Browsing Category

ଦେଶ

“ପୂର୍ବୋଦୟ” ଯୋଜନାରେ ଓଡ଼ିଶା ପୂର୍ବ ଭାରତ ସମୃଦ୍ଧିର ହେବ କେନ୍ଦ୍ରବିନ୍ଦୁ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଯୁବବର୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପ୍ରଧାନମନ୍ରୀନ ନରେନ୍ଦ୍ର ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି । ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…

କେନ୍ଦ୍ର ବଜେଟକୁ ନେଇ ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; କହିଲେ ‘ଏହା ଏକ ଦିଗହୀନ ବଜେଟ୍…’

କୋଲକାତା: ସାଧାରଣ ବଜେଟକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି "ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ। ଏଥିରେ…

୬ ବର୍ଷ ପରେ ଆଇପିଏଲକୁ ଫେରିବେ ଯୁବରାଜ ସିଂହ!, ଏବେଠୁ ଉତ୍ସାହିତ ହେଲେଣି ପ୍ରଶଂସକ

ମୁମ୍ୱାଇ: ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଫ୍ରାଞ୍ଚାଇଜି ଛାଡ଼ିପାରନ୍ତି। ଏବେ ଏକ ମିଡିଆ ରିପୋର୍ଟରୁ…

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାଚସ୍ପତି ଓମ୍ ବିର୍ଲାଙ୍କ ତନୟା, ଜାଣନ୍ତୁ କ’ଣ ରହିଛି ମାମଲା ?

ନୂଆଦିଲ୍ଲୀ: କିଛି ଦିନ ହେବ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ତନୟା ଅଞ୍ଜଳୀ ବିର୍ଲାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଥିଲା । ଏନେଇ IRPS ଅଧିକାରୀ ଅଞ୍ଜଳୀ ବିର୍ଲା ଦିଲ୍ଲୀ…

ପିଲା ଜନ୍ମ ହେବା ପରେ ଟାୱାର ଉପରୁ ତଳକୁ ଫିଙ୍ଗି ଦିଅନ୍ତି ବାପା-ମା’; ଭାରତର ଏହି ସ୍ଥାନରେ ରହିଛି ଏପରି ଭୟାନକ ପରମ୍ପରା

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରସବ ସମୟରେ ନିଜ ସଂସ୍କୃତି ଅନୁଯାୟୀ ରୀତିନୀତି ପାଳନ କରାଯାଏ, କିନ୍ତୁ ଏମିତି ଏକ ସ୍ଥାନ ଅଛି ଯେଉଁଠି ରୀତିନୀତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ଏମିତି କିଛି…

କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ! ମାସିକ ଔଷଧରେ ସଞ୍ଚୟ ହେବ ୪୦ ହଜାର ଟଙ୍କା, ଜାଣନ୍ତୁ ବଜେଟରେ ଘୋଷଣା ପରେ କେଉଁ ୩ଟି ଔଷଧ ହେଲା ଶସ୍ତା

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍କଟ ରୋଗ ପାଇଁ ୩ଟି ଔଷଧ ଉପରୁ କଷ୍ଟମ ଡ୍ୟୁଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି । ବିଦେଶରୁ ଆମଦାନୀ ହେଉଥିବା ଏହି କ୍ୟାନସର ଔଷଧ ବିଭିନ୍ନ ପ୍ରକାର କର୍କଟ…

ନିଟ୍-ୟୁଜି ୨୦୨୪; ପରୀକ୍ଷା ଫଳ ବାତିଲ କରିବାକୁ ମନା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷା ବାତିଲ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ପରୀକ୍ଷାର ପ୍ରଶ୍ନପତ୍ର…

Video; ଦେଶ ଦେଖିଲା ଭକ୍ତି-ଭାଇଚାରାର ଭିନ୍ନ ଉଦାହରଣ, ପାଣି ଭାର ନେଇ ଏକାଠି ଗଲେ ହିନ୍ଦୁ-ମୁସଲମାନ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶ୍ରାବଣ ମାସ ଏବଂ ଶିବ ଭକ୍ତଙ୍କ କାଉଡ଼ି ଯାତ୍ରା । ହଜାର ହଜାର ଯୁବକ ପାଣି ଭାର ନେଇ ଯାଉଛନ୍ତି । ବାବା ଭୋଲେଙ୍କ ଭକ୍ତିରେ ହରିଦ୍ୱାର ଯାଉଥିବା ହଜାର ହଜାର କାଉଡ଼ିଆ ବାଟରେ ଅଛନ୍ତି ।…

ମହିଳାଙ୍କୁ ରକ୍ଷାବନ୍ଧନ ଉପହାର ଦେବେ ସରକାର, ‘ଲାଡଲୀ ବହନ ଯୋଜନା’ ଅନ୍ତର୍ଗତ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ଏତିକି ଟଙ୍କା

ଭୋପାଲ: ବର୍ତ୍ତମାନ ଲୋକସଭାରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କେନ୍ଦ୍ର ବଜେଟକୁ ନେଇ ସବୁଆଡ଼େ ଚର୍ଚ୍ଚା । ବିଶେଷକରି ଗରିବ, ମହିଳା, ଯୁବ ବର୍ଗ ଏବଂ କୃଷକଙ୍କ ଉପରେ ରହିଛି ଫୋକସ୍…

କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ; କହିଲେ, ଏହା ‘କୁର୍ସୀ ବଚାଓ’ ବଜେଟ୍…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାଧାରଣ ବଜେଟକୁ 'କୁର୍ସୀ ବଚାଓ' ବଜେଟ୍ ବୋଲି କହିଛନ୍ତି । ଏହି ବଜେଟ୍ ସହଯୋଗୀ ଦଳର ତୁଷ୍ଟୀକରଣ ବଜେଟ୍ ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ସେମାନେ…