fbpx
Browsing Category

ଦେଶ

ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ, କାନାଡା ସୀମାରେ ଭାରତୀୟଙ୍କ ସମେତ ୮ ଜଣ ପ୍ରବାସୀ ମୃତ

ନୂଆଦିଲ୍ଲୀ: କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ କାନାଡ଼ା- ଆମେରିକା ସୀମାରେ ଜୀବନ ହରାଇଲେ ୪ ଭାରତୀୟ। ସେଣ୍ଟ ଲରେନ୍ସ ନଦୀରେ ବୁଡ଼ିଯିବା ପରେ ଗୋଟିଏ ଭାରତୀୟ ପରିବାରର…

Blue Aadhaar ଓ Baal Aadhaar କ’ଣ: ଏହା ସାଧାରଣ କାର୍ଡ ଠାରୁ କିପରି ଅଲଗା, ଜାଣନ୍ତୁ UIDAIର ନିୟମ

ନୂଆଦିଲ୍ଲୀ: ଭାରତରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏଥିରେ ଅନେକ ପ୍ରକାରର ପରିଚୟ ପ୍ରଣାଳୀ ସାମିଲ ରହିଛି । ସେଥିମଧ୍ୟରେ ଫିଙ୍ଗରପ୍ରିଣ୍ଟ ବିବରଣୀ, ଠିକଣା, ସମ୍ପର୍କ ବିବରଣୀ ଓ ଅନ୍ୟ ବ୍ୟକ୍ତିଗତ…

୭୩ ବର୍ଷର ରେକର୍ଡ ଭାଙ୍ଗିଛି ଖରା ଦିନିଆ ବର୍ଷା, ଏହି କାରଣରୁ ଖରା ଦିନେ ଲାଗୁଛି ଥଣ୍ଡା, କାହିଁକି ଓଲଟା ହେଲା IMD ର ପୂର୍ବାନୁମାନ

ନୂଆଦିଲ୍ଲୀ : ପାଣିପାଗର ଆକଳନ ବଦଳିଛି । ଖରା ଦିନରେ ଥଣ୍ଡା ଅନୁଭବ ହୋଇଛି । ତେବେ ଏହି ଖରା ଦିନିଆ ବର୍ଷା ୭୩ ବର୍ଷର ରେକର୍ଡ ଭାଙ୍ଗିଛି । ମାର୍ଚ୍ଚରେ ଏଭଳି ଥଣ୍ଡା ପାଗ ଦିଲ୍ଲୀରେ ୩୪ ତମ ଥର ପାଇଁ ହୋଇଛି ବୋଲି…

MasterChef Indiaର ବିଜେତା ହେଲେ ନୟନଜ୍ୟୋତି ସାଇକିଆ, ମିଳିଲା ୨୫ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ପପୁଲାର ରିୟଲିଟି ଶୋ’ ମାଷ୍ଟରଶେଫ ଇଣ୍ଡିଆ-୭ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଅସମର ନୟନଜ୍ୟୋତି ସାଇକିଆ ଏହି ଟ୍ରଫି ନିଜ ନାମରେ କରିଦେଇଛନ୍ତି । ନୟନ ନିଜର ଶାନଦାର କୁକିଂ…

୧୦ ମାସ ପରେ ଆଜି ଜେଲରୁ ମୁକୁଳି ପାରନ୍ତି ନବଜୋତ ସିଂ ସିଦ୍ଧୁ , ପଟିଆଲା ଜେଲ ବାହାରେ ସାମ୍ବାଦିକ ସମ୍ମିଳନୀ କରିବେ

ନୂଆଦିଲ୍ଲୀ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ୧୦ ମାସ ପରେ ଆଜି ଜେଲରୁ ବାହାରିବେ । ଗତ ବର୍ଷ ମେ ୧୯ ରେ ସୁପ୍ରିମକୋର୍ଟ ତାଙ୍କୁ ରାସ୍ତାରୋକ ମାମଲାରେ ଏକ ବର୍ଷ ଦଣ୍ଡିତ କରିଥିଲେ। ସିଦ୍ଧୁଙ୍କ ପରିବାର ସଦସ୍ୟ ଏବଂ…

Rule Change : ସୁନା, ଟୋଲ ଟ୍ୟାକ୍ସ ଓ ଏଲପିଜି.. ଆଜି ଠାରୁ ୨୦ ଟି ବଡ଼ ପରିବର୍ତ୍ତନ, ମଧ୍ୟବିତ୍ତଙ୍କ ପକେଟକୁ ଚୋଟ

ନୂଆବର୍ଷ : ଦେଶରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ଏହା ସହିତ କିଛି ନିୟମରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ୧ ଏପ୍ରିଲ ୨୦୨୩ ଅର୍ଥାତ୍ ଆଜି ଠାରୁ ଦେଶରେ ଅନେକ ନିୟମ ବଦଳି ଯାଇଛି । ଏହି ନିୟମଗୁଡିକ ମଧ୍ୟରୁ…

ପଶ୍ଚିମା ଝଡ଼ର ଏ କି ରୂପ: କେତେବେଳେ ବର୍ଷା କେତେବେଳେ ଖରା, ପାଗକୁ ନେଇ ଆଶଙ୍କାରେ ଟ୍ୱିନ୍ ସିଟି ବାସିନ୍ଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଟ୍ୱିନ ସିଟି ଭୁବନେଶ୍ୱର ଓ କଟକର ପରିସ୍ଥିତି ନ କହିବା ଭଲ । ସକାଳୁ ସକାଳୁ ପଶ୍ଚିମା ଝଡ଼ ରାଜ୍ୟବାସୀଙ୍କୁ ସତେ ଯେମିତି ଘାଇଲା କରିଦେଲା । ଟ୍ୱିନ ସିଟି ବାସୀ ଆଜି ସକାଳୁ…

ମାସ ଆରମ୍ଭରୁ ଖୁସି: LPG ସିଲିଣ୍ଡର ଦାମ୍ କମିଲା

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସି ଖବର । ଆଜି ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇଛି । ସରକାର ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦାମ ୯୧.୫୦ ଟଙ୍କା କମ୍ କରିଛନ୍ତି ।…

ପୁରାତନ କାଳରେ, ଲୋକମାନେ ପାରା ମାଧ୍ୟମରେ ଚିଠି ପଠାଉଥିଲେ, ଏତେ ପକ୍ଷୀ ମଧ୍ୟରେ କାହିଁକି ପାରାଙ୍କୁ ମନୋନୀତ କରାଗଲା; ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ ଲୋକମାନେ ଅନେକ ଚଳଚ୍ଚିତ୍ରରେ ପାରା ମାଧ୍ୟମରେ ଚିଠି ପଠାନ୍ତି। ତେବେ ଏହି ମାଧ୍ୟମ କେବଳ ଚଳଚ୍ଚିତ୍ରରେ ସୀମିତ ନୁହେଁ, ପୁରୁଣା ଦିନରେ ଚିଠି କିମ୍ବା ବାର୍ତ୍ତା ପଠାଇବା ପାଇଁ ଏହି…

ବିବାହ ଦିନ ବନ୍ଧୁକ ଧରି ଷ୍ଟଣ୍ଟ କରୁଥିଲେ, ହଠାତ୍ ଚିତ୍କାର ଶୁଭିଲା, ଦଉଡିଲେ ସବୁ…. ଭିଡ଼ିଓ ଦେଖିଲେ ହୋସ୍ ଉଡିଯିବ

ନୂଆଦିଲ୍ଲୀ : ବିବାହକୁ ସ୍ମରଣୀୟ କରିବା ସମସ୍ତଙ୍କ ଇଚ୍ଛା ଥାଏ । ବିବାହକୁ ସ୍ୱତନ୍ତ୍ର କରିବାକୁ ଅନେକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ବେଳେବେଳେ ଏପରି କିଛି ଘଟଣା ଘଟେ, ଯାହା କେବଳ ଅଘଟଣ ନୁହେଁ…