CHARIDHAM
Browsing Category

ଦେଶ

ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ ‘ଆସନା’, ସାରା ରାଜ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା

ନୂଆଦିଲ୍ଲୀ : ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।…

IndiGo ଫ୍ଲାଇଟରେ ବୋମା ଆତଙ୍କ, ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ବିମାନ

ନୂଆଦିଲ୍ଲୀ: ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ 6E 7308 କୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି। ଏହାପରେ ଫ୍ଲାଇଟକୁ ନାଗପୁର ଆପେ ଡାଇଭର୍ଟ କରାଯାଇଛି। ଇଣ୍ଡିଗୋ କହିଛି ଯେ, ସମସ୍ତ ଯାତ୍ରୀମାନଙ୍କୁ…

WhatsApp ଆଣିବାକୁ ଯାଉଛି କମାଲ ଫିଚର, ଏଣିକି ସହଜରେ ମିଳିଯିବ ପୁରୁଣା ଆବଶ୍ୟକୀୟ ଚାଟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ସହ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଆମ ପାଇଁ ଆବଶ୍ୟକୀୟ ହୋଇପଡିଛି । ହ୍ୱାଟ୍ସଆପ ଏକ ପପୁଲାର ସୋସିଆଲ ମିଡିଆ ପ୍ଲାଟଫର୍ମ ହୋଇସାରିଛି । ସାରା ଦୁନିଆରେ ହାରାହାରି ୩ ବିଲିୟନରୁ ଅଧିକ…

JDUର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେ.ସି ତ୍ୟାଗୀ, ଜାଣନ୍ତୁ ଏବେ କିଏ ସମ୍ଭାଳିବେ ଦାୟିତ୍ୱ ?

ପାଟନା: ରବିବାର ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପତ୍ର ଦେଇଛନ୍ତି । ଏନେଇ…

‘ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ AAP ଜିତିବ ସମସ୍ତ ୭୦ ସିଟ୍‌’; ମନୀଷ ସିସୋଦିଆଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ବରିଷ୍ଠ ନେତା ମନୀଷ ସିସୋଦିଆ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ସେ ସନିବାର ଦିନ କହିଛନ୍ତି ଯେ, ଯଦି ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏବେ ହେବ, ତେବେ ତାଙ୍କ…

ଶଳାକୁ ହତ୍ୟା କରିବା ପରେ ଘୋଷାଡ଼ି ଘୋଷାଡ଼ି ନେଲା ଭିଣୋଇ, ଦେଖନ୍ତୁ ହୃଦୟ ବିଦାରକ Video

ନୂଆଦିଲ୍ଲୀ: ଇଟାୱାରେ  ଏକ ସମ୍ବେଦନଶୀଳ ଘଟଣାରେ ଜଣେ ବ୍ୟକ୍ତି ତାଙ୍କ ଶଳାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଛି, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣା ଦିନ ଦ୍ୱିପହରରେ ଘଟିଛି ଓ ପୋଲିସ…

ଦୀପିକା ପାଦୁକୋନ ଏହି ଦିନ ହେବେ ମାଆ, ସାମ୍ନାକୁ ଆସିଲା ଡେଲିଭରୀ ଡେଟ!

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ଗତ କିଛିଦିନ ହେବ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ଖୁବ ଶିଘ ରଣବୀର ସିଂହଙ୍କ ସହ ନିଜ ପ୍ରଥମ ଶିଶୁକୁ ଏହି ଦୁନିଆକୁ ସ୍ୱାଗତ କରିବେ । ଏହି ଦମ୍ପତ୍ତି ଫେବୃଆରୀ…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଗେଟୱେ ଅଫ୍ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ: ଆଜି ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ମହାବିକାଶ ଅଘାଡ଼ି ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଗେଟୱେ ଅଫ୍ ଇଣ୍ଡିଆ ବନ୍ଦ ରହିବ । ସିନ୍ଧୁ ଦୁର୍ଗରେ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ପଡ଼ିଯିବାକୁ ବିରୋଧ କରି…

ହାର୍ଟ ଆଟାକ ଆସିଲେ ଜୋରରେ କାଶିବା ଦ୍ୱାରା ବଞ୍ଚିଯାଏ କି ଜୀବନ, ଡାକ୍ତର କଲେ ଖୁଲାସା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ହାର୍ଟଆଟାକ ସାଂଘାତିକ ହୋଇଥାଏ । ହାର୍ଟଆଟାକ ଆସିବାରେ ଡାକ୍ତର ରୋଗୀଙ୍କୁ ଫାର୍ଷ୍ଟ ଏଡ ଦେବା ସହ ତୁରନ୍ତ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥାଆନ୍ତି । ଏଥିରେ ରୋଗୀଙ୍କୁ ଆରମ ମିଳିଥାଏ । ଗତ କିଛିଦିନ…

ଦେଶରେ ବଢିଲା ଏଲପିଜି ଗ୍ୟାସ ମୂଲ୍ୟ, ମାସର ପ୍ରଥମ ଦିନ ଲୋକଙ୍କୁ ଦେଲା ଝଟକା, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ତେଲ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ । ଆଜି ଅର୍ଥାର ସେପ୍ଟେମ୍ବର ୧ରେ ଦିଲ୍ଲୀରେ ୧୯…