Browsing Category
ଦେଶ
ଦେଶରେ ଗହମ ମହଜୁଦ ସ୍ଥିତିକୁ ବାଧ୍ୟତାମୂଳକ ଭାବେ କରାଯିବ ଘୋଷଣା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ପରିଚାଳନା କରିବାପାଇଁ ଏବଂ ଅସାଧୁ କଳାବଜାରୀ ରୋକିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଗହମ ମହଜୁଦ ସ୍ଥିତି ବାଧ୍ୟତାମୂଳକ…
ମାର୍ଚ୍ଚ ୩୧ରେ ଆଡଭାନୀଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବେ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରିବେ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ…
କଂଗ୍ରେସ ବିଧାୟକ କମଲେଶ ଶାହ ପଦ୍ମ ଧରିଲେ: ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟକା
ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେଉଥିବା ବେଳେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ…
ବିରୋଧୀଙ୍କ ‘ଇଣ୍ଡିଆ ଆଉଟ୍ କ୍ୟାମ୍ପେନ’ ମଧ୍ୟରେ ଶେଖ୍ ହସିନା ସରକାର ନେଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ବାଙ୍ଗଲାଦେଶରେ ଜାନୁୟାରୀ ୨୦୨୪ରେ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ କ୍ଷମତାଧାରୀ ଦଳ ଆୱାମୀ ଲିଗ୍ ଲଗାତର ୪ର୍ଥ ଥର ପାଇଁ ସରକାର ଗଢିବାରେ ସଫଳ ହୋଇଛି । ଏହାପରଠାରୁ ଦେଶରେ ମୁଖ୍ୟ…
ମୁଖତାର ଅନସାରୀଙ୍କ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ଯୋଗୀ ସରକାର ନେଲେ ବଡ଼ ନିଷ୍ପତ୍ତି: ବର୍ତ୍ତମାନ ଏହି ଅଭିଯୋଗର କରାଯିବ ତଦନ୍ତ
ନୂଆଦିଲ୍ଲୀ: ୟୁପିର ବାନ୍ଦା ମେଡିକାଲ କଲେଜରେ ହୃଦଘାତରେ ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁ ଘଟିଛି । ମୁଖତାରଙ୍କ ମୃତ୍ୟୁକୁ ନେଇ ପରିବାର ଠାରୁ ଆରମ୍ଭ କରି ସମସ୍ତ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି, ଯାହା ପରେ ଏ…
UGCର ନୂଆ ନିଷ୍ପତ୍ତି: ଏଣିକି Ph.Dରେ ଆଡମିଶନ ପାଇଁ NET ସ୍କୋର ଆବଶ୍ୟକ ହେବ, ୨୦୨୪-୨୫ ଶିକ୍ଷାବର୍ଷରୁ ଏକକ ପ୍ରବେଶିକା ପରୀକ୍ଷା
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ପିଏଚଡିରେ ଆଡମିଶନ ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ) ସ୍କୋରର ଆବଶ୍ୟକତା ପଡ଼ିବ । ଉକ୍ତ ସ୍କୋର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ…
ନିର୍ବାଚନ ସମୟରେ ଅଧିକ ଟଙ୍କା ସାଥିରେ ଧରି କରନ୍ତୁନି ଯାତ୍ରା, ପ୍ରମାଣ ନ ଦେଲେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ସହିତ ୧୬ ମାର୍ଚ୍ଚରେ ଆଚାର ସଂହିତା ଲାଗୁ ହୋଇଯାଇଛି । ଏବେ ପୋଲିସ, ଆୟକର ବିଭାଗ, ରେଲୱେ ଠାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସମସ୍ତ ଏଜେନ୍ସୀଙ୍କୁ ଅବୈଧ ଟଙ୍କା…
ପାନ୍-ଆଧାର, ଡେବିଟ୍ କୁ ନେଇ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ କେବେ ଏବଂ କିପରି
ନୂଆଦିଲ୍ଲୀ: ପାନ୍-ଆଧାର, ଡେବିଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବାକୁୁ ଯାଉଛି, ଆସନ୍ତୁ ଜାଣନ୍ତୁ କେତେବେଳେ ଏବଂ କିପରି । ଏପ୍ରିଲ ୧ରୁ ପାନ୍-ଆଧାର, ଡେବିଟ୍, ପିଏଫ୍୍ ଆକାଉଣ୍ଟ୍ ସମ୍ବନ୍ଧରେ ବଡ ପରିବର୍ତ୍ତନ ହେବ…
UPI ପେମେଣ୍ଟ କରୁଥିଲେ ସାବଧାନ୍! ଟଙ୍କା ପଠାଇବା ପୂର୍ବରୁ ମନେ ରଖନ୍ତୁ ଏହି ୫ଟି କଥା
ଓଡିଶା ଭାସ୍କର: ଆଜିର ଦିନରେ ୟୁପିଆଇ ବା ଡିଜିଟାଲ ପେମେଣ୍ଟ ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଶିକ୍ଷାଗତ ଯୋଗ୍ୟତା ନ ଥିଲେ ମଧ୍ୟ ସମସ୍ତେ ୟୁପିଆଇ ବ୍ୟବହାର କରୁଛନ୍ତି। କାରଣ ସଉଦା କିଣିବା ଦୋକନ ହେଉ…
(Video): କାଶ୍ମୀରର କେସର, ତାମିଲନାଡ଼ୁର ମୋତି, ଜାଣନ୍ତୁ ବିଲ୍ ଗେଟ୍ସଙ୍କୁ କ’ଣ ସବୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲେ । ଉଭୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ବିଜ୍ଞାନ, ସ୍ୱାସ୍ଥ୍ୟ, ଏଆଇ, ଡିଜିଟାଲ ପେମେଣ୍ଟ…