
Browsing Category
ଦେଶ
ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ, ଇଟାରେ ଛେଚିଲା ସ୍ତ୍ରୀର ମୁଣ୍ଡ… ରକ୍ତ ଜଡ଼ୁବୁଡ଼ୁରେ ମା’କୁ ଦେଖି ଝିଅର ଉଡ଼ିଗଲା ହୋସ୍
ଲକ୍ଷ୍ନୌ: ମଦୁଆ ସ୍ୱାମୀ ସାଜିଲା ହତ୍ୟାକାରୀ। ନିଶାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ। ଲକ୍ଷ୍ନୌ ମାଲ ଅଞ୍ଚଳରେ ପକରା ବଜାର ଗାଁରେ ମଦୁଆ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦ ନିଶାରେ ସ୍ତ୍ରୀ ସହ ପ୍ରଥମେ ଝଗଡ଼ା ପରେ…
ସୋସିଆଲ ମିଡିଆ ଓ ଇଉଟ୍ୟୁବରୁ ରୋଜଗାର କରୁଛନ୍ତି? ଆପଣଙ୍କ ପାଇଁ ବଦଳିଗଲା ITR ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଭାରତର ଆୟକର ବିଭାଗ ନୂଆ ନିୟମ ଜାରି କରିଛି, ଯାହା ଅନୁସାରେ ସୋସିଆଲ ମିଡିଆ, ଇଉଟ୍ୟୁବ, ଫ୍ୟୁଚର୍ସ ଆଣ୍ଡ ଅପସନ୍ସ (ଏଫଏଣ୍ଡଓ) ଟ୍ରେଡିଂ, କମିଶନ ଏଜେନ୍ସି, ସଟ୍ଟା କିମ୍ବା ଷ୍ଟକ ଟ୍ରେଡିଂ ଜରିଆରେ ରୋଜଗାର…
ପହଲଗାମ ଅଟାକର ୩ ମାଷ୍ଟର ମାଇଣ୍ଡ ଆତଙ୍କୀ ଖତମ: ମହାଦେବ ପାହାଡ଼ରେ ଚାଲିଛି ଅପରେଶନ୍ ‘ମହାଦେବ’
ଶ୍ରୀନଗର: ଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ସୋମବାର (୨୮ ଜୁଲାଇ) ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ…
ମାତ୍ର 36 ମିନିଟରେ ଧ୍ବଂସ ହୋଇଯିବ ଆମେରିକା, ଏଭଳି କ୍ଷେପଣାସ୍ତ୍ର ତିଆରି କଲା ଇରାନ
ୱାଶିଂଟନ: ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସମୟସୀମା ପୂର୍ବରୁ, ଇରାନ ଆମେରିକାକୁ ଧ୍ବଂସ କରିବାକୁ ତିଆରି କଲା ଏକ ମାରାତ୍ମକ କ୍ଷେପଣାସ୍ତ୍ର । ଯାହାର ନାଁ ହେଉଛି ଖୋରମଶହର-5 ।
ଏହି…
“ପହଲଗାମ ଆତଙ୍କବାଦୀ ପାକିସ୍ତାନରୁ ଆସିଥିବାର କୌଣସି ପ୍ରମାଣ ନାହିଁ”
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ, ଯେଉଁ ରକ୍ତର ତାଣ୍ଡବ ରଚିଥିଲା ସେକଥା ଏବେବି ମନରୁ ଲିଭିନି। ଯେଉଁଥିପାଇଁ ଭାରତ ସରକାର ଆରମ୍ଭ କରିଥିଲେ 'ଅପରେସନ୍ ସିନ୍ଦୂର'। ଆଉ ପାକିସ୍ତାନରେ ଖୋଜି ଖୋଜି ଆତଙ୍କୀ ଆଡ୍ଡାକୁ…
କୁକୁର ନାଁରେ ଘରର ପ୍ରମାଣ ପତ୍ର, ସରକାରୀ ବାବୁ ଦେଖି ଆଶ୍ଚର୍ଯ୍ୟ, ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ
ବିହାର: ଆଜିକାଲି ବିହାରରେ ନିର୍ବାଚନ ଆଲୋଚନା ଜୋର ଧରିଥିବା ବେଳେ, ଅନ୍ୟପକ୍ଷରେ, ଏକ ଆଶ୍ଚର୍ଯ୍ୟଜନକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ସୋସିଆଲ…
RJD ବିଧାୟକଙ୍କ ଦବଙ୍ଗଗିରି; “ସଚିବଙ୍କୁ ଜୋତାରେ ସେକିବି” ! ସଚିବଙ୍କ ଜବାବ…audio viral
ପାଟଣା: ପୁଣି ବିବାଦ ଘେରରେ ବିହାରର ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଭାଇ ବୀରେନ୍ଦ୍ର । ତାଙ୍କର ଏକ କଥିତ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ମାନେରର ଜଣେ ପଞ୍ଚାୟତ ସଚିବଙ୍କ ସହ…
୭୦ ବର୍ଷର ବାପା ସାଜିଲା ଯମଦୂତ… ୩ ଝିଅଙ୍କୁ ଦେଲା ବିଷ, ଜଲ୍ଲାଦ ବାପାକୁ ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ: କେଉଁ ବାପା କେବେ ନିଜ ପିଲାଙ୍କ ହତ୍ୟାକାରୀ ହୋଇପାରେ। ଜଣେ ୭୦ ବର୍ଷର ବାପା ପିଲାଙ୍କ ପାଇଁ ପାଲଟିଲା ଯମ। ତିନି ଝିଅଙ୍କୁ ହତ୍ୟା କରିବାକୁ ରଚିଥିଲା ଷଡ଼ଯନ୍ତ୍ର। ବଡ଼ ଝିଅ ଏଥିରୁ ଅଳ୍ପକେ ବଞ୍ଚିଯାଇଥିବା…
ଶ୍ରେଷ୍ଠ ସହର ତାଲିକାରେ ଭାରତର ଏହି ସହର, ବଡ଼ ବଡ଼ ସହରକୁ ପଛରେ ପକାଇଲା ପିଙ୍କ୍ ସିଟି
ନୂଆଦିଲ୍ଲୀ: ଟ୍ରାଭେଲ୍ ଆଣ୍ଡ୍ ଲିଜର୍ ମ୍ୟାଗାଜିନ୍ର ୨୦୨୫ ସର୍ଭେରେ, ବିଶ୍ୱର କିଛି ଦେଶକୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ହୋଟେଲ୍ ଏବଂ ସ୍ପା, ଦ୍ୱୀପପୁଞ୍ଜ ଏବଂ ଜାତୀୟ ଉଦ୍ୟାନ, ସଫାରି ଏବଂ ଟୁର୍…
ଶୁକ୍ରାଣୁ ତସ୍କରୀର ପର୍ଦ୍ଦାଫାଶ; ସରୋଗେସି ନାଁରେ 35 ଲକ୍ଷ ଚଳୁ, ଡାକ୍ତରଙ୍କ ସମେତ ୧୦ ଗିରଫ
ହାଇଦ୍ରାବାଦ: DNA ଧରିଲା ସତ । ସରୋଗେସି ନାଁରେ ଚାଲିଥିଲା ଶୋଷଣ । ସିକନ୍ଦରାବାଦ ଫର୍ଟିଲିଟି ସେଣ୍ଟରରେ ଚାଲିଥିବା ଅବୈଧ ସରୋଗେସି ଖେଳ । ଶୁକ୍ରାଣୁ ଚୋରାଚାଲାଣରେ ଜଡିତ ଏକ ଫର୍ଟିଲିଟି ସେଣ୍ଟରର ହୋଇଛି ପର୍ଦ୍ଦାଫାସ…