fbpx
Browsing Category

ଦେଶ

ଆଜିଠାରୁ ଆକାଶରେ ଦେଖାଯିବ ମହାଜାଗୃତିକ ଦୃଶ୍ୟ: ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର

ଭୁବନେଶ୍ୱର: ଆଜିଠାରୁ ସନ୍ଧ୍ୟାର ଆକାଶରେ ଚନ୍ଦ୍ରର ଅତି ନିକଟରେ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଦେଖାଯିବ। ଏହା ଜୁନ ୧୫ ଯାଏଁ ଏପରି ଦେଖାଯିବ। ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଆକାଶରେ ଶୁକ୍ରକୁ…

Bank Holidays in June 2023 : ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ, ସମ୍ପୂର୍ଣ୍ଣ ତାଲିକା ଚେକ୍ କରନ୍ତୁ

ନୂଆଦିଲ୍ଲୀ : ମେ ମାସ ଶେଷ ହେବାକୁ ଯାଉଛି ଏବଂ ବର୍ତ୍ତମାନ କିଛି ଦିନ ନୂଆ ମାସ ଜୁନ୍ ଆରମ୍ଭ ହେବ । ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏହି ଛୁଟିଦିନକୁ ଧ୍ୟାନରେ ରଖି ବ୍ୟାଙ୍କ…

ଆରବିଆଇର ନିଷ୍ପତି ପରେ ଚିନ୍ତାରେ ZOMATO, ଲୋକେ ଖାଇବା ଅର୍ଡର କରି ୨୦୦୦ ଟଙ୍କିଆ ନୋଟ୍ ଦେଇ କରୁଛନ୍ତି ପେମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍ ନେଣଦେଣ ବନ୍ଦ କରିବାକୁ ନିଷ୍ପତି ନେଇଛି। ଫଳରେ ଲୋକମାନଙ୍କ ଘରୁ ବର୍ତ୍ତମାନ ୨୦୦୦ ଟଙ୍କିଆ ନୋଟ୍ ବାହାରିବା ଆରମ୍ଭ କରିଛି। ଲୋକମାନେ ଏବେ ଛୋଟ ଦୋକାନ ଠାରୁ…

India Post GDS recruitment 2023: ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ୧୨ ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଗ୍ରାମିଣ ଡାକ ସେବାକର ୧୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ପୋଷ୍ଟ ବିଭାଗ ଆବେଦନ କରିପାରିବେ। ଆଜିଠାରୁ ଅର୍ଥାତ୍ ମେ ୨୨…

Splitsvilla 9 ଫେମ୍ ଆଦିତ୍ୟ ସିଂ ରାଜପୁତଙ୍କ ବିୟୋଗ ; ବାଥରୁମରୁ ମିଳିଲା ମୃତ ଶରୀର, ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ମୁୁମ୍ବାଇ : ଅଭିନେତା, ମଡେଲ ତଥା ଫଟୋଗ୍ରାଫର ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ଆଜି ତାଙ୍କ ଆନ୍ଧେରି ସ୍ଥିତ ଘରୁ ଉଦ୍ଧାର ହୋଇଛି । ଆଦିତ୍ୟ ସିଂ ରାଜପୁତଙ୍କ ବନ୍ଧୁ ତାଙ୍କୁ ବାଥରୁମରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ…

ଝିଅ ଜନ୍ମଦିନରେ ପହଞ୍ଚିବା ପୂର୍ବରୁ ମା’ ସହ ଘଟିଲା ଅଘଟଣ ; ଅଧାରେ ରହିଗଲା କେକ୍ କଟିଂ , ରାସ୍ତାରେ ପଡ଼ିଛି ବାର୍ବି ଡଲ୍ କେକ୍

ନୂଆଦିଲ୍ଲୀ : ଆଜି ମୋ ଝିଅର ଜନ୍ମ ଦିନ । ଦୁନିଆର ସବୁଠାରୁ ସୁନ୍ଦର କେକ୍ ମୋ ଝିଅ ପାଇଁ ଆଣିବି । ମୋ ଝିଅ ନୂଆ ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶିବ । ମୁଁ ନେଇଥିବା କେକ୍ କାଟିବ । ବହୁତ ଖୁସୀ ହେବ, ବହୁତ ମଜା ହେବ…

ନାବାଳିକା ଯୁବତୀଙ୍କୁ ମିଳିଲା ଗର୍ଭପାତ ଅନୁମତି ଦେଲେ ହାଇକୋର୍ଟ, ଜନ୍ମ ହେବାକୁ ଥିବା ପିଲା ନିଜ ଭାଇ…

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ୧୫ ବର୍ଷୀୟ ନାବାଳିକା ଯୁବତୀକୁ ଗଭ୍ରପାତ କରିବାକୁ ଅନୁମତି ଦେଇଛନ୍ତି। ଯିଏ ନିଜ ଭାଇ ଦ୍ୱାରା ଗର୍ଭବତି ହୋଇଥିଲେ। ରିପୋର୍ଟ ଅନୁଯାୟୀ ନାବାଳିକା ଜଣକର ବାପା କୋର୍ଟରେ ଗର୍ଭପାତ…

ଅଷ୍ଟ୍ରେଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ; ବିଦେଶ ମାଟିରେ ତ୍ରିରଙ୍ଗା ହଲାଇ ମୋଦୀଙ୍କୁ କରାଗଲା ସ୍ୱାଗତ

ନୂଆଦିଲ୍ଲୀ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କର ତିନି ଦିନିଆ ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନିରୁ ଅଷ୍ଟ୍ରେଲିଆର ସିଡନୀରେ…

ମଣିପୁରରେ ପୁଣି ତେଜିଲା ହିଂସା ; ରାଜଧାନୀରେ ଜଳା ପୋଡା , କର୍ଫ୍ୟୁ ଲାଗୁ

ଇମ୍ଫାଲ : ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ତେଜିଛି । ସହରରେ ବିଭିନ୍ନ୍ନ ସ୍ଥାନରେ ପୂର୍ବ ଭଳି ପୋଡା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଇମ୍ଫାଲରେ କର୍ଫ୍ୟୁ ଲାଗୁ…

କାଶ୍ମୀରରେ ଆୟୋଜିତ ଜି ୨୦ ସମ୍ମିଳନୀରେ ବିଶ୍ୱର ୧୭ ଶକ୍ତିଶାଳୀ ଦେଶ ଏକଜୁଟ, କାମ ଦେଲା ନାହିଁ ପାକିସ୍ତାନର ଚାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆୟୋଜିତ ହେଉଛି ଜି ୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତର ନିମନ୍ତ୍ରଣ ରକ୍ଷା କରି ବିଶ୍ୱର ୧୭ ଶକ୍ତିଶାଳୀ ଦେଶର ୬୦ ପ୍ରତିନିଧି ଯୋଗଦାନ କରିଛନ୍ତି । କାଶ୍ମୀର ଯେ…