Browsing Category

ଦେଶ

‘ମିଶନ-୪୦୦ ପାର୍’ ପାଇଁ ବିଜେପି କେଉଁ ରଣନୀତି ଆପଣାଇଛି: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ଜାଣନ୍ତୁ ୧୦ଟି ବଡ଼ ପଏଣ୍ଟ

ନୂଆଦିଲ୍ଲୀଆଗାମୀ ଲୋସଭା ପାଇଁ ଭାରତୀୟ ଜନତା ପାର୍ଟି ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଉତ୍ତରପ୍ରଦେଶର ବାଣାଣସୀ ଆସନରୁ ନିର୍ବାଚନ ଲଢ଼ିବେ । ପ୍ରଥମ…

CUET UG ପରୀକ୍ଷା ହୋଇପାରେ ସ୍ଥଗିତ, ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ପରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: CUET UG ଆବେଦନକାରୀଙ୍କ ପାଇଁ ବଡ଼ ଖବର । ଲୋକସଭା ନିର୍ବାଚନ ହେତୁ CUET-UG ପରୀକ୍ଷାର ତାରିଖ ବଦଳିବାର ସମ୍ଭାବନା ରହିଛି । ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାରଙ୍କ କହିବାନୁସାରେ, ଲୋକସଭା ନିର୍ବାଚନ ସୂଚୀ…

ଭାବିଚିନ୍ତି କୁହ, ଡିପଫେକଠାରୁ ଦୂରେଇ ରୁହ: ନିର୍ବାଚନ ପୂର୍ବରୁ ମନ୍ତ୍ରୀମାନଙ୍କୁ ଏପରି ମେସେଜ୍ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭା ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା । ସୂଚନାନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୪-୬ ରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ଏହିସବୁ ପ୍ରକଳ୍ପର କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ । ମାର୍ଚ୍ଚ ୪ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟାରେ…

ପୁଣି ହୃଦୟ ଜିତିଲେ ମୋଦୀ, ସଭାର ଭିଡ଼ ଭିତରେ କୁନି ଝିଅ ଠାରୁ ନେଲେ ଜଗନ୍ନାଥଙ୍କ ଫଟୋଚିତ୍ର

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ଅନୁଷ୍ଠିତ ଏକ ସଭା ଭିଡ଼ ଭିତରୁ ଜଣେ କୁନି ଝିଅ ଠାରୁ ଜଗନ୍ନାଥଙ୍କ ଫଟୋଚିତ୍ର ନେଇ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆରଏସଏସ ସ୍ୱୟଂ ସେବକ…

ଆବୁଧାବିରେ ମନ୍ଦିର ନିର୍ମାଣ ପରେ ଭାରତ UAE ସହିତ କଲା ୧୦୦ ଅରବ ଡଲାରର ଚୁକ୍ତି, ଏହି କ୍ଷେତ୍ରରେ ହେବ ଧନବର୍ଷା

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟସ୍ (UAE)ରେ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ପରେ ଭାରତ ଓ ୟୁଏଇ ସଂପର୍କ ଲଗାତର ସୁଦୃଢ ହେବାରେ ଲାଗିଛି । ଏବେ ଭାରତ ଓ ୟୁଏଇ ମଧ୍ୟରେ ୨୦୩୦ ପର୍ଯ୍ୟନ୍ତ ୧୦୦ ଅରବ…

ନାସକମ୍ ଅଧ୍ୟକ୍ଷ ଦେଲେ ସଂକେତ, AI ଦ୍ୱାରା ଏହି ସେକ୍ଟରରେ ଯିବ ସବୁଠାରୁ ଅଧିକ ଚାକିରୀ

ନୂଆଦିଲ୍ଲୀ: ନୂଆ ଟେକ୍ନୋଲଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ନେଇ ଏବେ ପ୍ରାୟ ସମୟରେ ଚର୍ଚ୍ଚା ହେଉଛି । ଏହାର ଲାଭ ଓ କ୍ଷତିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହାରି ମଧ୍ୟରେ ନାସକମ୍‌ର ଅଧ୍ୟକ୍ଷ…

Video: ପଶ୍ଚିମବଙ୍ଗକୁ ଆତଙ୍କିତ କରିବାର ଷଡଯନ୍ତ୍ର ଫେଲ୍ , ସାଗରପଡ଼ା ଅଞ୍ଚଳରୁ ଉଦ୍ଧାର ହେଲା ବୋମା ଭର୍ତ୍ତି ବ୍ୟାଗ

ମୁର୍ଶିଦାବାଦ: ଆଜିକାଲି ପଶ୍ଚିମବଙ୍ଗରେ ଅବସ୍ଥା ଭଲ ନାହିଁ। ଜାନୁଆରୀ ମାସରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାପରେ ସନ୍ଦେଶଖାଲି ନାରୀ ନିର୍ଯ୍ୟାତନା ମାମଲା ସାମନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ…

କିପରି ଯାଞ୍ଚ କରିବେ ଗ୍ୟାସ୍ ପାଇପ୍ ଏକ୍ସପାୟାର ଡେଟ୍? ଜାଣନ୍ତୁ, ଭାରତ ସରକାରଙ୍କ ଏହି ଆପ୍ ବିଷୟରେ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ନିହାତି ବ୍ୟବହାର ହେଉଛି। ସହରଠାରୁ ଆରମ୍ଭ କରି ଗାଁ' ଗହଳି ପର୍ଯ୍ୟନ୍ତ ଏଣିକି ସମସ୍ତେ ଗ୍ୟାସ ଉପରେ ନିର୍ଭରଶୀଳ। କାରଣ ରୋଷେଇ କରିବାର ଅତି ସହଜ ମାଧ୍ୟମ…

ଖୁବ୍ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଛୁଟି ସହିତ ବଢିପାରେ ଦରମା

ନୂଆଦିଲ୍ଲୀ: ଦୀର୍ଘଦିନ ବ୍ୟାଙ୍କ କର୍ମଚାରୀ ଦାବୀ କରି ଆସୁଥିବା ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ଚଳିତ ବର୍ଷ ସରକାର ସ୍ୱୀକାର କରିପାରନ୍ତି । ମିଳିଥିବା ଏକ ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ବ୍ୟାଙ୍କ…