Browsing Category

ଦେଶ

ଜିଲ୍ଲାପାଳଙ୍କୁ ଜୋତା ଫିଙ୍ଗିଲେ ବିଡିଓ, ଏବେ ଚାକିରୀ ଯିବ କି ଜେଲ୍‌ଦଣ୍ଡ ହେବ? ଜାଣନ୍ତୁ କ’ଣ ରହିଛି ଆଇନ

ଆଗ୍ରା: ଉତ୍ତରପ୍ରଦେଶ ଆଗ୍ରାରେ ଜିଲ୍ଲାଧିକାରୀ ଓ ବିଡିଓଙ୍କ ମଧ୍ୟରେ କଥା କଟାକଟି ମଧ୍ୟରେ ମାମଲା ଏତେ ଆଗକୁ ବଢିଗଲା ଯେ, ପ୍ରଥମେ ଜିଲ୍ଲାଧିକାରୀ ଭାନୁ ଚନ୍ଦ୍ର ଗୋସ୍ୱାମୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅନିରୁଦ୍ଧ…

ମନ୍ଦିରରେ କଂଗ୍ରେସ ଖୁଆଇଲା ରାଣ, ଆରଜେଡି ବିଧାୟକଙ୍କ ଫୋନ୍ ବନ୍ଦ: ଫ୍ଲୋର ଟେଷ୍ଟରେ ହେବ ବଡ ଖେଳ

ପାଟନା: ବିହାରରେ ଏବେ ପୁଣି ରାଜନୈତିକ ହଟଚମଟ ବଢିଯାଇଛି । ୧୨ଫେବୃୟାରୀରେ ବିହାର ବିଧାନସଭାରେ ନୀତିଶ ସରକାରଙ୍କ ଅଗ୍ନିପରୀକ୍ଷା ରହିଛି । କିନ୍ତୁ ଫ୍ଲୋର ଟେଷ୍ଟ ପୂର୍ବରୁ ଉଭୟ କ୍ୟାମ୍ଫରେ ଏବେ ଉଷ୍ମ ବାତାବରଣ ସୃଷ୍ଟି…

ଚାକିରୀଜୀବୀଙ୍କୁ ସରକାର ଦେଲେ ଖୁସି ଖବର, ଇପିଏଫ୍ ଉପରେ ବଢାଇଲେ ସୁଧ, ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: EPFO ଇପିଏଫ୍‌ଓ ଏହାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ଇପିଏଫ୍‌ଓ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ୮.୨୫% କରିଛନ୍ତି ଯାହା ୩ ବର୍ଷ ମଧ୍ୟରେ ଇପିଏଫ୍ ଉପରେ…

(VIDEO)ପୋଖରୀରେ ପଡିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ! ବାହାରିବା ହୋଇଗଲା ବଡ ମୁସ୍କିଲ

ନୂଆଦିଲ୍ଲୀ: ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତେମଜେନ୍ ଇମ୍‌ନା ପ୍ରାୟ ସମୟରେ ନିଜର ମଜାଳିଆ କଥା ଲାଗି ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ପୋଖରୀରେ ଫସି…

Spectrum Auction 2024-25କୁ ମିଳିଲା ଅନୁମୋଦନ, ଜାଣନ୍ତୁ କେଉଁ ଟେଲିକମ୍ କମ୍ପାନୀ ଲଗାଇବେ ବେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଥରେ Spectrum ନିଲାମ କରିବାକୁ ଯାଉଛି । ଫେବୃଆରୀ ୮ରେ କ୍ୟାବିନେଟ୍ ବିଭିନ୍ନ Bandsର ସ୍ପେକ୍ଟ୍ରମ ନିଲାମକୁ ଅନୁମୋଦନ ପ୍ରଦାନ କରିଛି । ଏହା ଅନ୍ତର୍ଗତ ୧୦, ୫୨୩.୧୫ ର…

ହିମାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ବିୟୋଗ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରୁ ଆସିଛି ଏକ ବଡ଼ ଖବର । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ସିମ୍ମୀ ଅଗ୍ନିହୋତ୍ରୀଙ୍କ ପରଲୋକ ଘଟିଛି । ଏନେଇ ବିଳମ୍ବିତ ରାତ୍ରିରେ ଶ୍ରୀ ଅଗ୍ନିହୋତ୍ରୀ ସୂଚନା…

୮ ଜଣ ସାଂସଦଙ୍କ ସହ Lunch କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ସେମାନେ କେଉଁ ଦଳର

ନୂଆଦିଲ୍ଲୀ: ଶୁକ୍ରବାର ସଂସଦ ଭବନର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ସାଂସଦଙ୍କ ଗହଣରେ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ ଜଣ ସାଂସଦଙ୍କ ପାଖକୁ ଏକ କଲ୍ ଯାଇଥିଲା ଯେ…

NCBର ପୂର୍ବତନ ନିର୍ଦ୍ଦେଶକ ସମୀର ୱାଙ୍ଖେଡ଼େ ନୂଆ ବିବାଦରେ: ବେଆଇନ ଅର୍ଥ କାରବାରକୁ ନେଇ ED ଦାୟର କଲା ମାମଲା

ନୂଆଦିଲ୍ଲୀ: ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବେଆଇନ ଅର୍ଥ କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ…

ଜଷ୍ଟିସ ଖାନୱିଲକର ହେବେ ଭାରତର ପରବର୍ତ୍ତୀ ଲୋକପାଳ: କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏମ ଖାନୱିଲକର ହେବେ ଦେଶର ପରବର୍ତ୍ତୀ ଲୋକପାଳ । ଜଷ୍ଟିସ ଖାନୱିଲକରଙ୍କ ନିଯୁକ୍ତି ଉପରେ ଉଚ୍ଚସ୍ତରୀୟ ବୈଠକରେ ମୋହର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଗକୁ ଆସୁଛି ସିବିଏସଇ ବୋର୍ଡ ପରୀକ୍ଷା: ଛାତ୍ରଛାତ୍ରୀମାନେ ଅଧିକ ଟେନସନ୍ ନିଅନ୍ତୁନି, ଚାପମୁକ୍ତ ରହିବା ମସ୍ତିଷ୍କ ପାଇଁ ଭଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ପରୀକ୍ଷା । ଆସନ୍ତା ୧୫ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ…