fbpx
BSKY
BJD MC SKY
BJD YOUTH SKY
Browsing Category

ଦେଶ

ଭୁକମ୍ପ ଆସିଲେ କଣ କରିବେ, ଜାଣି ନିଅନ୍ତୁ ଏହି ଜରୁରୀ କଥା

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ପ୍ରବଳ ଭୂକମ୍ପରେ କମ୍ପନ ଯୋଗୁଁ ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ରାଜ୍ୟ କମ୍ପିତ ହୋଇଛନ୍ତି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ, ଯେଉଁଠାରେ ୫.୮ ମ୍ୟାଗ୍ନିଚ୍ୟୁଡର ଏକ…

ଏ କଣ ଫ୍ଲାଏ ଓଭରରେ ହେଉଛି ଟଙ୍କା ବର୍ଷା! ଯିଏ ପାରିଲା ସେ ଗୋଟେଇଲା

ବେଙ୍ଗାଲୁରୁ:କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ, ସିଟି ମାର୍କେଟ ନିକଟରେ ଥିବା ଫ୍ଲାଏ ଓଭରରେ ଚଢି ଜଣେ ବ୍ୟକ୍ତି ୧୦ ଟଙ୍କା ନୋଟ୍ ଉଡେଇବା ଆରମ୍ଭ କଲେ। ତାଙ୍କ ପାଖରେ ୧୦ ଟଙ୍କିଆ…

ଭୁବନେଶ୍ୱରରେ ପହଞ୍ଚିଲେ ଅନନ୍ତ ଅମ୍ବାନୀ; ବିବାହ ପୂର୍ବରୁ କରିବେ ଜଗନ୍ନାଥଙ୍କ ଦର୍ଶନ

ଭୁବନେଶ୍ୱର: ନିକଟରେ ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି । ଯାହାକୁ ଖୁବ୍ ଧୁମଧାମରେ ପରିବାର ଲୋକ ପାଳନ କରିଥିଛନ୍ତି ।…

(Video)ଏ କ’ଣ, ଭାରତୀୟ ହେଇ ବିଦେଶରେ ଉଡ଼ାଇଲେ ଭିନ୍ନ ପତାକା, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ

ନୂଆଦିଲ୍ଲୀ :ଯେତେବେଳେ ଭାରତର ଲୋକମାନେ ବିଦେଶ ଯାଇ ପତାକା ଉତ୍ତୋଳନ କରନ୍ତି, ପ୍ରାୟତଃ ଦେଖାଯାଏ ଯେ ସେମାନଙ୍କ ହାତରେ ତ୍ରିରଙ୍ଗା ପତାକା ଥାଏ ଏବଂ ସେମାନେ ଏହାକୁ ହଲାଉଥିବାର ଦେଖାଯାଏ। ଯଦିଓ ସେପରି କୌଣସି ନିୟମ…

ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ବାଲ ପୁରସ୍କାର କଣ? କିପରି ମିଳେ ପିଲାମାନଙ୍କୁ ୧ ଲକ୍ଷ ଟଙ୍କା ଜାଣନ୍ତୁ

ନୂଆଦିଲ୍ଲୀ:ସୋମବାର ଦିନ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୧ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୩ ରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର…

ଭୂକମ୍ପରେ ଥରିଲା ରାଜଧାନୀ; ତାବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ: ଗତ କିଛି ଦିନ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ହୋଇଥିବା ବେଳେ ଆଜି ମଧ୍ୟ ଦିଲ୍ଲୀର ଏନସିଆରରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଲ ତେବେ ଏହି…

ଆଜି ହେଉଛି ଆନ୍ତର୍ଜାତୀୟ ଶିକ୍ଷା ଦିବସ, ଜାଣନ୍ତୁ କଣ ରହିଛି ଏହି ବର୍ଷର ଥିମ୍

ନୂଆଦିଲ୍ଲୀ: ଏଜୁକେସନ ଡେ, ଅର୍ଥାତ ଆଜି ହେଉଛି ଆନ୍ତର୍ଜାତୀୟ ଶିକ୍ଷା ଦିବସ । ଶିକ୍ଷାର ମହତ୍ୱକୁ ଦୁନିଆରେ ବୁଝାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୪ ତାରିଖ ଦିନ ଇଣ୍ଟରନାସନାଲ ଏଜୁକେସନ ଡେ ରୂପରେ ପାଳନ କରାଯାଉଛି ।…

ଆସିଲା ଧମାକାଦାର ଅଫର୍; ଟ୍ରେନ୍ ଟିକେଟ୍ ଠାରୁ ଶସ୍ତା ହେଲା ପ୍ଲେନ୍ ଟିକେଟ୍!

ନୂଆଦିଲ୍ଲୀ: ତେବେ ଆପଣ ଟ୍ରେନ୍ ଏବଂ ବସରେ ଯାତ୍ରା କରି ବିରକ୍ତ ହୋଇଯାଇଛନ୍ତି ଏବଂ ପ୍ଲେନରେ ଯାତ୍ରା କରିବାକୁ ଚାହୁଁଛନ୍ତି , ତାହାଲେ ଆପଣ ଏବେ ଖବୁ ସସ୍ତାରେ ଯାତ୍ରା କରିବା ପାରବେ । କାରଣ ବର୍ତ୍ତମାନ ଟ୍ରେନ୍…

ସ୍ୱାଧୀନତାର ଅଢେଇ ବର୍ଷ ପର୍ଯ୍ୟନ୍ତ କାହିଁକି ଭାରତକୁ ମିଳିନଥିଲା ଜାତୀୟ ସଂଗୀତ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଜନ ଗଣ ମନ, ଯାହା ଭାରତର ଜାତୀୟ ସଂଗୀତରେ ପରିଣତ ହୋଇଥିଲା କିନ୍ତୁ ଆପଣ ଜାଣନ୍ତି ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ଆମ ଦେଶରେ କୌଣସି ଜାତୀୟ ସଂଗୀତ ନଥିଲା । ୨୪ ଜାନୁଆରୀ ୧୯୫୦ ଅର୍ଥାତ ଅଢେଇ…

୫ମାସର ଝିଅକୁ କେନାଲରେ ଫୋପାଡିଦେଲା ବାପା, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଜୟୀପୁର: ରାଜସ୍ଥାନର ବିକାନେରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ସରକାରୀ ଚାକିରି ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୫ମାସର ଝିଅକୁ କେନାଲକୁ ଫୋପାଡି ଦେଇଛି । ଏହି ଘଟଣାକୁ ନେଇ ମାଆ ବାପା ଉଭୟଙ୍କୁ ପୋଲିସ ଗିରଫ…