Browsing Category

ଦେଶ

ହିମାଚଳ ପ୍ରଦେଶ: କ୍ରସ୍ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି

ନୂଆଦିଲ୍ଲୀ: ଗତ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନର ମତଦାନ ସମୟରେ ହିମାଚଳ ପ୍ରଦେଶରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଆବଶ୍ୟକ ବିଧାୟକ ଥାଇ ମଧ୍ୟ କ୍ରସ୍ ଭୋଟିଂ କାରଣରୁ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ…

ମାର୍ଚ୍ଚ ୧ରୁ ବଦଳିବ FASTagରୁ GST ନିୟମ, ଖାଉଟିଙ୍କ ପକେଟ ଉପରେ ମାଡ଼

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ଅର୍ଥ ସମ୍ବନ୍ଧୀୟ ଅନେକ ନିୟମ ବଦଳିଯିବ । କ୍ରେଡ଼ିଟ୍ କାର୍ଡ଼, ଫାସଟ୍ୟାଗ୍ ଠାରୁ ଆରମ୍ଭ କରି ଜିଏସଟି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହେବ । ଏହା ସାଧାରଣ ଜନତାଙ୍କ ପକେଟ ଉପରେ…

ପିକଅପ୍ ଓଲଟି ପଡ଼ିବାରୁ ୧୪ ଜଣଙ୍କ ମୃତ୍ୟୁ: ୨୧ ଯାତ୍ରୀ ଆହତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଗୋଟିଏ ପିକଅପ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଏକ କାର୍ଯ୍ୟକ୍ରମରେ…

ଗିରଫ ହେଲେ ସନ୍ଦେଶଖାଲି ହିଂସାର ଅଭିଯୁକ୍ତ ଶେଖ ଶାହାଜାହାଁ; ଆଜି ବସିରହାଟ କୋର୍ଟରେ ହେବେ ହାଜର

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଅଭିଯୁକ୍ତ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି। ଗୁରୁବାର (ଫେବ୍ରୁଆରି ୨୯) ସକାଳେ ମିନାଖାନ୍ ଅଞ୍ଚଳରୁ ପୁଲିସ ତାଙ୍କୁ ଗିରଫ କରିଥିଲା।…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦରମା କେତେ? ତାଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ, ଜାଣନ୍ତୁ…

ଓଡ଼ିଶା ଭାସ୍କର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ସମ୍ଭାଳିଛନ୍ତି ଓଡ଼ିଶାର ଗର୍ବ ଆଉ ଗୌରବ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ବର୍ତ୍ତମାନ ଦେଶର ସର୍ବୋଚ୍ଚ ପଦରେ ରହିଛନ୍ତି।…

(Video) ଅକ୍ଷୟ କୁମାର ଦାନ କଲେ ୧ କୋଟି, ଜାଣନ୍ତୁ ଏହି କାମରେ ଲାଗିବ ଟଙ୍କା

ନୂଆଦିଲ୍ଲୀ: ବଲିଉଡର ଅକ୍ଷୟ କୁମାର ବର୍ତ୍ତମାନ ଅଭିନେତା ଉଦୟପୁରରେ ପହଞ୍ଚିଥିଲେ। ସେ ଫିଲ୍ମର ପ୍ରମୋସନ ପାଇଁ ନୁହେଁ ବରଂ ତାଙ୍କର ପରବର୍ତ୍ତୀ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥିଲେ। ଅଭିନେତା 'ଖେଲ ଖେଲ ମେ'ର…

ପୁଣି ଅଶାନ୍ତ ହେଲାଣି ମଣିପୁର; ଅତିରିକ୍ତ ଏସପିଙ୍କୁ ଅପହରଣ ପରେ ଏବେ ପୋଲିସ କମାଣ୍ଡୋଙ୍କୁ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ

ଇମ୍ଫାଲ: ମଣିପୁରର ଜଣେ ଅତିରିକ୍ତ ଏସପିଙ୍କୁ ଅପହରଣ କରାଯିବାର ଗୋଟିଏ ଦିନ ପରେ ମଣିପୁର ପୋଲିସ କମାଣ୍ଡୋଙ୍କ ଏକ ଗୋଷ୍ଠୀ ବୁଧବାର ଇମ୍ଫାଲରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ତ୍ରଶସ୍ତ୍ର ପକାଇଥିଲେ।…

ଅନନ୍ତ ଏବଂ ରାଧିକାଙ୍କ ପ୍ରି-ୱେଡିଙ୍ଗ ସେରିମନି ପୂର୍ବରୁ ଆରମ୍ଭ ହେଲା ଅନ୍ନ ସେବା, ୫୧ ହଜାର ଲୋକଙ୍କୁ କରାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଅମ୍ବାନୀ ପରିବାରର ସାନପୁଅ ତଥା ଶିଳ୍ପପତି ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ପ୍ରି-ୱେଡିଙ୍ଗ ପୂର୍ବ କାର୍ଯ୍ୟକ୍ରମ ଅନ୍ନ ସେବାଠାରୁ ଆରମ୍ଭ ହୋଇଛି। ମୁକେଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ ରାଧିକା ଏବଂ…

୫ ବର୍ଷରେ ୫୦% ଅଧିକ ବଢିଯିବ ଦେଶରେ ଧନୀ ସଂଖ୍ୟା, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତରେ ଅଲଟ୍ରା ହାଇ ନେଟୱର୍ଥ ବ୍ୟକ୍ତିତ୍ୱଙ୍କ ସଂଖ୍ୟା ବଢିବାରେ ଲାଗିଛି । ନାଇଟ ଫ୍ରାଙ୍କର ଏକ ରିପୋର୍ଟ ମୁତାବକ ୨୦୨୮ ସୁଦ୍ଧା ଭାରତରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସର ସଂଖ୍ୟା ୫୦ ପ୍ରତିଶତ…

ବଡ଼ ଧରଣର ଦୁର୍ଘଟଣା: ୧୨ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ

ଓଡ଼ିଶା ଭାସ୍କର: ୧୨ ଜଣଙ୍କ ଉପରେ ଟ୍ରେନ ମାଡିଯାଇଥିବା ସୂଚନା। ଝାଡ଼ଖଣ୍ଡର ଜାମତାରାରେ ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି। ଏନେଇ ଖବର ଏବେ ଏବେ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ ଦେହ…