fbpx
Browsing Category

ଦେଶ

ତୁମର ନାମ କିମ୍ବା ସରନେମ କିପରି କରିବେ ପରିବର୍ତ୍ତନ, ଆସନ୍ତୁ ଜାଣିବା ଆଇନଗତ ପ୍ରକ୍ରିୟା

ଭୁବନେଶ୍ୱର: ଗେଜେଟ୍ ଶବ୍ଦ ଭାରତୀୟ ସାମ୍ବାଦିକତାରେ ବହୁ ପ୍ରସିଦ୍ଧ।ଏହା ମୁଖ୍ୟତଃ ଦୁଇ ପ୍ରକାରର। ଏଥିରୁ ଗୋଟେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ,ଅନ୍ୟ ଏକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଇଥାଏ ।…

(Video)ଦୁର୍ଘଟଣା ସମୟରେ ଅଞ୍ଜଳିଙ୍କ ସହ ତାଙ୍କ ସ୍କୁଟିରେ ଦେଖନ୍ତୁ ଭିଡ଼ିଓ, ଯାହାକୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ :ଦିଲ୍ଲୀର ସୁଲତାନପୁରୀରେ ଝିଅକୁ କାରରୁ ଟାଣି ନିଆଯିବା ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୂତ୍ରରୁ ପ୍ରକାଶ ଯେ ଦୁର୍ଘଟଣାର ଶିକାର ହୋଇଥିବା ୨୩ ବର୍ଷୀୟ ଅଞ୍ଜଳୀ ସିଂଙ୍କ ସାଙ୍ଗ ମଧ୍ୟ ଦୁର୍ଘଟଣା ସମୟରେ…

ଅର୍ଦ୍ଧନଗ୍ନ- ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲା ଶବ, ବଳତ୍କାର ପରେ ହତ୍ୟାର ଆଶଙ୍କା

ହମୀରପୁର : ଉତ୍ତର ପ୍ରଦେଶ ହମୀରପୁର ଜିଲ୍ଲାରେ କାଠ ହାଣିବାକୁ ଯାଇଥିବା ମହିଳାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଶବ ଉଦ୍ଧାର କରାଯଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପରିବାର ସଦସ୍ୟ ଦୁଷ୍କର୍ମ କରିବା…

ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ:କେଉଁ ବ୍ୟାଙ୍କରେ ପୁଞ୍ଜି ନିବେଶ କରିଲେ ତୁମର ଟଙ୍କା ବୁଡ଼ିବ ନାହିଁ, RBI ଜାରି କରିଲା ତାଲିକା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଦେଶର ସବୁଠାରୁ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ବ୍ୟାଙ୍କର ନାମ ପ୍ରକାଶ କରିଛି। ଗ୍ରାହକ ଏବଂ ଭାରତୀୟ ଅର୍ଥନୀତି ପାଇଁ ଏହି ବ୍ୟାଙ୍କଗୁଡିକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଯଦି ଏହି…

ICMR ବୈଜ୍ଞାନିକଙ୍କ ନୂଆ ଦେଶୀ ଟେକନିକ୍: ଡେଙ୍ଗୁ, ଜୀକା, ମ୍ୟାଲେରିଆ, ଚିକନଗୁନିଆ ସଂକ୍ରମଣ ବୃଦ୍ଧି କରୁଥିବା ମଶା ବଂଶ ସମାପ୍ତ ହେବ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ପୁଣି ଥରେ ସାରା ବିଶ୍ୱରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୈଜ୍ଞାନିକମାନେ ଏହାଠାରୁ ଭୟଙ୍କର ଅନେକ ଭାଇରସର ସନ୍ଧାନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଡେଙ୍ଗୁ,…

NHAI ଅଧୀକାରୀଙ୍କ ଦାବି: ଋଷଭ ପନ୍ତଙ୍କ ଦୁର୍ଘଟଣା ରାସ୍ତାରେ କୌଣସି ଖାଲ ନଥିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ କାର ଦୁର୍ଘଟଣା ମାମଲାକୁ ନେଇ ଏକ ନୂଆ ମୋଡ଼ ଆସିଛି । ନାସନାଲ ହାଇୱେ ଅଥୋରିଟି ଅଫ ଇଣ୍ଡିଆର ବରିଷ୍ଠ ଅଧିକାରୀ ଏକ ଆଶ୍ଚର୍ଯ୍ୟ ଜନକ ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେଉଁ…

ପୁଣି ଭୟଙ୍କର ତାଣ୍ଡବ ରଚିବ କରୋନା! ୭ ଦିନରେ ୩୦ ଲକ୍ଷ ମାମଲା ଚିହ୍ନଟ, ୯୮୦୦ ରୁ ଅଧିକ ମୃତ

ନୂଆଦିଲ୍ଲୀ: ଚୀନ ସମେତ ସାରା ବିଶ୍ୱରେ କରୋନା ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବଡଦିନ ଏବଂ ନୂଆବର୍ଷ ପାଳନ ପରେ ଜାପାନ,ଆମେରିକା,ଦକ୍ଷିଣ କୋରିଆ ଏବଂ ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା…

ଦିଲ୍ଲୀ ଘଟଣାରେ ନୂଆ ଟ୍ୱିଷ୍ଟ: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇ ଜଣେ ଯୁବତୀ, ପୋଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ରାତିରେ ଦିଲ୍ଲୀର ସୁଲତାନପୁରୀ ରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଆଜି ସାରା ଦେଶ ପଡ଼ୁଛି ଉଠୁଛି । ରାତି ୩ଟା ସମୟରେ ଯୁବତୀ ଅଞ୍ଜଳି ସିଂହ ଘରକୁ ଫେରୁଥିବା ସମୟରେ ଏକ କାର…

ରେଳମନ୍ତ୍ରୀଙ୍କ ବଡ ଘୋଷଣା, ବଦଳିବ ଏହି ପ୍ରସିଦ୍ଧ ଟ୍ରେନର ନାମ

ନୂଆଦିଲ୍ଲୀ :ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦେଶର ଏକ ପ୍ରସିଦ୍ଧ ଟ୍ରେନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦାବାଦ ମଧ୍ୟରେ ଦିଲ୍ଲୀ ମଧ୍ୟରେ ଚାଲୁଥିବା ସମ୍ପର୍କ…

ଦିଲ୍ଲୀ ପରେଡ୍‌ରେ ଅତିଥି ଭୁଞ୍ଜିଆ ଦମ୍ପତି: ଖାଲିପାଦରେ ଯିବେ, ଆଦିବାସୀ ଖାଦ୍ୟ ପରଷିବେ

ଭୁବନେଶ୍ୱର :ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ…