Browsing Category
ଦେଶ
ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କ ୯୦ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ମୁ୍ଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…
ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!
ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି…
ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା, ଆଜି କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ…
‘ଫୋର୍ବସ’ରେ ସ୍ଥାନ ପାଇଲେ ଓଡ଼ିଶାରୁ ଏକମାତ୍ର ମହିଳା: ଦେଶର ୨୩ ଜଣ ଶକ୍ତିଶାଳୀ ମହିଳା ମଧ୍ୟରେ ମାଲକାନଗିରିର ଜୟନ୍ତୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍ନ୍ତଜାତୀୟ ଖବରକାଗଜ ସଂସ୍ଥା ‘ଫୋର୍ବସ’ରେ ସ୍ଥାନ ପାଇଛନ୍ତି ଜଣେ ଓଡ଼ିଆ ଝିଅ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା । ‘ଫୋର୍ବସ’ ପକ୍ଷରୁ ଦେଶର ୨୩ ଜଣ…
ଆଚରଣ ସଂହିତା ଲାଗୁ ହେବା ପୂର୍ବରୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ହରିୟାଣା ସରକାର
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରଥିଲେ । ନିକଟରେ ଝାଡ଼ଖଣ୍ଡ, କର୍ଣ୍ଣାଟକ,…
LIC କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି: କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ମଞ୍ଜୁରୀ- ସୂତ୍ର
ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା (ଏଲଆଇସି)ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଲଆଇସି କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଥିବା ନେଇ ଏକ…
ବିହାର କ୍ୟାବିନେଟ ସଂପ୍ରସାରଣ: ନୀତିଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ବିଜେପିର ୧୨ ଜଣ ଓ ଜେଡିୟୁର ୯ ଜଣ ବିଧାୟକ
ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାର କ୍ୟାବିନେଟ ସଂପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ମୋଟ ୨୧ ଜଣ ବିଧାୟକ ସ୍ଥାନ ପାଇଥିବା ବେଳେ ସେମାନଙ୍କୁ…
ବିଆରଏସ ନେତ୍ରୀ କବିତା ଗିରଫ: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଇଡିର ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କବିତା ଗିରଫ ହୋଇଛନ୍ତି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼…
ବଢ଼ିଲା ମହଙ୍ଗା ଭତ୍ତା: କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ୨ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥିବା ବେଳେ କିଛି ରାଜ୍ୟ ମଧ୍ୟ କର୍ମଚାରୀଙ୍କ ପାଇଁ ଅନୁରୂପ ଭାବେ ବୃଦ୍ଧି ଘୋଷଣା କରିଛନ୍ତି । ନିକଟରେ…
ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋଏମ୍ବାଟୁର ରୋଡ଼ ଶୋ’କୁ ମଞ୍ଜୁରୀ ଦେଲେ ମାଡ୍ରାସ ହାଇକୋର୍ଟ
ନୂଆଦିଲ୍ଲୀ: ତାମିଲନାଡ଼ୁର କୋଏମ୍ବାଟୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ଶୋ’କୁ ମାଡ୍ରାସ ହାଇକୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ସୁରକ୍ଷା ଆଶଙ୍କା ଓ ବିଭିନ୍ନ କାରଣ ଦର୍ଶାଇ…