ଆତଙ୍କ । ଏନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ବନ ବିଭାଗ ପକ୍ଷରୁ ମଣିଷଖିଆ ଗଧିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍…

କ୍ୟାନସର୍ ଔଷଧ ଓ ଲୁଣ ଉପରୁ ଟିକସ ହ୍ରାସ ପାଇଁ GST ପରିଷଦର ନିଷ୍ପତ୍ତି; ୧୨%ରୁ ୫%କୁ କମିଲା ଟ୍ୟାକ୍ସ୍

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୪ତମ ବୈଠକରେ ସରକାର ଅନେକ ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ ଜିଏସଟି ପରିଷଦ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହାର ହ୍ରାସ କରିବା…

ପାକିସ୍ତାନ ସହ ଆଲୋଚନା ପାଇଁ ଭାରତ ପ୍ରସ୍ତୁତ; ହେଲେ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ସର୍ତ୍ତକୁ ପୂରଣ କରିବାକୁ…

ନୂଆଦିଲ୍ଲୀ: ପାଖେଇ ଆସୁଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ନିଜେ ନଜର ପରାକ୍ରମ ଦେଖାଉଛନ୍ତି ସମସ୍ତ ରାଜନୈତିକ ଦଳ। ଅନ୍ୟପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର କହିଛନ୍ତି ଯେ…