fbpx
Browsing Category

ଦେଶ

ବଡ ଘୋଷଣା: ରାଜଧାନୀରେ ଦିବ୍ୟାଙ୍ଗଙ୍କ ପାଇଁ ମିଳିବ ବ୍ରେଲି ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ପ୍ରତିବର୍ଷ ଜାନୁଆରୀ ୪କୁ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ପ୍ରତିବର୍ଷ ଜାନୁଆରୀ ୪ରେ ଲୁଇ ବ୍ରେଲିଙ୍କ ଜନ୍ମଦିନର ସ୍ମୃତି ଉଦ୍ଦେଶ୍ୟରେ ବିଶ୍ୱ ବ୍ରେଲି ଦିବସ ପାଳନ କରାଯାଏ। ଏକ ଦୁର୍ଘଟଣାରେ ଆଖି…

ଚାକିରି ହରାଇବେ ଲକ୍ଷ ଲକ୍ଷ ଲୋକ! ନୂଆବର୍ଷର ଆରମ୍ଭରୁ ଆସିଲା ଖରାପ ଖବର

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ କିଛି ମାସ କରୋନାଭାଇରସ୍ ଭୟରେ ବିତିଥିଲା । ଏଭଳି ପରିସ୍ଥିତିରେ ଅନେକ ଲୋକ ଚାକିରି ହରାଇଥିଲେ । ଗତ ବର୍ଷରେ ଆମାଜନ, ନେଟଫ୍ଲିକ୍ସ ଏବଂ ଫେସବୁକ୍ ପରି ବଡ କମ୍ପାନୀଗୁଡିକ ଚାକିରିରୁ ଛଟେଇ…

ଜୟପୁରରେ ଚିହ୍ନଟ ହେଲା ଆମେରିକୀୟ ଭାରିଆଣ୍ଟ ଓମିକ୍ରନ୍ XBB.1.5: ଆଲର୍ଟ ମୋଡରେ ସ୍ୱାସ୍ଥ୍ୟ ବିଭାଗ

ଜୟପୁର: ରାଜସ୍ଥାନରେ ଏବେ କରୋନାର ନୂଆ ଭାରିଆଣ୍ଟ ଏଣ୍ଟ୍ରି ମାରିଛି । ରାଜଧାନୀ ଜୟପୁରର ଜଣେ ଯୁବକଙ୍କଠାରେ ଏକ ନୂଆ ଭାରିଆଣ୍ଟ ମିଳିଛି । ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ…

ଯୌନ ସମ୍ପର୍କ ରଖି ନପାରିବାରୁ ସରକାରଙ୍କ ଉପରେ ୧୦ହଜାର କୋଟି ଦାବି କରିଲେ ଆଦିବାସୀ ଯୁବକ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ରତ୍ଲାମରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ଯୁବକ ସରକାରଙ୍କ ଉପରେ ୧୦୦୦୬ କୋଟିରୁ ଅଧିକ ଦାବି କରିଛନ୍ତି। ଏକ ଗ୍ୟାଙ୍ଗ ବଳାତ୍କାର ମାମଲାରେ ଯୁବକ ଜେଲରେ ଥିଲେ। ପରେ…

ସର୍ ଗଙ୍ଗାରାମ ହସ୍ପିଟାଲ୍ ରୁ ଆସିଲା ସୂଚନା, ଏହି ରୋଗରେ ପାଇଁ ମେଡ଼ିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ :କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ବୁଧବାର ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଆଡମିଶନ କରାଯାଇଥିବା ସୂଚନାମିଳିଛି । ଏହି ସମୟରେ ତାଙ୍କ ଝିଅ…

BCCIର ବଡ ସୂଚନା, ରିଷଭ ପନ୍ତଙ୍କ ଚିକିତ୍ସା ମୁମ୍ବାଇରେ ହେବ; ସମସ୍ତ ଖର୍ଚ୍ଚ ବିସିସିଆଇ ବହନ କରିବ

ନୂଆଦିଲ୍ଲୀ :ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ଅବସ୍ଥା ସମ୍ପର୍କରେ ବିସିସିଆଇ ଏକ ଅଫିସିଆଲ୍ ଅପଡେଟ୍ ଜାରି କରିଛି। ଡିସେମ୍ବର ୩୦ ରେ, ରିଷଭ ପନ୍ତ ଦିଲ୍ଲୀ-ଦେହରାଡୁନ ରାଜପଥରେ ଏକ କାର…

ଭାରତରେ ଆରମ୍ଭ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍, ୬ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି: କ୍ୟାବିନେଟ୍ ନିଷ୍ପତ୍ତି

ନୂଆଦିଲ୍ଲୀ: ଗ୍ରୀନ୍ ହାଇଡ୍ରୋଜେନ୍ ମିଶନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହା ଅଧୀନରେ ଦେଶରେ ଶସ୍ତା ହାରରେ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ପାଇଁ ପ୍ରୋତ୍ସାହନ ଦିଆଯିବ । କ୍ୟାବିନେଟ ବୈଠକ ପରେ ଏକ…

ନାଗା ସାଧୁ ହେବାପାଇଁ କରିବାକୁ ପଡିଥାଏ ତାଙ୍କ ନିଜର ପିଣ୍ଡଦାନ,ଆସନ୍ତୁ ଜାଣିବା କିଛି ମହିଳା ନାଗାସାଧୁଙ୍କ ରହସ୍ୟମୟ କଥା

ନୂଆଦିଲ୍ଲୀ:ପୁରୁଷଙ୍କ ପରି ମହିଳା ନାଗା ସାଧୁଙ୍କ ଜୀବନ ମଧ୍ୟ ଭଗବାନଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। ଏବଂ ସେମାନଙ୍କର ଦିନର ଆରମ୍ଭ ଏବଂ ଶେଷ ପୂଜା ସହିତ ହୋଇଥାଏ । ଯେତେବେଳେ ଜଣେ ମହିଳା ନାଗା ସାଧୁ ହୁଅନ୍ତି,…

ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ୍ ପୋଲିସ ଅଟକାଇଲେ କ’ଣ କ’ଣ କରିପାରିବେ ଆପଣ ? ଜାଣନ୍ତୁ ୪ଟି ଅଧିକାର

ନୂଆଦିଲ୍ଲୀ :ଦେଶରେ ପ୍ରତିଦିନ ଶହ ଶହ ସଡ଼କ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହି ଦୁର୍ଘଟଣାକୁ ରୋକିବା ପାଇଁ ସରକାର ରାସ୍ତାରେ ଗାଡି ଚଳାଇବା ବିଷୟରେ ଅନେକ ନିୟମ…

Video: ରୋଗୀ ଶୋଇଥିବା ବେଡରେ କୁକୁର ଖାଉଛି ବିସ୍କୁଟ; ଡାକ୍ତରଖାନା ଭିତରେ ବୁଲୁଛି ଗାଈ

ରୋଗୀ ନିଜ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥାଏ । ଡାକ୍ତରଖାନାକୁ ପରିଷ୍କାର ପରିଚ୍ଛନ ରଖା ନଗଲେ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । କିନ୍ତୁ ଯଦି ଡାକ୍ତରଖାନାରେ କୁକୁର ଏବଂ ଗାଈ ବୁଲୁଥିବାର ଦେଖାଯାଏ । ତେବେ ଏହା…